ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 274 مشتركاً، محتلاً المرتبة 16 321 في فئة التعليم والمرتبة 33 150 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 274 مشتركاً.

بحسب آخر البيانات بتاريخ 10 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -172، وفي آخر 24 ساعة بمقدار 10، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 17.06‎%. وخلال أول 24 ساعة من النشر يحصد المحتوى عادةً 4.29‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 094 مشاهدة. وخلال اليوم الأول يجمع عادةً 526 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 3.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 11 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 274
المشتركون
+1024 ساعات
-97 أيام
-17230 أيام
أرشيف المشاركات
ଆପଣ ମାନଙ୍କ କାହା ଉପରେ Video ଆବଶ୍ୟକ ?
Anonymous voting

ତୁମେ କେଉଁ ଶ୍ରେଣୀ ର ଛାତ୍ରଛାତ୍ରୀ ଅଟ ?
Anonymous voting

ଏବେ Jio New Plans....😡😡 1 December ଠୁ ଲାଗୁହେବ
ଏବେ Jio New Plans....😡😡 1 December ଠୁ ଲାଗୁହେବ

photo content

ଡ଼ଃ ରାଧାନାଥ ରଥ ଛାତ୍ରବୃତ୍ତି Documents ଆଜି Speed Post କଲି .. ଅଧ୍ୟକ୍ଷ "ସମାଜ" ରିଲିଫ୍ କମିଟି ,ଗୋପବନ୍ଧୁ ଭବନ,ବକ୍ସି ବଜାର କଟକ - ୭୫୩୦୦୧
ଡ଼ଃ ରାଧାନାଥ ରଥ ଛାତ୍ରବୃତ୍ତି Documents ଆଜି Speed Post କଲି .. ଅଧ୍ୟକ୍ଷ "ସମାଜ" ରିଲିଫ୍ କମିଟି ,ଗୋପବନ୍ଧୁ ଭବନ,ବକ୍ସି ବଜାର କଟକ - ୭୫୩୦୦୧

ଆଜି ଘରେ ସାନ ମାନଙ୍କୁ ଏମିତି ଲାଗିବ,ଯେମିତି ତାଙ୍କୁ ପାଇ କି ଆଣି ଥିଲେ😆 ସବୁ ବଡ଼ ମାନଙ୍କୁ ଢେର୍ ସାରା ଶୁଭେଚ୍ଛା❤️ ପ୍ରଥମାଷ୍ଟମୀ Sukant Tutorial

OSSSC New Recruitment ...2021🔥🔥 l 1000 ପଦବୀ ବାହାରିଛି ।ଆଜି 4:30 PM ରେ Upload ହେବ ଚେକ୍ କରିଦେବେ .....👍👍
OSSSC New Recruitment ...2021🔥🔥 l 1000 ପଦବୀ ବାହାରିଛି ।ଆଜି 4:30 PM ରେ Upload ହେବ ଚେକ୍ କରିଦେବେ .....👍👍

ମନର ନିଷ୍ଠା ଓ ନିଜର ଉଦ୍ୟମରେ ଯେକୌଣସି କାମ ଆରମ୍ଭ କଲେ ସଫଳତା ମିଳିଥାଏ। ହୃଦୟରୁ ଆସୁଥିବା ନିର୍ଦ୍ଦେଶରେ ଆମେ ଆଗକୁ ବଢିବା ଉଚିତ୍। 👍👈

📌 କୋଭିଡ ଭୂତାଣୁର ଆଉ ଏକ ପ୍ରଜାତି B.1.1529 📌ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ୩୫ ଥର ରୂପାନ୍ତରିତ ହୋଇଥିବା ଏହି ପ୍ରଜାତି ଦ୍ବାରା ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପୁଛି, 📌 ଏହି ଡେଲ୍‌ଟାଠୁ ବି ଭୟଙ୍କର ଦକ୍ଷିଣ ଆଫ୍ରିକା‌, ହଂକଂ ଓ ଚୀନ୍‌ରେ ୩୨ ଜଣଙ୍କଠାରେ ଭୂତାଣୁ ଚିହ୍ନଟ 📌ଏହି ପ୍ରଜାତିକୁ ‘ଚିନ୍ତାଜନକ’ ଘୋଷଣା କରିବାକୁ ବିଚାର କରୁଛି WHO

