ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 273 مشتركاً، محتلاً المرتبة 16 341 في فئة التعليم والمرتبة 33 207 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 273 مشتركاً.

بحسب آخر البيانات بتاريخ 09 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -192، وفي آخر 24 ساعة بمقدار 19، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 16.44‎%. وخلال أول 24 ساعة من النشر يحصد المحتوى عادةً 4.22‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 016 مشاهدة. وخلال اليوم الأول يجمع عادةً 517 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 3.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 10 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 273
المشتركون
+1924 ساعات
-307 أيام
-19230 أيام
أرشيف المشاركات
✅ ଆଜି STATE SCHOLARSHIP ଉପରେ IMPORTANT UPDATE ଗୋଟେ ଦିଆଯିବ !! 🌼 ସମସ୍ତେ ସେ UPDATE ଉପରେ ଜାଣିବା ଦରକାର, ନ ହେଲେ........

⭕STATE SCHOLARSHIP IMPORTANT UPDATE⭕ ➡️THE LAST DATE OF SANCTION AT INSTITUTION/DWO LEVEL (FOR OBC/SEBC & EBC STUDENTS) HAS B
⭕STATE SCHOLARSHIP IMPORTANT UPDATE⭕ ➡️THE LAST DATE OF SANCTION AT INSTITUTION/DWO LEVEL (FOR OBC/SEBC & EBC STUDENTS) HAS BEEN EXTENDED TILL DT 25.02.2022 & dt.28.02.2022 RESPECTIVELY. ➡️ଯେଉଁ ମାନଙ୍କର (OBC/SEBC & EBC ) ରେ INSTITUTE କିମ୍ବା DISTRICT AUTHORITY ଙ୍କ ଦ୍ଵାରା VERIFIED ହୋଇ ନ ଥିଲା ସେମାନଙ୍କର ଫେବୃଆରୀ ୨୮ ସୁଦ୍ଧା ହୋଇ ଯିବ

Video ଦେଖ ଯଦି କିଛି Problem achhi massage କର.....

ଯେଉଁମାନେ State Scholarship Apply କରିଛନ୍ତି ସେମାନେ ଦେଖନ୍ତୁ Important achhi...👆👆👆

Coming Soon....👇👇👇👇

✅ ଆଜି STATE SCHOLARSHIP ଉପରେ IMPORTANT UPDATE ଗୋଟେ ଦିଆଯିବ !! 🌼 ସମସ୍ତେ ସେ UPDATE ଉପରେ ଜାଣିବା ଦରକାର, ନ ହେଲେ........

https://youtu.be/AquiWLt5bwo ଆଜି ପରୀକ୍ଷା କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ👆👆👆

https://youtu.be/VSVlmTbq6ig CHSE ବୋର୍ଡ଼ ପରୀକ୍ଷା ସ୍କ୍ୱାର୍ଡ ନିଯୁକ୍ତି ପାଇଁ କଲେଜକୁ ଚିଠି 👆👆👆

ଜାଣିରଖନ୍ତୁ କାହା ପାଖରେ ଅଛି କେତେ ସାମରିକ ବଳ ? ୟୁକ୍ରେନ ଠାରୁ ଋଷିଆ ପଖରେ ଅଛି କେତେ ଅଧିକ ସୈନ ବଳ।
ଜାଣିରଖନ୍ତୁ କାହା ପାଖରେ ଅଛି କେତେ ସାମରିକ ବଳ ? ୟୁକ୍ରେନ ଠାରୁ ଋଷିଆ ପଖରେ ଅଛି କେତେ ଅଧିକ ସୈନ ବଳ।

🟡 UG 5TH SEMESTER STRIKE UPDATE 🟡 ଜାଣନ୍ତୁ ସେମିଷ୍ଟର କୁ ନେଇ କଣ ନିଷ୍ପତି ନେବେ ସରକାର ?
+1
🟡 UG 5TH SEMESTER STRIKE UPDATE 🟡 ଜାଣନ୍ତୁ ସେମିଷ୍ଟର କୁ ନେଇ କଣ ନିଷ୍ପତି ନେବେ ସରକାର ?

