CAREER STUDY CLASSES 📘📚📝
الذهاب إلى القناة على Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
إظهار المزيد671
المشتركون
لا توجد بيانات24 ساعات
-47 أيام
-3830 أيام
أرشيف المشاركات
ନାବାଳକ/ନାବାଳିକାମାନେ ମୋଟର ଯାନ ଚଲାଇ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ। ଅଭିଭାବକମାନେ ମଧ୍ୟ ଏ ଦିଗରେ ବିଶେଷ ଧ୍ୟାନ ଦିଅନ୍ତୁ। ନ ହେଲେ ସାରା ଜୀବନ ଅନୁତାପ କରିବାକୁ ପଡ଼ିପାରେ। ଏବଂ ମନେରଖନ୍ତୁ, ମୋଟର ଯାନ ଆଇନ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ମଧ୍ୟ।
୮୦ବର୍ଷ ରୁ ଉର୍ଦ୍ଧ୍ୱ ତଥା ୮୦%କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ହିତାଧିକାରୀମାନେ ଏହି ଜାନୁୟାରୀ ୨୦୨୫ ମାସ ଠାରୁ ନୂତନ ବର୍ଦ୍ଧିତ ଭତ୍ତା ରାଶି, ଟ.୩୫୦୦/-, ଟଙ୍କା ପାଇବେ।
ଯଦି କେହି ଏହି ବର୍ଗରେ ଅଛନ୍ତି ଆଉ ଏହି ବର୍ଦ୍ଧିତ ଭତ୍ତା ପାଉନାହାନ୍ତି ତାହେଲେ ନିଜ ଦସ୍ତାବିଜ୍ ଗ୍ରା.ପ.ରେ ଜମା ଦେବା ପାଇଁ ଅନୁରୋଧ।
🌸🌸🌸🌸
ଦଶମ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ବଡ଼ ପଦକ୍ଷେପ ନେଲା ବୋର୍ଡ। ନମ୍ବରିଂ ହେବ ପଶ୍ନପତ୍ର। ନମ୍ବରିଂ କରାଯିବା ସହ ପ୍ରଶ୍ନପତ୍ରରେ ଲାଗିବ ୱାଟର ମାର୍କ। ବାର୍ କୋର୍ଡ ସହ ସିକ୍ୟୁରିଟି କୋର୍ଡ ମଧ୍ୟ ରହିବ। ପ୍ରଶ୍ନପତ୍ର ଭାଇରାଲ୍ ହେଲେ, କେଉଁଠୁ ହୋଇଛି ଜଣାପଡ଼ିବ। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା।
⚪⚪⚪⚪
ମକର ସଂକ୍ରାନ୍ତି ଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ । ଏହି ଭୋଗକୁ ମକରଚାଉଳ କୁହାଯାଏ ।
ଆଧାର ସେବା କେନ୍ଦ୍ର ନିଯୁକ୍ତି
✔️12th / +3 Passed
✔️ Jobs - Aadhar Operater / Supervisor
Apply Link :- https://www.newslensodisha.com/2025/01/odisha-aadhar-office-jobs-vacancy-2025.html
