CAREER STUDY CLASSES 📘📚📝
الذهاب إلى القناة على Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
إظهار المزيد672
المشتركون
لا توجد بيانات24 ساعات
-47 أيام
-4030 أيام
أرشيف المشاركات
🟪 କେମିତି କରିବେ ONLINE TICKET?
ଅନ୍ଲାଇନ୍ରେ ଟିକେଟ ବିକ୍ରି ଅପରାହ୍ଣ ୪ଟାରେ ଆରମ୍ଭ ହେଉଥିବା ବେଳେ ଟିକେଟ କିଣିବା ପାଇଁ District Appକୁ ଡାଉନ ଲୋଡ୍ କରିବାକୁ ପଡ଼ିବ। ଏଥି ପାଇଁ ଲିଙ୍କ୍ ହେଉଛି https://play.goole.comtore/apps/details?id=com.application.zomato.district ଓ ଏହାର ୱେବସାଇଟ୍ ହେଉଛି district.in। ୱେବସାଇଟ District App ଓ district.in ରେ କ୍ଲିକ୍ କଲେ ମ୍ୟାଚ୍ ବ୍ୟାନର୍ ଦେଖାଯିବ। ଏହି ବ୍ୟାନରରେ କ୍ଲିକ୍ କଲେ, ବ୍ୟବହାରକାରୀ ଇଭେଣ୍ଟ୍ ପେଜରେ ପହଞ୍ଚି ସେଠାରେ ‘Book Tickets’ ବଟନ୍ ପାଇବେ। ଏଠାରେ କ୍ଲିକ୍ ପରେ ବ୍ୟବହାରକାରୀ ଏକ ଧାଡ଼ିରେ ପ୍ରବେଶ କରିବେ ଓ ତାଙ୍କୁ ଟିକେଟ କିଣିବା ସୁଯୋଗ ମିଳିବ। ଧାଡ଼ି ପୃଷ୍ଠା (queue page) ବାରବାଟୀ ଷ୍ଟାଡିୟମର ନକ୍ସା ପ୍ରଦର୍ଶିତ କରିବ ଓ ଏହା ଟିକେଟ ବୁକିଂର ବାସ୍ତବ ସ୍ଥିତି ଦେଖାଇବ, ଯାହା ଦ୍ବାରା ପ୍ରତୀକ୍ଷା କରିଥିବା ବ୍ୟବହାରକାରୀ ଟିକେଟ୍ କିଣିବା ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରିବେ। ଏହା ପରେ ବ୍ୟବହାରକାରି ‘Buy Now’ ବିଭାଗରେ ପ୍ରବେଶ କରିବେ ଯେଉଁଠି ସେମାନେ ଉପଲବ୍ଧ ସମସ୍ତ ଷ୍ଟାଣ୍ଡ୍ର ଟିକଟ ବିଷୟରେ ଜାଣିପାରିବେ। ସମସ୍ତ ଷ୍ଟାଣ୍ଡ ଜାଣିବା ପରେ ବ୍ୟବହାରକାରୀ ନିଜ ପସନ୍ଦ ମୁତାବକ ଟିକେଟ ଚୟନ କରିବେ। ପରେ Choose Tickets ବଟନରେ କ୍ଲିକ୍ କରି ଟିକଟ ସଂଖ୍ୟା ଦେବେ ଓ ପରେ Contiue ଉପରେ କ୍ଲିକ୍ କରିବେ। ପରେ ଦୁଇଟି ପିକ୍ଅପ୍ ଲୋକେସନ ମଧ୍ୟରୁ ଗୋଟିଏ ଚୟନ କରିବେ। ଜଣେ ଗ୍ରାହକ (ବ୍ୟବହାରକାରୀ) ସର୍ବାଧିକ ଦୁଇଟି ଟିକଟ କିଣିପାରିବେ। ପରେ ବ୍ୟବହାରକାରୀ ନିଜ ଟିକେଟ ବୁକିଂ ସମୀକ୍ଷା କରିବା ସହିତ ଦେୟ ପୈଠ ବିଭାଗକୁ ଅଗ୍ରସର ହେବେ ନିଜ ଟିକଟ କ୍ରିୟ ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବେ। ଏହି