SP Education 9th class
الذهاب إلى القناة على Telegram
إظهار المزيد
لم يتم تحديد البلدالفئة غير محددة
4 614
المشتركون
لا توجد بيانات24 ساعات
لا توجد بيانات7 أيام
لا توجد بيانات30 أيام
أرشيف المشاركات
ଆଜିର pmst class ଯିଏ ଦେଖିନ ଯାଇକି ଦେଖିନିଅ | ଆଉ ହଁ, ମାତ୍ର 4 ରୁ 5ଦିନ ଭିତରେ ପଠାଣିସାମନ୍ତ ମେଧାବୃତ୍ତି ପରୀକ୍ଷା ପ୍ରସ୍ତୁତି ପାଇଁ SP Education ରେ course launch ହେଇଯିବ | ତେଣୁ ସମସ୍ତେ Telegram ସହିତ connect ହୋଇକି ରହିବେ ଏବଂ ତୁମ ସାଙ୍ଗ ସାଥି ଯିଏ ବି pmst exam ଦେବେ ସେମାନଙ୍କୁ ଏ ଗ୍ରୁପ ରେ join କରାଅ
ଆସନ୍ତା କାଲି ଅର୍ଥାତ Feb9 ସକାଳେ ପଠାଣି ସାମନ୍ତ ମେଧାବୃତ୍ତି (9th class) ର first video upload ହେବ
ଯାହା ପାଖରେ ପଠାଣି ସାମନ୍ତ ପରୀକ୍ଷା ପୂର୍ବ ବର୍ଷ ର ପ୍ରଶ୍ନ ପତ୍ର ଅଛି pdf କରି ଏଠି send କର
