ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

10th Class Study

10th Class Study

الذهاب إلى القناة على Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

إظهار المزيد
3 841
المشتركون
لا توجد بيانات24 ساعات
-127 أيام
-7030 أيام
أرشيف المشاركات
Bharat Scouts and Guide,Odisha All About Online Youth Management System ( OYSM).
12 أبريل 2024, 09:22

Chemistry Qn Bank.pdf
12 أبريل 2024, 09:17

𝙿𝙷𝚈𝚂𝙸𝙲𝚂 𝙽𝙾𝚃𝙴 👆👆👆👆👆👆👆👆👆👆👆👆👆
12 أبريل 2024, 03:40

photo content
+4
12 أبريل 2024, 03:40

photo content
+9
12 أبريل 2024, 03:40

𝙿𝙷𝚈𝚂𝙸𝙲𝚂 𝙽𝙾𝚃𝙴 👇👇👇👇👇👇👇👇👇👇👇👇👇
12 أبريل 2024, 03:40

Date - 11.04.2024 Practice Test Subject - Geography( SSG) Topic :- ସମ୍ବଳ ଓ ତା'ର ବିକାଶ Full Mark - 15 Class - X ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ ମୋହନଗିରି କଳାହାଣ୍ଡି 1. ମାନବୀୟ କାର୍ଯ୍ୟକଳାପ ର କ୍ରିୟାତ୍ମକ ବସ୍ତୁ କୁ କଣ କୁହାଯାଏ ? 2. ଜୈବ ସମ୍ବଳ ର ପାଞ୍ଚଟି ଉଦାହରଣ ଦିଅ l 3. ପ୍ରାକୃତିକ ଉପାୟରେ ଭରଣ ହେଉଥିବା ତିନିଟି ନବୀକରଣ ଯୋଗ୍ୟ ସମ୍ବଳ ନାମ ଲେଖ l 4. କାହା ସମ୍ମିଶ୍ରଣ ରେ ଜଳ ସୃଷ୍ଟି ହୁଏ ? 5. ରାଜସ୍ଥାନ ଓ ଗୁଜୁରାଟ ରେ ମହଜୁଦ ଥିବା ଦୁଇଟି ପ୍ରଚ୍ଛନ୍ନ ସମ୍ବଳ ନାମ ଲେଖ l 6. ଗମନାଗମନ - କେଉଁ ସମ୍ବଳ ର ଉଦାହରଣ ଅଟେ ? 7. ବିକଶିତ ସମ୍ବଳ ର ତିନିଟି ଉଦାହରଣ ଦିଅ l 8. ସମୁଦ୍ର ଉପକୂଳ ର କେତେ କିମି ପରେ ଆନ୍ତର୍ଜାତୀୟ ସମ୍ବଳ ଉପରେ ଜାତିସଙ୍ଘ ର ଅଧିକାର ରହିଛି ? 9. ଫସଲ ଚକ୍ର ଦ୍ୱାରା କଣ ହୁଏ ? 10. ଭାରତ ମହାସାଗର ରେ ଥିବା EEX ରେ ଭାରତ କଣ କରେ ? 11. ଲାଦାଖ ସହ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହିତ କାହିଁକି ଉତ୍ତମ ସଂଯୋଗ ନାହଁ ? 12. ଭାରତ ର କେଉଁ ରାଜ୍ୟ ରେ ଅଧିକ ଜଳ ସମ୍ବଳ ଅଛି କିନ୍ତୁ ତାହାର ବ୍ୟବହାର ନିମିତ୍ତ ସର୍ବନିମ୍ନ ସୁବିଧା ମିଳି ନ ଥାଏ ? 13. ଅରଣ୍ୟ ସୁରକ୍ଷା ପାଇଁ କାହା ଉପରେ ଅଧିକ ଦୃଷ୍ଟି ଦିଆଯାଉଛି ? 14. ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ରେ କଣ ପ୍ରତି ଗୁରୁତ୍ୱ ଭାରତ ସରକାର ଦେଉଛନ୍ତି ? 15. କୋଇଲା ଓ ଖଣିଜ ତୈଳ ର ବିକଳ୍ପ ଉତ୍ସ ଭାବରେ କେଉଁ କେଉଁ ସମ୍ବଳ ବ୍ୟବହାର ଉପରେ ଭବିଷ୍ୟତ ରେ ଧ୍ୟାନ ଦେବା ଜରୁରୀ ହୋଇପଡିଛି ?
11 أبريل 2024, 15:01