⭕+3 ADMISSION FEES REFUND UPDATE ✅ ପ୍ରଥମତଃ ଆପଣ ମାନେ ବ୍ୟସ୍ତ ହେବା ଦରକାର ନାହିଁ,ଆପଣଙ୍କ ଟଙ୍କା ସୁରକ୍ଷିତ ଏବଂ ଆପଣ ନିଶ୍ଚିତ REFUND ପାଇବେ ✅ ଆଡମିଶନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ CAF ରେ ପ୍ରାର୍ଥୀ ସେମାନଙ୍କର ଫୋନ୍ ନଂ ଏବଂ ବ୍ୟାଙ୍କ IFSC କୋଡ୍ ସହିତ ଉଲ୍ଲେଖ ଆକାଉଣ୍ଟ୍ ନଂ ପରିବର୍ତ୍ତନ କରିବା ଉଚିତ୍ ନୁହେଁ ✅ ଯଦି ପ୍ରାର୍ଥୀ ତାଙ୍କ ଫୋନ୍ ନା କିମ୍ବା ପ୍ରକ୍ରିୟା ମଧ୍ୟରେ ବ୍ୟାଙ୍କ ବିବରଣୀ ପରିବର୍ତ୍ତନ କରୁଛନ୍ତି ତେବେ ଫେରସ୍ତ ବିଫଳତା ପାଇଁ ବିଭାଗ ଦାୟୀ ରହିବ ନାହିଁ ✅ ଯଦି ପ୍ରାର୍ଥୀଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ ତେବେ ସେ ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କଗୁଡିକର ବିବରଣୀ ଯେଉଁଥିରେ ସେ ଫେରସ୍ତ ରାଶି ପାଇବାକୁ ଚାହୁଁଛନ୍ତି,ଉଲ୍ଲେଖ କରିପାରିବେ ✅ ଆଡ଼ମିଶନ ପ୍ରକ୍ରିୟା ସମାପ୍ତ ପରେ ୱେବସାଇଟ ରେ ପ୍ରାର୍ଥୀ ଙ୍କ ନାମ ଏବଂ ଫେରସ୍ତ ଟଙ୍କା ର ସମସ୍ତ ବିବରଣୀ ପ୍ରକାଶ ପାଇବ ✅ CAF ରେ କୌଣସି ସାଇବର କାଫେ / ଅଜ୍ଞାତ ବ୍ୟକ୍ତିଙ୍କ ବ୍ୟାଙ୍କ ବିବରଣୀ ବିଷୟରେ ଉଲ୍ଲେଖ କରନ୍ତୁ ନାହିଁ ✅ ଆଡମିଶନ ଅବଧି ସମାପ୍ତ ହେବା ପରେ, ସ୍ଲାଇଡ୍ ଅପ୍ ଛାତ୍ରମାନଙ୍କ ପାଇଁ ଆକାଉଣ୍ଟର FINAL SETTLEMENT ଉଚ୍ଚଶିକ୍ଷା ବିଭାଗ ସ୍ତରରେ ପ୍ରସ୍ତୁତ କରାଯାଇ ଅନଲାଇନରେ ଫେରସ୍ତ ହେବ ✅ REFUND FEES କେବଳ ଯେଉଁ ବ୍ୟାଙ୍କ ବ୍ୟାଙ୍କ ବିବରଣୀ CAF ଭରିବା ସମୟରେ ଉଲ୍ଲେଖ କରାଯାଇଥିବ, ସେହି ଆକାଉଣ୍ଟ କୁ ହିଁ ଫେରସ୍ତ ହେବ ✅ ଯେଉଁ ବ୍ୟାଙ୍କ ଆକାଉଣ୍ଟ ରୁ ଆଡ଼ମିଶନ FEES କଟା ଯାଇ ଥିବ,ସେ ଆକାଉଣ୍ଟ କୁ ଫେରସ୍ତ ହେବ ନାହିଁ ✅ CAF ଦାଖଲ କରିବା ପରେ CAF FEES ଫେରସ୍ତ ଦାବି କରାଯାଇପାରିବ ନାହିଁ ✅ ସମ୍ପୂର୍ଣ ଆଡ଼ମିଶନ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ I'D ଏବଂ PASSWORD ସୁରକ୍ଷିତ ରଖନ୍ତୁ ✅ ବ୍ୟାଙ୍କ ସହ ଲିଙ୍କ୍ ହୋଇ ଥିବା ଫୋନ୍ ନମ୍ବର ରେ INCOMING SMS ବ୍ୟବସ୍ଥା ଯେମିତି କାମ କରୁ ଥିବ

