ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
668
المشتركون
لا توجد بيانات24 ساعات
-47 أيام
-3830 أيام
أرشيف المشاركات
🟪 ଯୁକ୍ତ ୩ ନାମଲେଖା ଗାଇଡଲାଇନ୍‌ରେ ପରିବର୍ତ୍ତନ ⏰ ପ୍ରେସମିଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ⏰ ୧ମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ୨ୟ ପର୍ଯ୍ୟାୟ ପାଇଁ ସୁଯୋଗ ମିଳିବ ⏰ ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ ⏰ ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ବିଭାଗ ନିଷ୍ପତ୍ତି ନେଇଥିବା କହିଲେ ମନ୍ତ୍ରୀ ⏰ 'ଏନେଇ ୱେବସାଇଟ୍ ଆଉଥରେ ଖୋଲାଯାଇଛି' ⏰ ଆସନ୍ତାବର୍ଷଠୁ ଏହାକୁ କଡ଼ାକଡ଼ି ପାଳନ କରାଯିବ- ମନ୍ତ୍ରୀ

🖥️ MS-WORD SHORTCUTS KEY 🖥️ #Shortcut_keys 📌 Ctrl + N  - New Document 📌 Ctrl + O - Open saved Document 📌 Ctrl + S - Save document 📌 Ctrl + P - Print Dialog box 📌 Ctrl + F2 - Print Preview 📌 Ctrl + 1 - Single line space 📌 Ctrl + 2 - Double line space 📌 Ctrl + 5 - 1.5 line space 📌 Ctrl + B - Bold selected text 📌 Ctrl + I - Italic selected text 📌 Ctrl + U - Underline selected text 📌 Ctrl + C - Copy to selected text 👑👑👑👑👑 📌📌Click+join -- https://t.me/carrerstudyclasses 📌 Ctrl + X - Cut selected text 📌 Ctrl + V - Paste 📌 Ctrl + Z - Undo 📌 Ctrl + Y - Redo 📌 Ctrl + ] - Font size increase (point by point) 📌 Ctrl + [ - Font size decrease (point by point) 📌 Ctrl + H -  Replace

ଆନ୍ଧ୍ର ବିଏଡ ରେ ନାମ ଲେଖାଉ ଥିଲେ ସାବଧାନ❌
ଆନ୍ଧ୍ର ବିଏଡ ରେ ନାମ ଲେଖାଉ ଥିଲେ ସାବଧାନ❌

ସେଇ ବହି......ନୂଆ ମଲାଟ 😁
ସେଇ ବହି......ନୂଆ ମଲାଟ 😁

୨୬ ଜଣ ଛାତ୍ର ରେ ଜଣେ ଶିକ୍ଷକ 😲
୨୬ ଜଣ ଛାତ୍ର ରେ ଜଣେ ଶିକ୍ଷକ 😲

BED & MED ADMISSION 2024
BED & MED ADMISSION 2024

GOOD QUESTION 😁😁
GOOD QUESTION 😁😁

KENDRAPARA AUTONOMOUS COLLEGE UPDATE
KENDRAPARA AUTONOMOUS COLLEGE UPDATE

HSE SUPPLEMENTARY RESULTS 2024
HSE SUPPLEMENTARY RESULTS 2024

+2 SECOND PHASE ADMISSION 2024
+2 SECOND PHASE ADMISSION 2024

India's journey into space has been marked by incredible strides and achievements. 🎉🛰️📡
India's journey into space has been marked by incredible strides and achievements. 🎉🛰️📡

📌📌📌 ଆସନ୍ତା ବର୍ଷ ଫେବୃଆରୀ ୧୫ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ରୁ ୧୨ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ତାଙ୍କ ସୁବିଧା ଦେଖି ଏହି ସମୟ ମଧ୍ୟରେ ପରୀକ୍ଷା କରିବେ। ସେହିଭଳି ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୨୦୨୫ ଯୁକ୍ତ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ। @rajendra143_2k Secretary office by CARRER STUDY CLASSES 📘📚📚📚📚📘 https://t.me/carrerstudyclasses

Take a look at my Canva design!

କେବଳ କଲେଜ୍ ଖୋଲି ଦେଲେ କଣ ଶିକ୍ଷାଗତ ମାନର ବୃଦ୍ଧି ଘଟେ ?
କେବଳ କଲେଜ୍ ଖୋଲି ଦେଲେ କଣ ଶିକ୍ଷାଗତ ମାନର ବୃଦ୍ଧି ଘଟେ ?

+2 ADMISSION UPDATE
+1
+2 ADMISSION UPDATE

+2 EXAM PATTERN
+1
+2 EXAM PATTERN

⚪ ୨୦୨୫ ବାର୍ଷିକ +୨ ପରୀକ୍ଷା ପାଇଁ ବଦଳିଲା କୋଶ୍ଚିନ ପ୍ୟାଟର୍ଣ୍ଣ 📌 କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା କୋଶ୍ଚିନ ପ୍ୟାଟର୍ଣ୍ଣ ବଦଳିଲା 📌 ୨୦୨୩ରେ ରେଜିଷ୍ଟ୍ରୀ ଓ ୨୦୨୫ରେ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପ୍ରତି ଲାଗୁ 📌 ପିଲାଙ୍କୁ ୮୦+୨୦ ଅନୁପାତରେ ଥିଓରୀ-ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ 📌ନନ୍‌ପ୍ରାକ୍ଟିକାଲ ବିଷୟରେ ୮୦ ଥିଓରୀ, ୨୦ ଇଣ୍ଟରନାଲ୍‌ ପରୀକ୍ଷା ରହିବ 📌 ନନ୍‌ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଫୁଲ୍‌ମାର୍କ ୮୦, ପାସ୍‌ ମାର୍କ ୨୪

🔴ଏ ବର୍ଷ ନୁହେଁ, ଆସନ୍ତାବର୍ଷଠୁ ହେବ ଛାତ୍ର ସଂସଦ ନିର୍ବାଚନ : ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ🔴 ଛାତ୍ରସଂସଦ ନିର୍ବାଚନ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦରେ ରହିଥିବା ବେଳେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଚଳିତ ବର୍ଷ ନିର୍ବାଚନ ହେବ ନାହିଁ ବୋଲି କହିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଆସନ୍ତା ବର୍ଷଠୁ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ। ସେପ୍ଟେମ୍ବର ମାସ ରେ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ହେଲେ ନୂଆ ସରକାର ଗଠନ ହେବା ପର ଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ପାରିନି। ଛାତ୍ର ସଂସଦ ନିର୍ବାଚନ ପାଇଁ ଏ ନେଇ କଲେଜ ଗୁଡିକୁ ପ୍ରସ୍ତୁତ କରାଯିବ ଆସନ୍ତା ବର୍ଷ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ। ସେ ନେଇ ନିଷ୍ପତି ହୋଇ ସାରିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।