ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
669
المشتركون
-224 ساعات
-57 أيام
-3930 أيام
أرشيف المشاركات
ଓଡ଼ିଶାରେ ଖାଲି ୨ ଲକ୍ଷ ପଦବୀ
ଓଡ଼ିଶାରେ ଖାଲି ୨ ଲକ୍ଷ ପଦବୀ

ଓଡ଼ିଶାର ମୁଣ୍ଡ ପିଛା ଋଣ ୨୦,୭୩୬ ଟଙ୍କା
+1
ଓଡ଼ିଶାର ମୁଣ୍ଡ ପିଛା ଋଣ ୨୦,୭୩୬ ଟଙ୍କା

ଆଦିବାସୀ ପ୍ରତିଭା ସମ୍ମାନ ୨୦୨୫
ଆଦିବାସୀ ପ୍ରତିଭା ସମ୍ମାନ ୨୦୨୫

ସୁଭଦ୍ରା ଯୋଜନା ଖବର
ସୁଭଦ୍ରା ଯୋଜନା ଖବର

🔴ଆଧାର କାର୍ଡ ଅପଡେଟ୍ ସମୟସୀମାରେ ବୃଦ୍ଧି🔴 ୟୁଆଇଡିଏଆଇ ଆଧାର କାର୍ଡ ଅପଡେଟ୍ ପାଇଁ ଧାର୍ଯ୍ୟ ସମୟସୀମାକୁ ଆସନ୍ତା ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାପୂର୍ବରୁ ଏହାର ସମୟସୀମା ଜୁନ୍ ୧୪ ରହିଥିଲା। ଯଦି ଆପଣଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା, ତେବେ ଆପଣ ଏହାକୁ ଅନ୍‌ଲାଇନରେ ମାଗଣାରେ ଅପଡେଟ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ‘ମାଇଁ ଆଧାର’ ପୋର୍ଟାଲକୁ ଯିବାକୁ ପଡିବ। ଆଧାର ଅପଡେଟ୍‌ର ସୁବିଧା କେବଳ ଅନଲାଇନରେ ଉପଲବ୍ଧ। ଆଧାର କେନ୍ଦ୍ର ଯାଇ ଏହାକୁ ଅପଡେଟ୍‌ କଲେ ସର୍ଭିସ୍ ଚାର୍ଜ ଲାଗିବ।

🟪 ରେଭେନ୍ସା ନାମ ପରିବର୍ତ୍ତନ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପ୍ରସଙ୍ଗ 👉 ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ 👉 ‘ମାନ୍ୟବର ମନ୍ତ୍ରୀ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ’ 👉 ତର୍ଜମା ହେବାର ଆବଶ୍ୟକତା ପ୍ରଶ୍ନରେ କହିଲେ ଏହା ମନ୍ତ୍ରୀ କହିଛନ୍ତି 👉 ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ଆପଣଙ୍କ ମତ କ’ଣ ପ୍ରଶ୍ନରେ ରଖିଲେ ପ୍ରତିକ୍ରିୟା 👉 ମୋର ବ୍ୟକ୍ତିଗତ ମତ କୌଣସି ଗୁରୁତ୍ବ ରଖେନି- ସୂର୍ଯ୍ୟବଂଶୀ

ହେଇ ନିଅ ସମ୍ଭାଳ - ଶିକ୍ଷା ର ବିକଳ ଚିତ୍ର
ହେଇ ନିଅ ସମ୍ଭାଳ - ଶିକ୍ଷା ର ବିକଳ ଚିତ୍ର

ନୂଆ ନିୟମ ଲାଗୁ
ନୂଆ ନିୟମ ଲାଗୁ

+2 SECOND PHASE ADMISSION 2024
+2 SECOND PHASE ADMISSION 2024

ଖୁବ୍ ସୁନ୍ଦର ପଦକ୍ଷେପ
ଖୁବ୍ ସୁନ୍ଦର ପଦକ୍ଷେପ

ପାଣିପାଗ ଭଳି ଠିକ୍ ସୁଭଦ୍ରା
+1
ପାଣିପାଗ ଭଳି ଠିକ୍ ସୁଭଦ୍ରା

ଚାକିରି ସୁଯୋଗ ନାହିଁ ✅ ଦକ୍ଷତା(SKILL) ନାହିଁ ✅ ପାଠ ପଢା ବି ଭଲ ନାହିଁ ✅ (ଆହୁରି ଅନେକ କାରଣ ଅଛି)
ଚାକିରି ସୁଯୋଗ ନାହିଁ ✅ ଦକ୍ଷତା(SKILL) ନାହିଁ ✅ ପାଠ ପଢା ବି ଭଲ ନାହିଁ ✅ (ଆହୁରି ଅନେକ କାରଣ ଅଛି)