⭕KALIA SCHLORSHIP 2021⭕ 🔰BENEFICIARY KALIA YOJANA BENEFICIARY CHILDREN 🔰 ELIGIBILITY ↪️ B.ScB.Sc(agriculture) ↪️ B.Sc (Community Science) ↪️ B.Sc(Fisheries) ↪️ B.Sc (Forestry) ↪️ B.Sc (Horticulture) ↪️ B.Sc(Nursing) ↪️ B.Tech(agriculture ) ↪️ B.Tech/B.E ↪️ BDS ↪️ BHMS ↪️ ITI ↪️ MBBS ↪️ Polytechnics ↪️ B.PLAN ↪️ B.ARCH ↪️ D.Pharma ↪️ DMLT ♨️ OFFICIAL NOTICE https://bit.ly/3xx3AFy 🔰DOCUMENT REQUIRED ➡️ Aadhar Card ➡️ Income certificate ➡️ Caste Certificate ➡️ Resident Certificate ➡️ Farmer Certificate ➡️ Marksheet of Last Exam ➡️ Ration Card ➡️ Passport Size Photograph ➡️ Bank Account Details ➡️ Valid Mobile Number ➡️ HSE Certificate 🔰 APPLY START ➡️ 09/08/2021 ♨️ APPLY LINK https://cutt.ly/WQRMQFS

❇️POST MATRIC SCHOLARSHIP 2021❇️ 🔰 CATAGORY ➡️ ST ➡️ SC ➡️ OBC/SEBC ➡️ EBC 🔰 QUALIFICATION ➡️ +2,+3 ➡️ Polytechnic/ Diploma ➡️ Nursing/Pharmacy ➡️ Technical/Professional ➡️ BBA,BCA ➡️ I.T.I. / I.T.C. ➡️ M. Phill, M. Sc. ➡️ Ph.D, Applied Art ➡️ B. Ed., B. Sc. etc... 🔰 FAMILY INCOME NOT EXCEED Rs. 250000.00 PER ANNUM 🔰 OFFICIAL NOTICE https://cutt.ly/ZQRnskg 🔰 DOCUMENT REQUIRED ➡️ AADHAR CARD ➡️ INCOME CERTIFICATE ➡️ CASTE CERTIFICATE ➡️ RESIDENCE CERTIFICATE ➡️ INCOME CERTIFICATE ➡️ SPECIAL CATAGORY CERTIFICATE ➡️ BANK PASSBOOK COPY ➡️ PASSPORT SIZE PHOTO ➡️ INSTITUTE DECLARATION CERTIFICATE ➡️ MARKSHEET OF LAST EXAM ଆବେଦନ ୧୦ ତାରିଖ(ନବୀକରଣ) ରେ ଆରମ୍ଭ ହେବ। ତା ପୂର୍ବରୁ ଆପଣ ମାନଙ୍କୁ ସମସ୍ତ ସୂଚନା ପ୍ରଦାନ କରାଯିବ

✅ +2 PHASE-III ADMISSION UPDATE ✅ MERIT LIST OUT ➡️ https://cutt.ly/9TLjbwh

https://youtu.be/MzANPn4mvmA BSF Constable Recruitment 2021 Full Details ....🔥🔥 Plz Do Like , Share & Subscribe......