Date - 11.04.2024 Practice test question Subject - History ( SSH) Topic :- ଭାରତ ର ସ୍ୱାଧୀନ ଆନ୍ଦୋଳନ ରେ ଗାନ୍ଧିଜୀ ଙ୍କ ଆବିର୍ଭାବ Class - X Full Mark - 15 ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ ମୋହନଗିରି କଳାହାଣ୍ଡି 1.ଖେଡ଼ା ଆନ୍ଦୋଳନ କେଉଁ ରାଜ୍ୟ ରେ ହୋଇଥିଲା ? 2. ତିନି କାଠିଆ ବ୍ୟବସ୍ଥା କେଉଁ ଆନ୍ଦୋଳନ ସହ ସମ୍ପର୍କିତ ଥିଲା ? 3. କେଉଁ ଭାରତୀୟ ମୁସଲମାନ ମହାତ୍ମା ଗାନ୍ଧୀଙ୍କୁ ଦକ୍ଷିଣ ଆଫ୍ରିକା କୁ ମୋକଦ୍ଦମା ଲଢ଼ିବା ପାଇଁ ଡାକିଥିଲେ ? 4. କସ୍ତୁରବା ଗାନ୍ଧୀଙ୍କୁ ଗାନ୍ଧିଜୀ ଶ୍ରଦ୍ଧାରେ କଣ ସମ୍ବୋଧନ କରୁଥିଲେ ? 5. ଅହମ୍ମଦାବାଦ ସହର ନିକଟରେ ସାବରମତୀ ନଦୀକୂଳରେ 1916 ରେ କଣ ପ୍ରତିଷ୍ଠା କରାଯାଇଥିଲା ? 6. ଚମ୍ପାରନ ଜିଲ୍ଲା ର ସଦର ମହକୁମା କଣ ଥିଲା ? 7. ନବଜୀବନ ଓ ୟଙ୍ଗ ଇଣ୍ଡିଆ ଦୁଇ ପତ୍ରିକା ର ସମ୍ପାଦନା କିଏ କରୁଥିଲେ ? 8. ଗାନ୍ଧିଜୀ କେବେ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କଲେ ? 9. କିପରି ବ୍ୟକ୍ତି କୁ ଇଂରେଜ ସରକାର ନାଇଟ ପଦ ପ୍ରଦାନ ସହିତ "ସାର" ଉପାଧି ରେ ଭୂଷିତ କରୁଥିଲେ ? 10. ଶ୍ଵେତାଙ୍ଗ କେଉଁ ମାନଙ୍କୁ କୁହାଯାଉଥିଲା ? 11. ଶ୍ରୀମତୀ ଆନିବେଶାନ୍ତ କାହିଁକି ରାଓଲାତ ଆଇନ ବିରୋଧୀ ଗଣ ଆନ୍ଦୋଳନ କୁ ବିରୋଧ କରୁଥିଲେ ? 12. ଖେଡ଼ା ଆନ୍ଦୋଳନ ରେ ଗାନ୍ଧିଜୀ ଙ୍କ ଜଣେ ମୁଖ୍ୟ ସହଯୋଗୀ କିଏ ଥିଲେ ? 13. କେଉଁ କଳହରେ ହସ୍ତକ୍ଷେପ କରି ସମାଧାନ ପାଇଁ ଇଂରେଜ ଜିଲ୍ଲପାଳ ଗାନ୍ଧିଜୀ ଙ୍କୁ ଅନୁରୋଧ କରିଥିଲେ ? 14. ଅମୃତସର ର କେଉଁ ଘଟଣା ପାଇଁ 1919 ଏପ୍ରିଲ 13 ରେ ବହୁ ସଂଖ୍ୟକ ଲୋକ ଜାଳିଆନାୱାଲାବାଗ ସାଧାରଣ ସଭାରେ ଏକତ୍ରିତ ହୋଇଥିଲେ ? 15. ଜାଳିଆନାୱାଲାବାଗ ଘଟଣା ରେ ଦୁଃଖିତ ହୋଇ ଅତ୍ୟନ୍ତ ଘୃଣା ର ସହିତ ଗାନ୍ଧିଜୀ ଇଂରେଜ ସରକାର ସମ୍ପର୍କ ରେ କଣ ବ୍ୟକ୍ତ କରିଥିଲେ ?
11 أبريل 2024, 15:01

