ar
Feedback
ROYAL EDUCATION

ROYAL EDUCATION

الذهاب إلى القناة على Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

إظهار المزيد
1 895
المشتركون
لا توجد بيانات24 ساعات
-177 أيام
-9230 أيام
أرشيف المشاركات
photo content

photo content

All ssvm students tama question miliba tk kasta so tame mane padhile bhala huonta

photo content
+8

photo content
+5

CLASS 10TH WHITE QUESTIONS PAPER 2024 25
+9
CLASS 10TH WHITE QUESTIONS PAPER 2024 25

Samaste question question haucha j mu ajithu kouthi anibi Kahara kebe exam achi kuha

S.S.V.M EXAMINATION OCTOBER 1.10.24 TO 8.10.24 CLASS 9TH &10TH 2024 2025 PRE BORD CLASS 9TH HAFY YEARLY EXAM CLASS 10TH
S.S.V.M EXAMINATION OCTOBER 1.10.24 TO 8.10.24 CLASS 9TH &10TH 2024 2025 PRE BORD CLASS 9TH HAFY YEARLY EXAM CLASS 10TH

Tama mananka bhitaru kaha pakhare +2 1st year art's Note Achi ki reply dia.. 🙋‍♂️

NRTS EXAM FOR CLASS 9TH
NRTS EXAM FOR CLASS 9TH

**ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ* । *ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେ ସୁସର୍ବଦା* ।। *ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଆପଣମା
**ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ* । *ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେ ସୁସର୍ବଦା* ।। *ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ll* *ପ୍ରଭୁ ଗଜାନନ ସମସ୍ତଙ୍କୁ କେବଳ ବିଦ୍ୟା ବୁଦ୍ଧି ନୁହେଁ ଭଲ ମଣିଷଟେ କରନ୍ତୁ ଏହାହିଁ ବିଘ୍ନ ବିନାଶକଙ୍କ ନିକଟରେ ମୋର ପ୍ରାର୍ଥନା ll* ‼️ *ଜୟ ଶ୍ରୀଗଣେଶ* ‼️

⬜ ଜାଣନ୍ତୁ ସୁଭଦ୍ରା ଫର୍ମକୁ କେମିତି ଭରିବେ, ଆଉ କ’ଣ କ’ଣ ପ୍ରମାଣପତ୍ର ଦେବେ ? ➡️ ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ। ➡️ ପରେ ସ୍ବାମୀ କିମ୍ବା ବାପାଙ୍କ ନାମ ଲେଖିପାରିବେ। ➡️ ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ତାରିଖ ଦେବାକୁ ହେବ । ➡️ ଜୁଲାଇ ୧ ସୁଦ୍ଧା ଆବେଦନକାରୀଙ୍କୁ ଅତିକମ୍‌ରେ ୨୧ ବର୍ଷ ହେଉଥିବା ଦରକାର । ➡️ ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍ ମାରିବାକୁ ହେବ। ➡️ ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ୍ ହୋଇଥିବା ନମ୍ବର ଦେବାକୁ ହେବ ।    ➡️ ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ବି ଦେଇପାରନ୍ତି । ➡️ ତାପରେ ଠିକଣା ଲେଖି, ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ । ➡️ ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ । ➡️ ଫର୍ମ ଫିଲଅପ୍ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ। ➡️ ଏହାପରେ ଆବେଦନ ଗ୍ରହଣ ପତ୍ର ଆଣିବାକୁ ଯେମିତି ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ।

10th pass out pila kie acha mte mssg kara urgent achi Id- @world_king_siba

❌ ଯଦି TELEGRAM ଭବିଷ୍ୟତ ରେ BAN ହୁଏ ✅ ତେବେ ତଳ WHATSAPP CHANNEL ରେ ସମସ୍ତ ସୂଚନା ଦିଆ ଯିବ 👉 Follow the ROYAL EDUCATION 📓 channel on WhatsApp:  https://whatsapp.com/channel/0029VaR6N3bBqbrBMp2UNf44

