ar
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
674
المشتركون
-124 ساعات
-77 أيام
-4130 أيام
أرشيف المشاركات
⚪ବଦଳିବ ନାହିଁ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ: ଉଚ୍ଚଶିକ୍ଷା ମନ୍ତ୍ରୀ⚪ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ରେଭେନ୍ସା କଲେଜର ନାମ ପରିବର୍ତ୍ତନକୁ ନେଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଅଣତାରକା ପ୍ରଶ୍ନ କରିଥିଲେ। ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ କିମ୍ବା ଯୋଜନା ରାଜ୍ୟ ରଖିଛନ୍ତି କି। ଯଦି ଏଭଳି ଯୋଜନା କିମ୍ବା ପ୍ରସ୍ତାବ ବିଚାରଧିନ ଅଛି ତାର ରୂପରେଖ, କାରଣ ଓ ବିବରଣୀ ପ୍ରଦାନ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏହାର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜଣାଇଛନ୍ତି ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ନାହିଁ।

🟪 ଉପଭୋକ୍ତା ବିଲ୍ ନ ଦେଇ ପାରିଲେ ବି କଟିବନି ବିଦ୍ୟୁତ -ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା -'ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି' -'ଅଘୋଷିତ ବିଦ୍ୟୁତ କାଟ୍ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି' -ଅଚଳ ନଳକୂପ ୪୮ ଘଣ୍ଟା ମଧ୍ୟରେ ମରାମତି ହେବ- ମନ୍ତ୍ରୀ -'ଗୃହପାଳିତ ଓ ବୁଲା ପଶୁପକ୍ଷୀଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ'

ସମୟ ପାଇଲେ ପଢନ୍ତୁ
ସମୟ ପାଇଲେ ପଢନ୍ତୁ

ଆଜିର ନିଯୁକ୍ତି ସୂଚନା
+3
ଆଜିର ନିଯୁକ୍ତି ସୂଚନା

ଓଡ଼ିଶା ସରକାରଙ୍କ ସର୍ବବୃହତ ମହିଳା କଲ୍ୟାଣକାରୀ ଯୋଜନା “ସୁଭଦ୍ରା”ର ପ୍ରଥମ କିସ୍ତି ବିତରଣର ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୪ ହଜାରରୁ ଊର୍ଦ୍ଧ୍ଵ ମା' ଓ ଭଉଣୀମାନଙ୍କୁ ପ୍ରଥମ କିସ୍ତି ୫୦୦୦ ଟଙ୍କା ଲେଖାଏଁ ମୋଟ ୧୧୭ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡ଼ିବିଟି ମାଧ୍ୟମରେ ପ୍ରେରଣ କରିଛନ୍ତି। ଏଥିସହ ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିଛି ସୁଭଦ୍ରା ଯୋଜନା। ସୁଭଦ୍ରା ମା’ଙ୍କ କୃପାରୁ ସୁଭଦ୍ରା ଯୋଜନାର ଏତେ ବଡ଼ ସଫଳତାକୁ ସମ୍ମାନ ଜଣାଇବା ପାଇଁ ଆସନ୍ତାକାଲି (ତା ୦୭/୦୩/୨୦୨୫ରିଖରେ) ଘରେ ଘରେ ଥିବା ସମସ୍ତ ସୁଭଦ୍ରା ତଥା ମା' ଓ ଭଉଣୀମାନଙ୍କୁ ଦୀପ ଜଳାଇବା ପାଇଁ ଅନୁରୋଧ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ସୁଭଦ୍ରାର ସଫଳତା ପାଇଁ ସେମାନଙ୍କର ଯୋଗଦାନକୁ ସ୍ବୀକୃତି ପୂର୍ବକ ସ୍ଵତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ। ଏହି କ୍ରମରେ ପ୍ରତ୍ୟେକ ଅଙ୍ଗନବାଡି କର୍ମୀଙ୍କୁ ୧୫୦୦ ଟଙ୍କା ଏବଂ ପ୍ରତ୍ୟେକ ଅଙ୍ଗନବାଡି ସହାୟିକାଙ୍କୁ ୫୦୦ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାର ଏହା ନିମନ୍ତେ ୧୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଖର୍ଚ୍ଚ ବହନ କରିବେ।