ଆପଣଙ୍କ ଭଲ ପାଇଁ କହୁଛି !!! ସୁଭଦ୍ରା ଯୋଜନା ବିଷୟରେ କାହାକୁ ବୁଝାନ୍ତୁ ନାହିଁ। କାରଣ ସରକାରଙ୍କ ନିଜର ଗାଇଡଲାଇନ୍ ଠିକ୍ ନାହିଁ। ଆଜି ଯାହା ନା କାଲି ତା ହଁ। ସବୁଦିନ ବଦଳୁଛି ନିୟମ। ସରକାରଙ୍କର ନିଜ ଉପରେ ଭରସା ନାହିଁ। ତେଣୁ ଆପଣ କାହାକୁ ହଁ କହି ଥିବେ, କାଲି ସେଇଟା ନା ଥିବ। ଫାଲତୁ ରେ ସେ ଲୋକ ପାଖରୁ ଆପଣ ଗାଳି ଶୁଣିବେ

🔥🔥🔥🔥🔥🔥🔥🔥🔥🔥🔥
🔥🔥🔥🔥🔥🔥🔥🔥🔥🔥🔥

🟪 ସୁଭଦ୍ରା ଯୋଜନାକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କଲେ ସରକାର 👉 ଅଙ୍ଗନବାଡ଼ି କର୍ମୀ, ସହାୟିକା ବି ଆବେଦନ କରିପାରିବେ ସୁଭଦ୍ରା 👉 ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ ଆବେଦନ କରିପାରିବେ 👉 ଏମ୍‌ବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ନିଯୁକ୍ତ ମହିଳା ଆବେଦନ କରିପାରିବେ 👉 ଅନ୍ୟ ସମସ୍ତ ମାନଦଣ୍ଡରେ ଯୋଗ୍ୟ ହେଉଥିଲେ ଆବେଦନ କରିପାରିବେ

🟪 ବଢୁଛି ବେକାର ଇଂଜିନିୟର ସଂଖ୍ୟା 👉 ଆଇଟିଆଇ ଓ ଡିପ୍ଲୋମା ଇଂଜିନିୟରିଂ ପାଠ ପଢ଼ି ମିଳୁନି ଚାକିରି 👉 ଆଇଟିଆଇ ଓ ଡିପ୍ଲୋମା ପଢ଼ି ଚାକିରି ଅପେକ୍ଷାରେ ୭୯,୫୫୮ ଆଶାୟୀ 👉 ୩୪,୦୧୮ ଜଣ ଆଇଟିଆଇ ଓ ୪୩,୪୬୩ ଡିପ୍ଲୋମା ପଢ଼ି ଚାକିରି ଅପେକ୍ଷାରେ 👉 ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉତ୍ତର