ବନ୍ଦେ ଉତ୍କଳ ଜନନୀ By Nilesh Education.pdf
11 أبريل 2024, 15:01

ବୀଜ ଗଣିତ ର ପ୍ରଥମ ଅଧ୍ୟାୟ ସରଳ ସମୀକରଣ ପାଠ ର ନୋଟସ, ସୂତ୍ର ପ୍ରସ୍ତୁତ କରା ଯାଉଛି ଶୀଘ୍ର ଗ୍ରୁପ ରେ PDF କରି ଦିଆଯିବ l
11 أبريل 2024, 15:01

ଆସନ୍ତାକାଲି ସକାଳେ ବିଜ୍ଞାନ ( ଭୌତିକ ଓ ଜୀବ ବିଜ୍ଞାନ ) ଏବଂ ଆସନ୍ତା ସନ୍ଧ୍ୟାରେ ସାମାଜିକ ବିଜ୍ଞାନ (ଇତିହାସ ଓ ଭୂଗୋଳ) ର ପ୍ରତି ବିଷୟ ରୁ 15 ମାର୍କ ଲେଖାଏଁ ଅଭ୍ୟାସ ପ୍ରଶ୍ନ ଦିଆଯିବ l
11 أبريل 2024, 15:01

1. ସମୁଦ୍ର 2. ନଦନଦୀ 3. ପର୍ବତ ଗୁଡିକ 4. କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର 5. ତାଳ ତମାଳ ବୃକ୍ଷ 6.ନୀଳ ଭୂଧରମାଳା ( ନୀଳ ପର୍ବତ ମାଳା ) 7.ହସ ଓ ଭାଷା 8. ଧାନ 9. 2020 10. ଉତ୍କଳ ଜନନୀ 11. କାନ୍ତ କବି ଲକ୍ଷ୍ମୀକାନ୍ତ 12. ଜାତୀୟତାବୋଧ, ଦେଶାତ୍ମବୋଧ 13. ବୀର ଯୋଦ୍ଧା 14. ଶୀତଳ ସମୀର 15. ଶ୍ରେଷ୍ଠ ବୀର ମାନଙ୍କ ପାଇଁ
11 أبريل 2024, 15:01

10.30 PM ରେ ସବୁ ପ୍ରଶ୍ନ ର ଉତ୍ତର ଦିଆଯିବ l ଏହା ପୂର୍ବରୁ ଉତ୍ତର ଗୁଡିକ ନିଜେ କର ଆଉ ଦେଖ ତୁମେ କେତୋଟି ପ୍ରଶ୍ନ ର ଉତ୍ତର ଦେଇପାରୁଛ l
11 أبريل 2024, 15:01

