ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
الذهاب إلى القناة على Telegram
إظهار المزيد
1 639
المشتركون
-224 ساعات
-47 أيام
-2630 أيام
أرشيف المشاركات
ପିଲାମାନେ ଯେଉଁମାନେ ବି paid କ୍ଲାସରେ join କରିବା ପାଇଁ ଚାଁହୁଥିଲ ଜଲଦି ଜଲଦି join ହେଇଯାଅ ।କାଲି ଠାରୁ ଆରମ୍ଭ ହେବ କ୍ଲାସ ।
Paid class ରେ join ହୁଅନ୍ତୁ ମାତ୍ର ୩୯୯ ଟଙ୍କାରେ
Pay କରିବାର ଆଜି ଶେଷ ତାରିଖ କାରଣ ଆସନ୍ତା କାଲି ଠାରୁ paid cls ଆରମ୍ଭ ହେବାକୁ ଯାଉଅଛି ତେଣୁ ଶୀଘ୍ର ଶୀଘ୍ର paid କରି ପ୍ରଥମ cls କୁ miss କରନ୍ତୁ ନାହିଁ
ଆଜି class କେମିତି ଲାଗିଲା ରେ....? ସମସ୍ତେ ans ଦେବ 👍
ଆଲୋକର ପର୍ବ ଦୀପାବଳି
ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂରେଇ ଆଲୋକ ଭରିଦେଉ
ଏତିକି ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।
ଦୀପାବଳି ର ସମସ୍ତଙ୍କୁ ଅଭିନନ୍ଦନ
ଦୀପ ଟିଏ ଯେପରି ନିଯେ ଅନ୍ଧାର ରହି
ତା ଚାରି ପାଖକୁ ଆଲୋକିତ କରେ
ସେପରି ତୁମେ ମାନେ ଆଗେଇ ଚାଲ
ତୁମ ଆଗେଇବାରେ ତୁମ ପରିବାର ସହ
ଏ ଦୁନିଆ ଵୀ ଆଲୋକିତ ହଉ
ଯେତେ ଦୁଃଖ କଷ୍ଟ ଆସୁ
ଦୀପଟିଏ ଭଳି ସବୁବେଳେ ହବା
ପାଇଁ ଚେଷ୍ଟା କର........ ❤️
.. ଦୀପାବଳୀ 🎆ର ସମସ୍ତ ଙ୍କୁ ଶୁଭେଚ୍ଛା..
ଦୀପାବଳି ହେତୁ ରାତିରେ class ହବନି ଆଜି ସମସ୍ତେ ଦୀପ ଇତ୍ୟାଦି ଜାଳିବ ..
ସେଥିପାଇଁ class ଦିନ 1.30 pm ରେ କରିବା 👍
ସମସ୍ତଙ୍କୁ ଶୁଭ ଦୀପାବଳୀର ଶୁଭେଚ୍ଛା ଓ ଶୁଭ କାମନା ... ଆଜି ଦୀପାବଳୀ ପର୍ବରେ ସମସ୍ତେ ଦୀପ ଜାଳି ଆନନ୍ଦ ଉପଭୋଗ କରନ୍ତୁ ଏବଂ ବାଣ ଫୁଟାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।
🪔ଶୁଭ ଦୀପାବଳୀ 🪔
🙏ଜୟ ଶ୍ରୀ ରାମ🙏
ଆଜିର class କେମିତି ଲାଗିଲା ସମସ୍ତେ ans ଦେବ ରେ ...... 👍
ଯିଏ pay କରୁଚ ଦୟାକରି telegram ରେ screen short pathao wp ରେ ନାହିଁ
ଆଉ ମାତ୍ର ଗୋଟିଏ ଦିନ ରହିଲା paid cls ଆରମ୍ଭ ହେବାକୁ ଯାଉଛି ଯେଉଁ ମାନେ କରିବାକୁ ଚାହୁଁଛନ୍ତି କରିନେବେ ବଧ୍ୟାତା ମୂଳକ କିଛି ନାହିଁ
متاح الآن! بحث تيليغرام 2025 — أهم رؤى العام 