➡️10th & +2 Board Exam Big Update ➡️ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅଫ୍‌ଲାଇନରେ ହେବ ଦଶମ ,ଦ୍ବାଦଶ ବୋର୍ଡ ପରୀକ୍ଷା
+1
➡️10th & +2 Board Exam Big Update ➡️ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅଫ୍‌ଲାଇନରେ ହେବ ଦଶମ ,ଦ୍ବାଦଶ ବୋର୍ଡ ପରୀକ୍ଷା

⚪ UG STRIKE UPDATE ⚪ UG ପଞ୍ଚମ ସେମିଷ୍ଟର୍ ପରୀକ୍ଷା ଅନଲାଇନରେ କର..ନଚେତ୍ ବାତିଲ୍ କର..ଏହି ଦାବି ଆଜି ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗର୍ଜିଲେ ଛାତ୍ରଛାତ୍ରୀ

https://youtu.be/6-UMdRx0Ec4 ⭕+୨ ଅଫ୍‌ଲାଇନ୍ ପରୀକ୍ଷା ନିଶ୍ଚିତ⭕ ➡️୨୭ସୁଦ୍ଧା ସରିବ ଷ୍ଟକ୍ ହୋଲ୍ଡର ଆଲୋଚନା ➡️ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି ➡️ପରୀକ୍ଷା ଦେବେ ୩.୫ଲକ୍ଷ ପରୀକ୍ଷାର୍ଥୀ ➡️ଏପ୍ରିଲ ୩ୟ ସପ୍ତାହରୁ ମୂଲ୍ୟାଙ୍କନ ➡️ମେ ’ ଶେଷ ସପ୍ତାହରେ ଫଳ ଚଳିତବର୍ଷ + ୨ ଅଫ୍‌ଲାଇନ୍ ପରୀକ୍ଷା ହେବା ସ୍ପଷ୍ଟ ହୋଇଛି । ତେବେ ବିକଳ୍ପ ବ୍ୟବସ୍ଥାରେ ପରୀକ୍ଷା କରିବାକୁ ପୂର୍ବରୁ ଦାବି ହେଉଥିବାରୁ ରାଜ୍ୟରେ ବିଭିନ୍ନ ପକ୍ଷ (ଷ୍ଟକ୍ ହୋଲ୍ଡର) ଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପଭି ହୋଇଥିଲା । ଏହି ପ୍ରକ୍ରିୟା ଆସନ୍ତା ୨୭ତାରିଖ ସୁଦ୍ଧା ଶେଷହେବ । ସୋମବାର ସୁଦ୍ଧା ପ୍ରାୟ ୫ରୁ ଅଧିକ ପକ୍ଷଙ୍କ ସହ ପରୀକ୍ଷା ସମ୍ପର୍କିତ ଆଲୋଚନା ଶେଷ ହୋଇଛି । ଅବଶିଷ୍ଟ ପକ୍ଷଙ୍କ ସହ ଆଲୋଚନା ଶନିବାର ସୁଦ୍ଧା ଶେଷହେବ । ସମସ୍ତ ଆଲୋଚନା ଅନ୍‌ଲାଇନ୍‌ ମାଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ସବୁ ପକ୍ଷ ବା ଷ୍ଟ୍ରୋକ୍ ହୋଲ୍ଡର ବର୍ତ୍ତମାନ ସମୟରେ କରୋନାର ସ୍ଥିତିକୁ ଅନୁଧ୍ୟାନ କରି ଚଳିତବର୍ଷ ପରୀକ୍ଷା ଅଫ୍‌ଲାଇନ୍‌ ମାଧ୍ୟମରେ କରିବାକୁ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି । ଏହାଦ୍ଵାରା ଚଳିତବର୍ଷ ପରୀକ୍ଷାକୁ ନେଇ ଯେଉଁ ଦ୍ୱନ୍ଦ୍ବ ରହିଥିଲା ତାହା ଦୂର ହୋଇଛି । ପରୀକ୍ଷା ଲାଗି ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବ । ଚଳିତବର୍ଷ ୩.୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଗତବର୍ଷ ବିକଳ୍ପ ବ୍ୟବସ୍ଥାରେ ମାଏଁ କରାଯାଇଥିବାରୁ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପିଲାଙ୍କ ପାସ୍‌ ହାର ଅଧିକ ରହିଥିଲା । ଫଳରେ ଓଡ଼ିଶା ଚଳିତବର୍ଷ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ରହିଛି ବୋଲି + ୨ ପରିଷଦର ଜଣେ କର୍ମଚାରୀ କହିଛନ୍ତି । ଯଦି ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଏ , ତେବେ ପରୀକ୍ଷା ପରିଚାଳନା ଲାଗି ପ୍ରସ୍ତୁତି ୨୦ରୁ ୨୨ଦିନ ସମୟ ଲାଗିବ । ଫଳରେ ମାର୍ଚ୍ଚରେ ପ୍ରାକ୍ଟିକାଲ ପରୀକ୍ଷା କରିବାକୁ ଆପାତତଃ ସ୍ପଷ୍ଟ ହୋଇଥିବା ବେଳେ ଏପ୍ରିଲରେ ଥିଓରୀ ପରୀକ୍ଷା ଶେଷ ହେବ । ଏପ୍ରିଲ ତୃତୀୟ ସପ୍ତାହରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ମେ ’ ଶେଷ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ + ୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି । ଅପରପକ୍ଷେ ଚଳିତବର୍ଷ ଲାଗି ଫର୍ମ ପୂରଣ ବେଳେ ପ୍ରକ୍ରିୟା ଶେଷ ହୋଇଥିବା ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ କାର୍ଡ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡର ତୃତୀୟ ଲହର କ୍ରମଶଃ ଦୁର୍ବଳ ହେଉଥିବା ବେଳେ ରାଜ୍ୟରେ ଟିପିଆର୍ ( ଟେଷ୍ଟ ପଜିଟିଭିଟି ରେଟ୍ ) ୦.୭୨ % ରହିଛି । ଫଳରେ ଅଫ୍‌ଲାଇନ୍ ପରୀକ୍ଷା ଲାଗି ଏକପ୍ରକାର କୌଣସି ଅସୁବିଧା ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ଲାଗି ଏପ୍ରିଲ ୨୬ ଧାର୍ଯ୍ୟ ହୋଇଥିବା ବେଳେ ସେହି ତାରିଖକୁ + ୨ ପରିଷଦ ପକ୍ଷରୁ ନଜର ଦେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