Date : 10.04.2024 Subject:- FLO Topic:- ବନ୍ଦେ ଉତ୍କଳ ଜନନୀ Full mark :- 15 ଶ୍ରେଣୀ :- ନବମ ଓ ଦଶମ ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ ମୋହନଗିରି କଳାହାଣ୍ଡି 1.ଉତ୍କଳ ଜନନୀ ଙ୍କ ଶରୀର କୁ କିଏ ଧୌତ କରିଛି ? 2. କବିତା ରେ ତଟିନୀ କାହାକୁ କୁହାଯାଇଛି ? 3. ଭୂଧରମାଳା କାହାକୁ କୁହାଯାଇଛି ? 4. "ବନ୍ଦେ ଉତ୍କଳ ଜନନୀ " ର ସ୍ରଷ୍ଟା କିଏ ? 5. କେଉଁ ବୃକ୍ଷ ଦ୍ୱାରା ସମୁଦ୍ର ର ତଟଦେଶ ସୁଶୋଭିତ ଅଟେ ? 6. ଉତ୍କଳ ମାତା ର ଶରୀର ରେ କିଏ ତରଙ୍ଗ ପରି ସଜେଇ ହୋଇରହିଛି ? 7. ଉତ୍କଳ ଜନନୀ ରେ କେଉଁ ଦୁଇଟି ଚାରୁ ଅଟେ ? 8. ଉତ୍କଳ ର ଶସ୍ୟ କ୍ଷେତ୍ର କାହା ଦ୍ୱାରା ସୁଶୋଭିତ ? 9. "ବନ୍ଦେ ଉତ୍କଳ ଜନନୀ" କେବେ ରାଜ୍ୟ ସଂଗୀତ ର ମାନ୍ୟତା ଦିଆଗଲା ? 10. ଶ୍ରେଷ୍ଠ କବି ମାନେ କାହାର କୀର୍ତ୍ତି ବନ୍ଦନ କରୁଛନ୍ତି ? 11. 1937 ରେ ପ୍ରକାଶିତ ଡଗର ପତ୍ରିକା ର କିଏ ସମ୍ପାଦକ ଥିଲେ ? 12. ବନ୍ଦେ ଉତ୍କଳ ଜନନୀ କବିତାରେ କବିଙ୍କ କେଉଁ ଭାବନା ପ୍ରକାଶିତ ହୋଇଛି ? 13. ଉତ୍କଳ କୁ କାହାର ବାସଭୂମି କୁହାଯାଏ ? 14. ସ୍ୱଚ୍ଛ ଜଳ ଧାରଣ କରିଥିବା ନଦୀ ତଟ ରେ କେଉଁ ପବନ ପ୍ରବାହିତ ? 15. କେଉଁ ମାନଙ୍କ ଯୋଗୁଁ ଉତ୍କଳ ଜନନୀ ଗର୍ବିତ ?
11 أبريل 2024, 15:01

photo content
11 أبريل 2024, 15:01

+1
ପ୍ରଥମବିଶ୍ଵଯୁଦ୍ଧ ( ନବମ ଶ୍ରେଣୀ )PDF
10 أبريل 2024, 04:27

+1
Gravitation Kota Handwritten notes.pdf
09 أبريل 2024, 12:42

8. ଗାନ୍ଧିଜୀ ଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ କଣ ଥିଲା ? ଏହି ପ୍ରଶ୍ନ ର ଉତ୍ତର ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସନ୍ଦେହ ରହୁଛି ଯେ କାହିଁକି ଚମ୍ପରନ ଆନ୍ଦୋଳନ ଉତ୍ତର ହେବନାହିଁ ତାହାର କାରଣ ହେଉଛି ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ରୁ ଫେରିବା ପରେ ସେ ଚମ୍ପାରନ ରେ ରହୁଥିବା ରାଜକୁମାର ଶୁକ୍ଳ ନିମନ୍ତ୍ରଣ କ୍ରମେ 1917 ରେ ସେଠିକୁ ଯାଇ ଆନ୍ଦୋଳନ କରି ସମସ୍ୟା ର ସମାଧାନ କରିଥିଲେ l ଏହି ଆନ୍ଦୋଳନ କେବଳ ବିହାର ର ଚମ୍ପାରନ ମଧ୍ୟରେ ସୀମିତ ଥିଲା l ତାହା ରାଜ୍ୟ ସ୍ତରୀୟ ଆନ୍ଦୋଳନ ଥିଲା l ତାହା ପରେ ଗାନ୍ଧିଜୀ 1918 ରେ ଖେଡା ଆନ୍ଦୋଳନ ଓ ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ କରି ସଫଳ ହୋଇଛନ୍ତି l ଏହାପରେ ଯେତେବେଳେ ଇଂରେଜ ସରକାର ରାଓଲାତ ଆଇନ 1919 ରେ ଆଣିଛନ୍ତି ଆଉ ଏହାର ନିୟମ ଇଂରେଜ ସରକାର ଯେ କୌଣସି ଭାରତୀୟ ଙ୍କୁ ବିନା ବିଚାର ରେ ଜେଲ ଦଣ୍ଡ କରିପାରିବେ l ଏହି ଆଇନ ବିରୁଦ୍ଧରେ ରେ ତାଙ୍କ ଆନ୍ଦୋଳନ ସମଗ୍ର ଭାରତ ର ଜନସାଧାରଣ ଙ୍କ ନିକଟତର କରେଇ ଅଧିକ ପରିଚିତ କରେଇଥିଲା ଆଉ ଏହି ଆନ୍ଦୋଳନ ସହ ସମଗ୍ର ଦେଶ ଜଡିତ ଥିବା ହେତୁ ଏହାକୁ ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ( National level movement ) କୁହାଯାଏ l
09 أبريل 2024, 12:38