photo content

" ଆମ ସମୟର କଥା " ➖➖➖➖➖➖➖➖ ସ୍କୁଲ ନିଜେ ନିଜେ ହିଁ ଯିବାକୁ ପଡୁଥିଲା ଚାଲିଚାଲି , କାଁ ଭାଁ ଜଣେ ଦି'ଜଣ ସାଇକେଲରେ ହିଁ ଯାଉଥିଲେ l ବସ୍ ରେ ଛାଡ଼ିବା ପରମ୍ପରା ନଥିଲା l ସ୍କୁଲ ପଠେଇବା ପରେ କିଛି ଭଲ ମନ୍ଦ ହେଇଯିବ....., ଆମ ବାପା ମାଆ ଏମିତି କେବେ ଚିନ୍ତା ହିଁ କରୁ ନଥିଲେ l ସେମାନଙ୍କୁ କୌଣସି ବିଷୟରେ ଭୟ ବି ନଥିଲା l 🤪 ପାସ / ଫେଲ... କେବଳ ଏତିକି ହିଁ ଆମକୁ ଜଣାଥିଲା.... % ରେ ଆମର କେବେ ସମ୍ବନ୍ଧ ହିଁ ନଥିଲା l 😛 ଟିଉସନ ହେଉଥିଲେ କହିବାକୁ ଲାଜ ଲାଗୁଥିଲା, କାରଣ ଆମକୁ ମୂର୍ଖ / ଗଧ ଭାବିବେ..... 🤣🤣 ବହି ଭିତରେ ଓସ୍ତ ପତର ଓ ମୟୂର ପୁଚ୍ଚ ରଖିଲେ ପାଠ ଭଲ ହେବ ଏମିତି ଧାରଣା ଆମର ଥିଲା ...... ☺️☺️ କପଡା ବ୍ୟାଗ... , ଅଖା ବ୍ୟାଗ.... ଏବଂ ପରେ ଟିଣ / ଆଲୁମିନିୟମ ଟ୍ରଙ୍କରେ..... ବହି ଖାତା ନେଇ ସ୍କୁଲ ଯାଉଥିଲୁ l 😁 ପ୍ରତି ବର୍ଷ ନୂଆ କ୍ଲାସକୁ ଯିବା ପୂର୍ବରୁ ବହି ଓ ଖାତାରେ ମୋଟା ମାଟିଆ କାଗଜର ମଲାଟ ମଡ଼ାଇ ନେଉଥିଲୁ..... ଏହି କାମ ଏକ ବାର୍ଷିକ ଉତ୍ସବ ଭଳି ଲାଗୁଥିଲା.... 🤗 ବର୍ଷ ସାରିବା ପରେ ବହି ବିକିବା ଏବଂ ନୂଆ କ୍ଲାସ ପାଇଁ ଗତ ବର୍ଷର ପୁରୁଣା ବହି କାହା ଠାରୁ କିଣିବା ପାଇଁ ଆମକୁ ଲାଜ ଲାଗୁନଥିଲା l 🤪 ଆମକୁ ପାଠ ପଢେଇବା ଏକ ବୋଝ ବୋଲି ଆମ ବାପା ମାଆଙ୍କୁ କେବେ ଲାଗୁନଥିଲା l.😞 🥸😎 ସ୍କୁଲରେ ସାର କିମ୍ବା ଦିଦିଙ୍କ ହାତରୁ ମାଡ଼ ଖାଇବା, ସ୍କୁଲ ବାରଣ୍ଡାରେ ଆଣ୍ଠେଇବା , କାନ ଧରି ଏକ ଗୋଡ଼ିକିଆ ଛିଡ଼ାହେବା କଷ୍ଟ ଲାଗୁଥିଲେ ମଧ୍ୟ "ଇଗୋ ପ୍ରୋବ୍ଲେମ " ନଥିଲା..... , ସତ କହିବାକୁ ଗଲେ " ଇଗୋ " କ'ଣ ଆମକୁ ଜଣା ନଥିଲା ........🧐😝 ଘରେ ଆଉ ସ୍କୁଲରେ ମାଡ଼ ଖାଇବା ଆମର ଦୈନିକ ଜୀବନର ଏକ ସାଧାରଣ ଘଟଣା ଥିଲା l ମାଡ଼ ଦେଲାଵାଲା ଓ ମାଡ଼ ଖାଇବାଵାଲା ଦୁହେଁ ହିଁ ଖୁସିରେ ରହୁଥିଲେ , ମାଡ଼ ଖାଇବାଵାଲା ଏଥିପାଇଁ ଖୁସି ଯେ କାଲି ଠାରୁ ଆଜି ଟିକିଏ କମ ମାଡ଼ ହେଇଛି ଏବଂ ମାଡ଼ ଦେଲାଵାଲା ଏଇଥି ପାଇଁ ଖୁସି ଯେ ଆଜି ପୁଣି ବହେ ଦେଇଛି..... 