📌ପରୀକ୍ଷା ହବ ବୋଲି ତ ଫାଇନାଲ ହେଇଗଲା ।ଆଉ ଯେଉଁ ମାନେ ଭାବୁଥିଲ କି ପରୀକ୍ଷା ହବନି ବୋଲି ଆଉ ପାଠ ପଢା ମଧ୍ୟ ଛାଡ଼ି ଦେଇଥିଲ🤨 । ଏବେ ବି ତମ ମାନଙ୍କ ପାଖରେ ସମୟ ଅଛି ।ପାଠ ପଢା ଆରମ୍ଭ କର। ଖବର କାଗଜ ଅନୁସାରେ ମାର୍ଚ୍ଚ ୧ ସପ୍ତାହ ରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଵ ।ଆଉ ପରୀକ୍ଷା ପ୍ରସ୍ତୁତି ପାଇଁ ବୋର୍ଡ କୁ ୨୦-୨୧ ଦିନ ଲାଗିବ । ତାହେଲେ ପରୀକ୍ଷା ଏପ୍ରିଲ ୧ଷ୍ଟ ସପ୍ତାହ ରୁ ଆରମ୍ଭ ହେଇଯିବ । 📌ଦେଖିବାକୁ ଗଲେ ଆଉ ତମ ପାଖରେ ଗୋଟେ ମାସ ଅଛି । ଭାବୁଥିବା ଯଦି ଆଉ ଅଳ୍ପ ଦିନ ରହିଲା କେମିତି ଏତେ ପଢିବି 😥। ଦେଖ ଗୋଟେ ମାସ ବି ବହୁତ୍ - ଉଦାହରଣ ସ୍ୱରୂପ ଦେଖ ସମସ୍ତେ ତ ଟି୨୦ ମ୍ୟାଚ୍ ନହେଲେ IPL match ଦେଖୁଥିବା ଲକ୍ଷ୍ୟ କରିବ ୨୦ ଓଭର ରୁ ୧st ୧୫ ଓଭର ରେ ଯେତିକି ରନ ନ ହେଉଥିବା ଶେଷ ୫ ଓଭର ରେ ସେତିକି ହେଇଯିବ ବା ପୂର୍ବ ୧୫ ଓଭର ରନ ରଟେ ତୁଳନାରେ ଅଧିକ ହେଉଥିବ । ସେଇଭଳି ଭାବେ ତମେ ଗୋଟେ ମାସ କୁ ସେଇ ଭଳି ଭାବରେ ଉପଯୋଗ କର ଦେଖିବା ବହୁତ୍ ବେନିଫଟି ହବ । ଗୋଟେ ମାସ ପୂର୍ବ ୧୧ ମାସ ସହ ସମାନ ହବ ।