🟪 NEET UG 2025 Correction Window! Edit your application from 9th to 11th March 2025 (till 11:50 PM). ✅ One-time correction only—no changes after submission! 🔗 http://neet.nta.nic.in For help: 📞 011-40759000 / 011-69227700 📧 neetug2025@nta.ac.in

OUR Faculty TEAM ଉପରେ ଭରସା ରଖିଥିବା ପିଲାଙ୍କ ପାଇଁ ଯେତେ କଷ୍ଟ ହେଲେ ବି କ୍ଲାସ ହେଇଛି ଆଗକୁ ବି କରାହେବ ଯିଏ ଯାହା କହିଛି କହୁ , ଯୋଉଠି ପ୍ରଭୁ ଶ୍ରୀରାମ , ମାତା ସୀତା ଙ୍କୁ ଲୋକ କହିବା ଛାଡ଼ି ନାହାନ୍ତି ମୁଁ ତା ସାମାନ୍ୟ ମଣିଷ ସମସ୍ତେ ହାତକୁ ଧରି OUR OFFICIAL TEAM ଙ୍କୁ sopport କରିଚାଳନ୍ତୁ 👇👇🔜👇👇👇🔗🔗🔜 https://t.me/carrerstudyclasses

**ଆପଣ ମାନଙ୍କୁ ସବୁ କିଛି ସାହାଯ୍ୟ ପରେ ଆପଣ ମାନେ sopport କରୁନାହାନ୍ତି,,,,,, ଆମକୁ କିପରି ଭାବରେ ଭଲ ଲାଗେ,,, ତେଣୁ ଆପଣ ମାନଙ୍କୁ ଏକ ଉପଦେଶ ଯେ ଆପଣ ମାନେ ତଳ 🖇️🔗 shere କରି ଆପଣ ମାନେ update notification ଜାଣିବା ସହ ସାଙ୍ଗ ମାନେ ଜାଣନ୍ତୁ।।।।** ଆମ team ଆଗକୁ ଆପଣଙ୍କୁ ବହୁତ କିଛି ଉପଯୋଗୀତା କରିବେ।।। IT'S OUR ORGANIZATION MOTO ✍️✍️✍️ Sopprted by 🗽🗽🗽 CARRER STUDY CLASSES TEAM.. 🙈🙈🙈🙈💐💐💐💐💐 💫💫🎉💫💫 👇👇👇👇👇👇👇👇👇 https://t.me/carrerstudyclasses https://t.me/carrerstudyclasses

ନମସ୍କାର ସମସ୍ତଙ୍କୁ 🙏 🎉🎉🎉🎉🎉🎉🎉🎉🎉 ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @rajendra143_2k ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା । ଆଉ ଯେତିକି ପିଲା ଦେଇଥିବ ତାଙ୍କ ଭିତରେ ଯିଏ 1,2,3 ହେଇଥିବ ତାକୁ ପୁରସ୍କୁତ କରାଯିବ.. 👍 ADMIT CARD & ନିଜର ଫଟୋ ଉଠାଇ share କରିବ DP ରେ all students PIC files Prepare ହେବ,,,, https://t.me/carrerstudyclasses 👆👆👆👆👆🔗🔗🔜🔜🔜 Join all should ...

🦠🦠🦠 କଂପ୍ୟୁଟର ଭାଇରସ୍ ପାଇଁ ୪ ମାର୍କ ତ୍ରୁଟି ହେଲା। ମାଟ୍ରିକ୍ ପରୀକ୍ଷା ବିଜ୍ଞାନ ପ୍ରଶ୍ନରେ ୪ ମାର୍କ ତ୍ରୁଟି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବୋର୍ଡ ସଭାପତି।

🎉🎉🎉🔜🔜🥳🥳🥳 💫💫💫💫 ପ୍ରକୃତରେ ତୁମର ଖୁସି ର ଦିନ ସରିଗଲା , ଏବେ ପ୍ରତି ପାଦରେ ବିପଦ , ଦେଖି ଚାହିଁ ପାଦ ରଖିବ🗽🗽🗽🗽🗽🗽