😀 ...... 😜 କାଠ ପଟାରେ ବ୍ୟାଟ ତିଆରି କରି ଜରି ଓ କନାରେ ରବର ଟ୍ୟୁବ ବାନ୍ଧି ବଲ ବନେଇ ଖାଲି ପାଦରେ କ୍ରିକେଟ ଖେଳିବାର ମଜା ଆମକୁ ହିଁ ଜଣା l ଜଣେ ସାଙ୍ଗକୁ ସାଇକେଲର ଆଗ ଦଣ୍ଡାରେ ଓ ଆଉ ଜଣକୁ ପଛରେ କ୍ୟାରିୟରରେ ବସେଇ ସାଇ ସାଇ କେତେ ବୁଲିଛୁ..... ତା'ର ହିସାବ ନାହିଁ l ସତରେ ସାଇକେଲ ଚଲେଇବା ମଜା ହିଁ ନିଆରା.... ସାଇକେଲ ଚଲେଇବାକୁ ମିଳିଗଲେ ବହୁତ ଖୁସି ଲାଗୁଥିଲା l 😁 ଆମେ କେବେ ହାତ ଖର୍ଚ୍ଚ ( ପକେଟ ମନି ) କେବେ ବି ମାଗିନୁ କିମ୍ବା କେବେ ମଧ୍ୟ ମିଳିନାହିଁ....., ଏଥିପାଇଁ ଆମର ଆବଶ୍ୟକତା ବି ବହୁତ କମ ଥିଲା......, କେବେ କେବେ ଗାଣ୍ଠିଆ, ସେଉ, ବୁଟ ମିକ୍ସଚର କିମ୍ବା ମୁଡୁକି ପାଇଁ ଚାରିଅଣା ( ୨୫ ପଇସା ) ମିଳିଯାଉଥିଲା ତ ବହୁତ ଖୁସି.... ଛୋଟମୋଟ ଆବଶ୍ୟକତା ତ ଘରେ ଯିଏ କେହି ବି ପୂରଣ କରିଦେଉଥିଲେ କାରଣ ଯୌଥ ପରିବାର ଥିଲା..... 😁 ଆମେ .... ଆମର ବାପା ମାଆଙ୍କୁ କେବେ କହି ପାରିଲୁନି କି ଆମେ ତୁମକୁ କେତେ ଭଲ ପାଉଛୁ..... କାରଣ ଆମକୁ I love you କହିବା ଜଣା ହିଁ ନଥିଲା ... 😌 ଆଜି ଆମେ ଦୁନିଆଁରେ ଅନେକ ଧକ୍କା ଏବଂ ଦୁଃଖ କଷ୍ଟ ପାଇ ସଂଘର୍ଷ କରି କରି ଗୋଟିଏ ଯାଗାରେ ଯାଇ ପହଞ୍ଚି ଯାଇଛୁ..... କେତେଜଣଙ୍କୁ ଯିଏ ଯାହା ଚାହୁଁଥିଲା ତାହା ତାଙ୍କୁ ମିଳିଯାଇଛି ଏବଂ ଆଉ କାହାକୁ କିଛି ବି ମିଳିନି..... ! 😇 ଆମେ ଦୁନିଆଁର ଯେ କୌଣସି ସ୍ଥାନରେ ବି ରହୁ, କିନ୍ତୁ ଏହା ସତ୍ୟ ଆମେ ବାସ୍ତବିକ ଦୁନିଆଁରେ ବଡ଼ ହେଇଛୁ ଏବଂ ଆମର ବାସ୍ତବିକତା ସହିତ ସାମନା ବାସ୍ତବରେ ହେଇଛି ........ 😌 ଆମେ ଭଲ ଥିଲୁ କି ଖରାପ ଥିଲୁ .... ଜଣା ନାହିଁ ...କିନ୍ତୁ ଆମର ବି ଏକ ସମୟ ଥିଲା ,ଆଉ ଠିକ ଥିଲା .🤩🥰