⚪ଅଫଲାଇନ୍‌ରେ ହିଁ ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା⚪ ଅଫଲାଇନ ବୋର୍ଡ଼ ପରୀକ୍ଷା ବାତିଲ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ବୁଧବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, ଏପରି ଆବେଦନ ଛାତ୍ରଛାତ୍ରୀମାନଙ୍କୁ ମିଥ୍ୟା ସାନ୍ତ୍ୱନା ଦେଇଥାଏ । କୋର୍ଟଙ୍କ ଏହି ପଦକ୍ଷେପ ସହ ଏହା ସ୍ପଷ୍ଟ ହୋଇଛି ଯେ, ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ ହିଁ ହେବ ସୂଚନାଯୋଗ୍ୟ, ସମଗ୍ର ଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ସମସ୍ତ କେନ୍ଦ୍ରୀୟ ଏବଂ ରାଜ୍ୟ ଶିକ୍ଷା ବୋର୍ଡ ଯଥା ସିବିଏସଇ, ଆଇସିଏସଇ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ (ଏନଆଇଓଏସ) ତଥା ବିଭିନ୍ନ ରାଜ୍ୟର ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଅଫଲାଇନ୍ ପରୀକ୍ଷା ବାତିଲ କରିବାକୁ ଆବେଦନ କରାଯାଇଥିଲା।

✅ ଦଶମ/ଦ୍ୱାଦଶ ବୋର୍ଡ ଅଫ୍‌ଲାଇନ୍‌ ପରୀକ୍ଷା ବାତିଲ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ ✅ ଏପରି ପିଟିସନ୍ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରୁଛି କହି ବରକ୍ତି ପ୍ରକାଶ କଲେ ✅ ଷ୍ଟେଟବୋର୍ଡ, CBSE, ICSE, NIOS ପରୀକ୍ଷା ବାତିଲ ପିଟିସନ ହୋଇଥିଲା

https://youtu.be/WmNq17iJ0Vo ସୁପ୍ରିମକୋର୍ଟ ପରୀକ୍ଷା ବାତିଲ୍ ପିଟିସନ ଖାରଜ କରେ👇👇👇 Supreme Court dismisses a plea seeking cancellation of offline exams for Class X and XII to be conducted by all State Boards, CBSE, ICSE and National Institute of Open Schooling (NIOS). Supreme Court says these kinds of petitions are misleading and give false hope to students.

➡️ଆଜି ସୁପ୍ରିମକୋର୍ଟରେ ଶୁଣାଣି ➡️ଦଶମ ଏବଂ ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ବାତିଲ୍ ମାମଲା👇👇👇👇 Video Link-https://youtu.be/ZqjukqukGKc
➡️ଆଜି ସୁପ୍ରିମକୋର୍ଟରେ ଶୁଣାଣି ➡️ଦଶମ ଏବଂ ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ବାତିଲ୍ ମାମଲା👇👇👇👇 Video Link-https://youtu.be/ZqjukqukGKc