✅ ମେ’ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ -ମାର୍ଚ୍ଚ ୧୯ରୁ ଖାତାଦେଖା ଆରମ୍ଭ ହେବ -ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ

🟪 ଅଙ୍ଗନବାଡି କର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା -ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ମିଳିବ ପ୍ରୋତ୍ସାହନ -ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ ଶହ ଓ ସହାୟକଙ୍କୁ ୫ ଶହ ଟଙ୍କା ମିଳିବ -ସୁଭଦ୍ରା ଟଙ୍କା ରିଲିଜ୍‌ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ସୂଚନା

photo content

ଷଷ୍ଠ ରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ସୂଚନା
ଷଷ୍ଠ ରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ସୂଚନା

🟠୧୯ରୁ ମାଟ୍ରିକ ଖାତାଦେଖା, ମେ’ରେ ରେଜଲ୍ଟ🟠 ଚଳିତମାସ ୧୯ ତାରିଖରେ ମାଟ୍ରିକ ଖାତାଦେଖା ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ମେ’ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଉଲ୍ଲେଖ ଥାଉ କି ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫,୨୨,୩୩୬ ଜଣ ଫର୍ମପୂରଣ କରିଥିବା ବେଳେ ତିନିଟିଯାକ ପରୀକ୍ଷା ପାଇଁ ୩୧୩୩ ଟି ପରୀକ୍ଷାକେନ୍ଦ୍ର ଚୟନ କରାଯାଇଥିଲା। ସେହିପରି ପ୍ରଶ୍ନପତ୍ର ରଖିବା ପାଇଁ ୨୧ଟି ଥାନା, ଗୋଟିଏ ବିଟ୍ ହାଉସକୁ ମିଶାଇ ମୋଟ ୩୧୪ଟି ନୋଡାଲ୍‌ ସେଣ୍ଟର କରାଯାଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବା ପାଇଁ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରାଯାଇଥିଲା। ପ୍ରଶ୍ନପତ୍ରର ସବୁ ପୃଷ୍ଠାରେ, ଏପରିକି ପ୍ରତି ପ୍ରଶ୍ନରେ ଏହି କ୍ୟୁଆର୍ ‌କୋଡ୍ ରହିଛି। ଯଦି କୌଣସି ବ୍ୟକ୍ତି ମୋବାଇଲ୍‌ ବା ଅନ୍ୟ କୌଣସି ଉପକରଣ ସହାୟତାରେ ପ୍ରଶ୍ନପତ୍ରର ଫଟୋ ଉତ୍ତୋଳନ କରି ଭାଇରାଲ୍‌ କରିବାକୁ ଉଦ୍ୟମ କରନ୍ତି, ତେବେ ଏହା କେଉଁ ସେଣ୍ଟରରୁ ଆଉ କେଉଁ ପରୀକ୍ଷା ପ୍ରକୋଷ୍ଠରୁ ଭାଇରାଲ୍ କରାଯାଇଛି, ତାହା ସହଜରେ ଜାଣିବାର ବ୍ୟବସ୍ଥା କରାଯାଇଥିଲା। ପ୍ରଶ୍ନପତ୍ରଟି ଏଭଳି ପ୍ରସ୍ତୁତି ହୋଇଥିଲା ଯେ, କ୍ୟୁଆର୍‌ କୋଡକୁ ଲିଭାଇବାକୁ ଚେଷ୍ଟା କଲେ, ପ୍ରଶ୍ନ ଲିଭିଯିବ। ଏହା ବ୍ୟତୀତ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍‌ ସେଣ୍ଟରରେ ସିସି କ୍ୟାମେରା ଖଞ୍ଜାଯାଇଥିଲା। ୩୧୪ ନୋଡାଲ ସେଣ୍ଟର ସମେତ ୬ଶହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍‌ ଭିଡିଓ ବ୍ୟବସ୍ଥା କରାଯାଇଥିଲା।

photo content

photo content
+8

photo content
+1