ଶ୍ରୀକୃଷ୍ଣ ଜନ୍ମ ହେବାକୁ ରାତି କାହିଁକି ବାଛିଲେ. ଜାଣନ୍ତୁ ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଏ। ପୌରାଣିକ କାହାଣୀ ଅନୁଯାୟୀ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଜନ୍ମଦିନକୁ ପାଳନ କରିବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି। ତେବେ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରିବାର ଏହି ପ୍ରଥା ରହିଛି। ଦେଶର ସମସ୍ତ କୃଷ୍ଣ ମନ୍ଦିରଗୁଡିକୁ ଏକ ଭବ୍ୟ ଏବଂ ଚମତ୍କାର ଢଙ୍ଗରେ ସଜାଯାଇଛି। ପୂଜାପାଠ କରିବା ଏବଂ ଦର୍ଶନ କରିବା ପାଇଁ ଏହି ଦିନ ଭକ୍ତଙ୍କ ଭିଡ ଏହି ମନ୍ଦିରଗୁଡିକରେ ଲାଗିରହେ। କିଛି ଲୋକ କୃଷ୍ଣ ମୂର୍ତ୍ତିକୁ ମଧ୍ୟ ନିଜ ଘରକୁ ଆଣି ଏହାକୁ ସଜ୍ଜେଇ ପୂଜାପାଠ କରନ୍ତି ଏବଂ ଉପବାସ ରଖନ୍ତି। ଭାରତୀୟ ପୌରାଣିକ କାହାଣୀ କୃଷ୍ଣଙ୍କୁ ନେଇ ତ ଅନେକ କାହାଣୀ ରହିଛି। ତେବେ ଆଜି ଏହି ଜନ୍ମାଷ୍ଟମୀ ଅବସରରେ ଆସନ୍ତୁ ଏହି କାହାଣୀଟି ଜାଣିନେବା। ଏହି ଦିନ ଭଗବାନ କୃଷ୍ଣଙ୍କୁ ରାତିରେ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଭଗବାନ କୃଷ୍ଣ ରାତିରେ ଜନ୍ମ ହୋଇଥିଲେ, ସେଥିପାଇଁ ତାଙ୍କୁ ରାତିରେ ପୂଜା କରାଯାଏ। -ଏହା ମଧ୍ୟ ପିତୃପୁରୁଷ ଚନ୍ଦ୍ରଦେବଙ୍କ ଇଚ୍ଛା ଥିଲା ଯେ ଯଦି ଭଗବାନ ବିଷ୍ଣୁ ମୋ ପରିବାରରେ କୃଷ୍ଣ ଭାବରେ ଜନ୍ମ ନେବେ ତା'ହେଲେ ମୁଁ ଏହାର ପ୍ରତ୍ୟକ୍ଷ ଦର୍ଶନ ପାଇପାରିବି। ପୌରାଣିକ ଶାସ୍ତ୍ରରେ ଏହା ଉଲ୍ଲେଖ କରାଯାଇଛି ଯେ କୃଷ୍ଣ ଅବତାର ସମୟରେ ପୃଥିବୀରୁ ମହାକାଶ ପର୍ଯ୍ୟନ୍ତ ସମଗ୍ର ବାୟୁମଣ୍ଡଳ ଗୌରବରେ ପରିପୂର୍ଣ୍ଣ ଥିଲା। -ଭଗବାନ କୃଷ୍ଣ କାରଗାରରେ ଜନ୍ମଗ୍ରହଣ କରିଥିଲେ। ସେ ମଧ୍ୟ କଂସ କାରାଗାରରେ ମଧ୍ୟରାତ୍ରି ବାଛିଥିଲେ। ଯାହାଫଳରେ ତାଙ୍କ ପିତା ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ପଠାଇପାରିବେ। ତେଣୁ ଯେତେବେଳେ କୃଷ୍ଣ ଜନ୍ମ ହେଲେ ସେତେବେଳେ ଜେଲ୍‌ର ଫାଟକ ଖୋଲି ଗଲା, ସୈନିକମାନେ ଗଭୀର ନିଦ୍ରାରେ ପଡ଼ିଗଲେ। ଫଳରେ ତାଙ୍କ ପିତା ବସୁଦେବ ଶ୍ରୀକୃଷ୍ଣଙ୍କୁ ଗୋକୁଳରେ ନିରାପଦରେ ପହଞ୍ଚାଇ କାରାଗାରକୁ ଫେରିଆସିଲେ।