ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 730 مشتركاً، محتلاً المرتبة 16 028 في فئة التعليم والمرتبة 30 252 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 730 مشتركاً.

بحسب آخر البيانات بتاريخ 23 نوفمبر, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار 1 095، وفي آخر 24 ساعة بمقدار -10، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 20.69‎%. وخلال أول 24 ساعة من النشر يحصد المحتوى عادةً 4.82‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 634 مشاهدة. وخلال اليوم الأول يجمع عادةً 614 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 17.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

بفضل وتيرة التحديث المرتفعة (أحدث البيانات بتاريخ 24 نوفمبر, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 730
المشتركون
-1024 ساعات
-537 أيام
+1 09530 أيام
أرشيف المشاركات
✅ ସଠିକ୍ କ୍ୟାରିୟର୍ ଗଢ଼ିବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ➡️ ଯେଉଁ ଦିଗରେ ରୁଚିଥାଏ, ସେ ଦିଗରେ କ୍ୟାରିୟର୍‌ ଗଢ଼ିଲେ କେବେ ବି ବିଫଳତାକୁ ସାମ୍ନା କରିବାକୁ ପଡ଼ି ନ ଥାଏ। ତେଣୁ ସର୍ବପ୍ରଥମେ, ନିଜର ରୁଚିକୁ ଜାଣିବା ଆବଶ୍ୟକ। ନିଜ ଆଗ୍ରହ ଅନୁସାରେ କ୍ୟାରିୟର୍‌ ଚୟନ କରନ୍ତୁ ଏବଂ ନିଜ ରୁଚିକୁ ପ୍ରଥମେ ଅଭିଭାବକ ବା ପିତାମାତାଙ୍କୁ ଜଣାନ୍ତୁ। ➡️ ଯଦି ନିଜ କ୍ୟାରିୟର୍‌କୁ ନେଇ କିଛି ପ୍ରଶ୍ନ ବା ସନ୍ଦେହ ସୃଷ୍ଟି ହେଉଛି, ତେବେ ଏ ବିଷୟରେ ଇଣ୍ଟରନେଟ୍‌ରେ ମଧ୍ୟ ସର୍ଚ୍ଚ କରିପାରିବେ। ➡️ ଆଜିକାଲି ଅନେକ କ୍ୟାରିୟର୍‌ କନ୍‌ସଲ୍‌ଣ୍ଟାସି ସଂସ୍ଥା ମଧ୍ୟ ଅଛି, ଯେଉଁଠାରେ ଉତ୍ତମ ପରାମର୍ଶ ମିଳିପାରିବ। ତେବେ ଏହି ପରାମର୍ଶକୁ ଅନ୍ଧଭାବେ ଅନୁସରଣ ନ କରି ନିଜେ ଅନୁଶୀଳନ କରନ୍ତୁ। ➡️ ଏହାଛଡ଼ା କୌଣସି ବିଷୟରେ ଗମ୍ଭୀର ଏବଂ ବିସ୍ତୃତ ଭାବରେ ଜାଣିବାକୁ ହେଲେ, କିଛି କ୍ୟାରିୟର୍‌ ଗାଇଡ୍‌ ପୁସ୍ତକ ଅନୁସରଣ କରିବା ଭଲ।
06 يناير 2023, 00:38

https://youtu.be/Ayl7cwllkGc ବଢ଼ିଲା ଷ୍ଟେଟ୍ ସ୍କଲାରସିପ୍ ଆବେଦନ ତାରିଖ ଏବଂ ଆସିଗଲା ସ୍କଲାରସିପ୍ ଟଙ୍କା ମିଳିବାର ତାରିଖ ? Must Watch & Share👆👆
01 يناير 2023, 08:34

01 يناير 2023, 08:31

ଗୋଟେ ନୂତନ ଆଶାର ସହ ନୂତନ ବର୍ଷକୁ ସ୍ବାଗତ କରିବା,ଜୀବନର ବାକି ପୃଷ୍ଠା ଗୁଡ଼ିକୁ ସ୍ନେହ ଆଉ ପ୍ରେମରେ ଭରିବା...ନୂତନ ବର୍ଷର ପହିଲି କିରଣ ସମସ୍ତଙ୍କ ପାଇଁ ଗୋଟେ ନୂଆ ସମ୍ଭାବନା,ନୂଆ ଆଶା,ନୂଆ ସ୍ବପ୍ନ ଆଉ ନୂଆ ଆରମ୍ଭ ନେଇ ଆସୁ ଜଗନ୍ନାଥଙ୍କ ଅପାର କରୁଣାରୁ ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ର ବର୍ଷ ହେଉ ଏତିକି ମୋର ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା । ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ HAPPY NEW YEAR 😇
31 ديسمبر 2022, 23:09