🔴ରାତିରେ ସୂର୍ଯ୍ୟକିରଣ ବିକିବ କାଲିଫର୍ଣ୍ଣିଆର ‘ରିଫ୍ଲେକ୍ଟ ଅର୍ବିଟାଲ’🔴 କାଲିଫର୍ଣ୍ଣିଆର ଏକ ଷ୍ଟାର୍ଟଅପ୍‌ ‘ରିଫ୍ଲେକ୍ଟ ଅର୍ବିଟାଲ’ ବଡ଼ ଘୋଷଣା କରିଛି। ଏହି କମ୍ପାନୀ ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟକିରଣ ବିକିବ ବୋଲି କହିଛି। ଏହି କମ୍ପାନୀ ରାତିରେ ମହାକାଶରୁ ପୃଥିବୀକୁ ସୂର୍ଯ୍ୟକିରଣ ପ୍ରତିଫଳନ କରାଇବ। ଏ ପର୍ଯ୍ୟନ୍ତ କମ୍ପାନୀକୁ ୩୦ ହଜାର ଆବେଦନ ପ୍ରାପ୍ତ ହେଲାଣି। ଏପ୍ରିଲରେ ଲଣ୍ଡନରେ ଅନୁଷ୍ଠିତ ‘ଶକ୍ତି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ’ରେ କମ୍ପାନୀର ସିଇଓ ବେନ ନୋୱାକ ଏ ବିଷୟରେ ସୂଚନା ଦେଇ କହିଥିଲେ ଯେ ଶକ୍ତି ସମସ୍ୟାର ସମାଧାନ ଲାଗି ତାଙ୍କ କମ୍ପାନୀ ଏ ଦିଗରେ କାର୍ଯ୍ୟାରମ୍ଭ କରିଛି। ଏଥିପାଇଁ କମ୍ପାନୀ ୫୭ଟି ଛୋଟ ଉପଗ୍ରହ ଉତ୍‌କ୍ଷେପଣ କରିବ। ପ୍ରତ୍ୟେକରେ ୩୩ ସ୍କୋୟାର ଫୁଟର ଅଲ୍‌ଟ୍ରା ରିଫ୍ଲେକ୍ଟିଭ ମିଲର ମିରର (ଦର୍ପଣ) ଲାଗିବ। ଏହି ଦର୍ପଣ ପୃଥିବୀରେ ଥିବା ସୋଲାର ଫାର୍ମକୁ ସୂର୍ଯ୍ୟକିରଣ ପ୍ରତିଫଳନ କରାଇବ। ଜରୁରୀ ସମୟରେ ସେ ଏହା ମାଧ୍ୟମରେ ଅଧିକ ୩୦ ମିନିଟ ପାଇଁ ଶକ୍ତି ଯୋଗାଣ କରିପାରିବେ। କମ୍ପାନୀ ଏଥିପାଇଁ ୮ ଜଣିଆ ଟିମ୍‌ ଗଠନ କରିଛି। ଏମାନେ ହଟ୍‌ ଏୟାର ବେଲୁନରେ ୮/୮ ଫୁଟର ମିଲାର ମିରର ଲଗାଇ ୨୪୨ ମିଟର ଦୂରରୁ ଧାର୍ଯ୍ୟ ସ୍ଥାନରେ ସୂର୍ଯ୍ୟକିରଣ ପ୍ରତିଫଳନ କରାଇବାରେ ସଫଳ ହୋଇଛି। ୨୦୨୫ରେ କମ୍ପାନୀ ପୃଥିବୀ କକ୍ଷକୁ ଏହି ଦର୍ପଣ ପଠାଇବ

🔴ନୂଆ-ଓ’ ଯୋଜନାକୁ ବନ୍ଦ କଲେ ରାଜ୍ୟ ସରକାର, ବଜେଟରେ ପ୍ରାବଧାନ ନାହିଁ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ🔴 ବନ୍ଦ ହେଲା ନୂଆ ‘ଓ’ ଛାତ୍ରବୃତ୍ତି। ବଜେଟରେ ପ୍ରାବଧାନ ନାହିଁ। ଏ ନେଇ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। କିନ୍ତୁ ଅଭାବରେ ପଡି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା “Financial Assistance to UG & PG Students” ନାମକ ଏକ ଯୋଜନା ପ୍ରଣୟନ କରାଯିବ। ଯାହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି। ଚଳିତ ବର୍ଷଠାରୁ ‘ନୂଆ-ଓ’ ଛାତ୍ରବୃତ୍ତି ଯୋଜନାର ବଜେଟ ସଂକ୍ରାନ୍ତୀୟ ପ୍ରାବଧାନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

🎉 ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର 🎉 ଆରମ୍ଭ ହେବ ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ 🎉 ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ 🎉 ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ନିଯୁକ୍ତ ହେବେ ୨୮,୪୩୯ ଶିକ୍ଷକ
ନିଯୁକ୍ତ ହେବେ ୨୮,୪୩୯ ଶିକ୍ଷକ