1.ଭୂମି, ଶିଳା, ଜଳ, ମୃତ୍ତିକା ଖଣିଜ ( ଯେ କୌଣସି ଗୋଟିଏ ଲେଖିବ ) 2. 4 3. 2 ( ସର୍ବତ୍ର ସୁଲଭ ଓ ସ୍ଥାନୀୟ ସମ୍ବଳ ) 4. 22.2 କି.ମି 5. 2 ( ନବୀକରଣ ଯୋଗ୍ୟ ସମ୍ବଳ ଓ ନବୀକରଣ ଅଯୋଗ୍ୟ ସମ୍ବଳ ) 6. ଗଚ୍ଛିତ ସମ୍ବଳ 7. ଅସରନ୍ତି ବା ଅକ୍ଷୟ ସମ୍ବଳ, ଅବିରାମ ସମ୍ବଳ ବା ପୂରଣୀୟ ସମ୍ବଳ 8. ବିଶ୍ୱ ଜାତିସଙ୍ଘ ( U.N) 9. ଗୋଷ୍ଠୀଗତ ସମ୍ବଳ 10. ପ୍ରବାହିତ ଜଳ ଯାହା ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହୋଇ ପାରୁନାହିଁ 11. 5 12. 1992 13. EEZ 14. ଜଙ୍ଗଲ ସୁରକ୍ଷା ଆଇନ 15. ସାଂସ୍କୃତିକ ସମ୍ବଳ
09 أبريل 2024, 12:38

1.1891 ଜୁନ ମାସ 2. ଦକ୍ଷିଣ ଆଫ୍ରିକା ର ଶାସକ ମୁଖ୍ୟ 3. ଶ୍ଵେତାଙ୍ଗ (ଇଂରେଜ) ମାନଙ୍କ ଅତ୍ୟାଚାର ସମ୍ପର୍କ ରେ ଜନ ସାଧାରଣଙ୍କୁ ଅବଗତ କରେଇବା ପାଇଁ 4. ଇଂରେଜ ଉପନିବେଶ ଗୁଡିକ ରେ ଭାରତୀୟ ମାନଙ୍କ ନିଯୁକ୍ତି କୁ ବନ୍ଦ ନ କଲେ 5. ରାଜ କୁମାର ଶୁକ୍କ ଚମ୍ପାରନ ଜିଲ୍ଲା ର ସ୍ଥାନୀୟ ବାସିନ୍ଦା ଥିଲେ l 6.1894 ମସିହା 7. ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ 8. ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ 9. ପ୍ଲେଗ ମହାମାରୀ ପାଇଁ ଶ୍ରମିକ ମାନଙ୍କୁ ଦେଉଥିବା ସ୍ୱତନ୍ତ୍ର ଭତ୍ତା କୁ ପ୍ଲେଗ ବୋନସ କୁହାଯାଉଥିଲା l 10. 1919 ମାର୍ଚ୍ଚ 18 11. ବିଶ୍ୱ କବି ରବୀନ୍ଦ୍ରନାଥ ଠାକୁର 12. 1919 ଏପ୍ରିଲ 13 13. କାଇଜର-ଇ-ହିନ୍ଦ 14. ରବିନ୍ଦ୍ର ନାଥ ଠାକୁର 15. ପ୍ରାୟ 22 ବର୍ଷ
09 أبريل 2024, 12:38