PLEASE SHARE WITH ALL ODISHA🙏
28 ديسمبر 2022, 09:13

https://youtu.be/qHCB0dk86gQ ଆସିଗଲା ଆକାଉଣ୍ଟକୁ ଲାପଟପ୍ ବାବଦରେ ୩୦,୦୦୦/- ଟଙ୍କା ଯଦି ମିଳିନି କେବେ ମିଳିବ ଏବଂ ଫେଜ୍-୨ ଲିଷ୍ଟ କେବେ ଆସିବ ? Must Watch & Share👆👆
28 ديسمبر 2022, 09:01

28 ديسمبر 2022, 08:59

Admission to B.Ed. colleges of the State
28 ديسمبر 2022, 04:02
28 ديسمبر 2022, ~04:02

ARRANGEMENTS IN YOUR INSTITUTION DURING WORLD CUP HOCKEY EVENT 2023
27 ديسمبر 2022, 09:57

ଶ୍ରୀମନ୍ଦିର🙏 ସାମ୍ନା ବଡଦାଣ୍ଡରେ ହକି ବିଶ୍ୱକପ ଟ୍ରଫି 🏑🏆
ଶ୍ରୀମନ୍ଦିର🙏 ସାମ୍ନା ବଡଦାଣ୍ଡରେ ହକି ବିଶ୍ୱକପ ଟ୍ରଫି 🏑🏆
27 ديسمبر 2022, 09:20

ହକି ବିଶ୍ୱକପ ଟ୍ରଫି ପରିକ୍ରମା କାର୍ଯ୍ୟସୂଚୀ
ହକି ବିଶ୍ୱକପ ଟ୍ରଫି ପରିକ୍ରମା କାର୍ଯ୍ୟସୂଚୀ
27 ديسمبر 2022, 09:18

ଏକ କାଳୀନ ଦୁଇଟି ଡ଼ିଗ୍ରି କରିପାରିବେ ଛାତ୍ରଛାତ୍ରୀ
ଏକ କାଳୀନ ଦୁଇଟି ଡ଼ିଗ୍ରି କରିପାରିବେ ଛାତ୍ରଛାତ୍ରୀ
27 ديسمبر 2022, 04:12

https://youtu.be/49LlDJUc0qk ଆସିଗଲା +୨ ବୋର୍ଡ଼ ପ୍ରାକ୍ଟିକାଲ, ଥିଓରୀ ପରୀକ୍ଷା ତାରିଖ ଏବଂ ଆଡ଼ମିଟ୍ କାର୍ଡ଼ ମିଳିବା ତାରିଖ ? Must Watch
26 ديسمبر 2022, 22:49

26 ديسمبر 2022, 22:48

https://youtu.be/sOTnNGWCq3M State Scholarship & National Scholarship Online Apply Last Date ? Must Watch & Share👆👆
26 ديسمبر 2022, 08:34

26 ديسمبر 2022, 08:31

✅ କଡ଼ାକଡ଼ି ହେଲା କଟକଣା : ସ୍କୁଲରେ ମାସ୍କ ପିନ୍ଧିବାକୁ ପରାମର୍ଶ 🔴ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପୁଣି ସ୍କୁଲକୁ ଫେରୁଛି କରୋନା କଟକଣା । ସ୍କୁଲରେ କରୋନା ନିୟମ ପାଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । କେନ୍ଦ୍ର ଓ ରାଜ୍ୟର ମାର୍ଗ ଦର୍ଶିକା ଅନୁଯାୟୀ ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥି ସହ ଆଗକୁ ହେବାକୁ ଥିବା ସମେଟିଭ-୧ ଓ ଯୁକ୍ତ ୨ ପରୀକ୍ଷା କରୋନା କଟକଣା ଭିତରେ ଆୟୋଜନ କରିବାକୁ ବିଭାଗୀୟ ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି ।
26 ديسمبر 2022, 04:05

ସ୍କୁଲକୁ ଫେରିଲା କରୋନା କଟକଣା କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ପରାମର୍ଶ । ଆଗକୁ ହେବାକୁ ଥିବା ସମେଟିଭ୍ ଓ +2 ପରୀକ୍ଷା କୋଭିଡ୍ ଗାଇଡଲାଇନରେ ହେବ
26 ديسمبر 2022, 04:00

#BreakingNews ସ୍କୁଲକୁ ଫେରିଲା କରୋନା କଟକଣା କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ପରାମର୍ଶ । ଆଗକୁ ହେବାକୁ ଥିବା ସମେଟିଭ୍ ଓ +2 ପରୀକ୍ଷା କୋଭିଡ୍ ଗାଇଡଲାଇନରେ ହେବ
26 ديسمبر 2022, 03:59
26 ديسمبر 2022, ~04:00

https://youtu.be/y32F53p0caE ଏଣିକି ଓଡ଼ିଆ ବହି ଏବଂ ଓଡ଼ିଆ ଭାଷାରେ ପଢ଼ା ହେବ +୩ (ସ୍ନାତକ) ପାଠ Must Watch & Share👆👆
25 ديسمبر 2022, 22:00