CAREER STUDY CLASSES 📘📚📝
الذهاب إلى القناة على Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
إظهار المزيد669
المشتركون
-224 ساعات
-57 أيام
-3930 أيام
أرشيف المشاركات
❌ୟୁନିଫର୍ମ ବିନା ଅଧା ଶିକ୍ଷାବର୍ଷ ଶେଷ❌
ଅଗଷ୍ଟ ୧୫ ସରିଗଲା। ଗଣେଶ ପୂଜା ବି ଶେଷ ହେଲା। ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିଲାନି ମାଗଣା ପୋଷାକ। ଜୋତା, ମୋଜା କଥା ନ କହିବା ଭଲ। ଶିକ୍ଷାବର୍ଷ ଅଧା ସରିଥିଲେ ମଧ୍ୟ ଜୋତା, ମୋଜା, ପୋଷାକ ପିଲାଙ୍କୁ ଦିଆଯାଇ ନାହିଁ। ପ୍ରତିବର୍ଷ ଅଗଷ୍ଟ ୧୫ ସୁଦ୍ଧା ଏହି ସବୁ ସାମଗ୍ରୀ ମିଳୁଥିବା ବେଳେ ଏଥର କ’ଣ ପାଇଁ ବିଳମ୍ବ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାସ ପରେ ମାସ ଗଡ଼ୁଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସଚିବ ନିରବ। ସମୀକ୍ଷା ବି ହେଉନାହିଁ। କେବେ ସୁଦ୍ଧା ପୋଷାକ ମିଳିବ ସେ ଉତ୍ତର କାହା ପାଖରେ ନାହିଁ। ଚିନ୍ତାର ବିଷୟ ହେଉଛି ୨୦୨୩-୨୪ ଆର୍ଥିକ ବର୍ଷରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହୋଇଥିବା ଡ୍ରେସ୍ର ଅର୍ଥ ଏପର୍ଯ୍ୟନ୍ତ କେତେକ ବିଦ୍ୟାଳୟ ପାଇ ନାହାନ୍ତି। ବିଦ୍ୟାଳୟ ପରିଚାଳନା କମିଟି(ଏସ୍ଏମ୍ସି) ଓ ସ୍କୁଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ଗୋଟିଏ ବର୍ଷ ବିତିଯାଇଥିଲେ ହେଁ କାହିଁକି ମିଳୁନି ସେନେଇ ପ୍ରଶ୍ନ କଲେ ସମସ୍ତଙ୍କର ସେହି ଗୋଟିଏ ଉତ୍ତର ସରକାର ବଦଳିଥିବାରୁ କାମ ଟିକିଏ ବିଳମ୍ବ ହୋଇଛି। ଖୁବ୍ଶୀଘ୍ର ମିଳିଯିବ। ୫ ମାସ ପାଠପଢ଼ା ସରିଛି। କିଛି ଛାତ୍ରଛାତ୍ରୀ ବିନା ୟୁନିଫର୍ମରେ ସ୍କୁଲ ଆସୁଛନ୍ତି।
🟪 ସମୁଦ୍ରର ଲୁଣି ପାଣିକୁ ପିଇବା ପାଣିରେ ପରିବର୍ତ୍ତନ କରାଯିବ
👉 ଏଥିପାଇଁ ଖୁବଶୀଘ୍ର ଏକ କମ୍ପାନୀ ଓଡ଼ିଶାକୁ ଆସିବ
👉 ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବା ପରେ ନିଆଯିବ ନିଷ୍ପତ୍ତି
👉 ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ସୂଚନା
🟪 ସୁଭଦ୍ରା ଫର୍ମ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ କାର୍ଯ୍ୟାନୁଷ୍ଠାନ
👉 ଆବେଦନ ଫର୍ମ ବିତରଣ ଓ ଅନଲାଇନ୍ ପଞ୍ଜୀକରଣ ପାଇଁ ଦେୟ ମନା
👉 ଟଙ୍କା ଦାବି ନେଇ ଆସିଥିବା ଅଭିଯୋଗ ସତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ
👉 ପ୍ରତି ଫର୍ମ ଅପଲୋଡ୍ ପାଇଁ ରାଜ୍ୟ ସରକାର ୧୫ ଟଙ୍କା ଦେଉଛନ୍ତି
👉 ଅର୍ଥ ଦାବି କଲେ କାରଣ ଦର୍ଶାଇ ଥାନାରେ ଅଭିଯୋଗ ପାଇଁ ପରାମର୍ଶ
ଏମାନଙ୍କ ବୟସରେ ପ୍ରେମ ଟା ବିଷ ପାଲଟି ଗଲାଣି। ଯିଏ ହାତ ଦେଲା......ସିଏ ସ୍ଵର୍ଗ ବାସୀ।
ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଆଉ ଶୁଭକାମନା। ବନ୍ଦେ ଉତ୍କଳ ଜନନୀ
💐💐💐💐🎆🎆🎆💐💐💐
Secretary office by
®@j
@rajendra143_2k
All note kipari hoichi ta
Kuhantu.
Kou note darkar achhi personal DM me 🗞️📰
@rajendra143_2k
