SR Education
前往频道在 Telegram
ଏଠାରେ ସମସ୍ତ କ୍ଲାସ ଏବଂ ସୂଚନା ଦିଆଯିବ, ଏହା ମୁଖ୍ୟ ଗ୍ରୁପ୍ Link 👇👇👇 Subscribe 👉 SR Education Social media link 🖇️ 1. Instagram- https://www.instagram.com/reel/DVC0D0JiSx-/?igsh=MTBianVybmF6bzMwbA== 2.What's app - https://whatsapp.com/channel/0029Va4JAev
显示更多3 463
订阅者
-624 小时
-187 天
-9530 天
帖子存档
3 462
ଏକାଦଶ ଶ୍ରେଣୀ ନାମଲେଖା 2026-27 ସୂଚନା
SAMS ପୋର୍ଟାଲ୍ରେ Class-XI ନାମଲେଖା ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହେବ 26.05.2026 ଠାରୁ।
ଆବେଦନର ଶେଷ ତାରିଖ 30.06.2026।
ମୁଖ୍ୟ ତାରିଖ:
ପ୍ରଥମ ମେରିଟ୍ ଲିଷ୍ଟ: 08.07.2026
ପ୍ରଥମ ଚୟନ ନାମଲେଖା: 09.07.2026 – 15.07.2026
ଦ୍ୱିତୀୟ ମେରିଟ୍ ଲିଷ୍ଟ: 23.07.2026
SPOT ଚୟନ ତାଲିକା: 06.08.2026
Class-XI ପାଠପଢ଼ା ଆରମ୍ଭ: 23.07.2026
ୱେବସାଇଟ୍: www.samsodisha.gov.in
ହେଲ୍ପଲାଇନ୍: 155335 / 1800-345-6770
现已上线!2025 年 Telegram 研究 — 年度关键洞察 