କାର୍ଟ ବା ବ୍ୟବସ୍ଥା ମାତ୍ର ୧୦ମିନିଟ୍ ପାଇଁ ସକ୍ରୀୟ ରହିବ। ବ୍ୟବହାରକାରୀ ଏହି ସମୟସୀମା ମଧ୍ୟରେ ଟିକେଟ୍ କିଣା ଅର୍ଥ ପୈଠ କରିବେ। ୟୁପିଆଇ, ନେଟ୍ ବ୍ୟାଙ୍କିଙ୍ଗ୍, କାର୍ଡ ମାଧ୍ୟମରେ ପୈଠ ଦାଖଲ କରିପାରିବେ। ଏଥି ପାଇଁ କେବଳ ଆନ୍ତର୍ଜାତିକ କାର୍ଡ ହିଁ କାର୍ଯ୍ୟକାରୀ ହୋଇପାରିବ। ଦେୟ ପୈଠ ପରେ ବ୍ୟବହାରକାରୀଙ୍କ ଇମେଲକୁ ବୁକିଂ ସଂକ୍ରାନ୍ତରେ ଏକ ମେସେଜ୍ ଆସିବ ଓ ଏଥିରେ QR code ରହିଥିବ। ଏହା ପରବର୍ତ୍ତୀ ସମୟରେ ଆବଶ୍ୟକ ହେବ।
🌸ବାରବାଟୀ ଦିନିକିଆ ଆଉ ୭ଦିନ: ଆଜି ଅନ୍ଲାଇନ୍ ଟିକେଟ୍ ବିକ୍ରି🌸
ଆସନ୍ତା ୯ ତାରିଖ ରବିବାର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଦ୍ବିତୀୟ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ରବିବାର ଅନ୍ଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଅପରାହ୍ଣ ୪ଟାରୁ ଟିକେଟ୍ ବିକ୍ରି ଆରମ୍ଭ କରାଯିବାକୁ ଓସିଏ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ଲାଇନ୍ରେ ୪ ହଜାର ସଂଖ୍ୟକ ଟିକେଟ ବିକ୍ରି କରାଯିବ। ଅନ୍ଲାଇନ୍ରେ ଗ୍ୟାଲେରି ନଂ-୨ (୯୦୦ ଟଙ୍କା), ଗ୍ୟାଲେରି ନଂ-୪ (୯୦୦ ଟଙ୍କା), ଗ୍ୟାଲେରି ନଂ-୭ (୭୦୦ ଟଙ୍କା), ସ୍ପେସାଲ ଏନ୍କ୍ଲୋଜର (୬ ହଜାର ଟଙ୍କା), ଏସି ଗ୍ୟାଲେରି ବକ୍ସ(୮ହଜାର ଟଙ୍କା), ନ୍ୟୁ ପାଭିଲିୟନ (୧୦ହଜାର ଟଙ୍କା) ଏହି ବର୍ଗର ଟିକେଟ ଉପଲବ୍ଧ ହେବ।
CARRER STUDY CLASSES TEAM 🗽🗽🗽✍️✍️✍️ always helpful to you
Share ur friend & sopprt it.
👇👇👇👇
https://t.me/carrerstudyclasses
⭐⭐⭐
Shahid Madho Singh Haath Kharcha Scheme has been extended from 28th Feb 2025. HMs/ Principals of Govt. and Govt. Aided High Schools and Higher Secondary Schools are requested to submit the applications.
Advance Intimation for Allotment of Examination City to the Applicants of National Institute of Fashion Technology Entrance Examination (NIFTEE) - 2025- Reg.
