ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 279 مشتركاً، محتلاً المرتبة 16 353 في فئة التعليم والمرتبة 33 242 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 279 مشتركاً.

بحسب آخر البيانات بتاريخ 04 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -222، وفي آخر 24 ساعة بمقدار -5، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 17.41‎%. وخلال أول 24 ساعة من النشر يحصد المحتوى عادةً 4.37‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 138 مشاهدة. وخلال اليوم الأول يجمع عادةً 537 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 3.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 05 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 279
المشتركون
-524 ساعات
-647 أيام
-22230 أيام
أرشيف المشاركات
photo content

photo content

photo content

https://youtu.be/vLe8ouqJRhk +୨ ମୂଲ୍ୟାଙ୍କନ ତ୍ରୁଟି ବଡ଼ ଅପଡେଟ୍ ୨୦୨୨ ଇ-ମୂଲ୍ୟାଙ୍କନ ଉତ୍ତର ଖାତାରେ ୪୦ ରୁ ୪୪ ମାର୍କ ଭୁଲ୍ ହେଉଛି ... ପିଲା ଚିନ୍ତାରେ 🤔🤔 Must Watch & Share👆👆👆

‼️ FAKE NEWS ALERT ‼️
‼️ FAKE NEWS ALERT ‼️

photo content

photo content

https://youtu.be/4CLhZm0KHmY Scholarship Most Asked Questions👇👇👇 ➡️State Scholarship ଟଙ୍କା ମିଳିନି କଣ କରିବି ? ➡️2nd Phase ଟଙ୍କା କେବେ ଏବଂ କେତେ ଟଙ୍କା ମିଳିବ ? ➡️କିପରି ଚେକ୍ କରିବେ ସ୍କଲାର ସିପ୍ ଟଙ୍କା ମିଳିଛି କି ନାହିଁ Must Watch & Share👆👆

https://youtu.be/KPMxsMStpK0 ୧୭ରୁ ଖୋଲିବ ସ୍କୁଲ ଓ କଲେଜ୍ ସକାଳ 9:30 ରୁ 4:30 ପର୍ଯ୍ୟନ୍ତ ପାଠ ପଢ଼ା ହେବ Must Watch & Share👆👆👆

ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା🎉🎊🎈 ଜୟ ଜଗନ୍ନାଥ 🙏🌸🌼

⭕ ଭାରତୀୟ ସେନାରେ ଭର୍ତ୍ତି ହେବାର ନୂଆ ପ୍ରକ୍ରିୟା ⭕ ଘୋଷଣା ହେଲା ‘ଅଗ୍ନିପଥ’ ସ୍କିମ ⭕ ‘ଅଗ୍ନିପଥ’ ସ୍କିମ ଅନୁଯାୟୀ ‘ଅଗ୍ନିବୀର’ ହୋଇ ଯୋଗଦେଉଥିବା ଯବାନମାନେ ଚାରି ବର୍ଷ ପାଇଁ ତିନୋଟି ସେନାରେ ସାମିଲ ହୋଇ ଦେଶର ସେବା କରିବେ ⭕ କେବଳ ୧୭-୨୧ବର୍ଷୀୟ ମହିଳା ଓ ପୁରୁଷ ଏହି ସ୍କିମର ଲାଭ ଉଠାଇପାରିବେ ⭕ କେବଳ ୪ବର୍ଷ ପାଇଁ ମିଳିବ ନିଯୁକ୍ତି ⭕ ମାସିକ ଦରମା ୩୦,୦୦୦-୪୦,୦୦୦ ରହିବ ⭕ ସେବା ସମୟରେ ଯୋଗ୍ୟତା ଏବଂ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ୨୫ପ୍ରତିଶତ ଯବାନମାନଙ୍କୁ ଦୀର୍ଘ ବର୍ଷ ଧରି କାମ କରିବା ପାଇଁ ସେନାରେ ସାମିଲ କରାଯିବ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

ସୁନ୍ଦର ଦିଶୁଛି ମୋ କାଳିଆ ସାଆନ୍ତ ..🙏🙏 ଫୁଲ ତୁଳସୀରେ ସଜେଇ ହୋଇଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂରତୀଙ୍କ ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ଭକ୍ତ
ସୁନ୍ଦର ଦିଶୁଛି ମୋ କାଳିଆ ସାଆନ୍ତ ..🙏🙏 ଫୁଲ ତୁଳସୀରେ ସଜେଇ ହୋଇଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂରତୀଙ୍କ ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ଭକ୍ତ

ସ୍ନାନବେଦୀରେ ହାତୀ (ଗଜାନନ) ବେଶରେ ମହାପ୍ରଭୁ
ସ୍ନାନବେଦୀରେ ହାତୀ (ଗଜାନନ) ବେଶରେ ମହାପ୍ରଭୁ

ଏପାଖେ ବଳିଆ ସେପାଖେ କାଳିଆ ମଝିରେ ସୁନ୍ଦର ଦିଶୁଛନ୍ତି ମା ସୁଭଦ୍ରା 🙏 ସ୍ନାନମଣ୍ଡପରେ ମହାପ୍ରଭୁ । ଦାରୁଦିଅଁଙ୍କର ଦର୍ଶନ କରୁଛନ୍ତି ଭକ୍ତ । ଦେଖନ୍
ଏପାଖେ ବଳିଆ ସେପାଖେ କାଳିଆ ମଝିରେ ସୁନ୍ଦର ଦିଶୁଛନ୍ତି ମା ସୁଭଦ୍ରା 🙏 ସ୍ନାନମଣ୍ଡପରେ ମହାପ୍ରଭୁ । ଦାରୁଦିଅଁଙ୍କର ଦର୍ଶନ କରୁଛନ୍ତି ଭକ୍ତ । ଦେଖନ୍ତୁ, ଏ ମନଲୋଭା ଚିତ୍ରକୁ.....

ଦେବସ୍ନାନ ପୂର୍ଣ୍ଣିମା କେଉଁ ଦିଅଁ ସ୍ନାନ କରିବେ କେତେ ପାଣିରେ ?
ଦେବସ୍ନାନ ପୂର୍ଣ୍ଣିମା କେଉଁ ଦିଅଁ ସ୍ନାନ କରିବେ କେତେ ପାଣିରେ ?

#BREAKINGNEW ➡️ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ➡️ସରକାରଙ୍କ ଦ୍ୱାରା ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀଙ୍କ ନିର
#BREAKINGNEW ➡️ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ➡️ସରକାରଙ୍କ ଦ୍ୱାରା ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ➡️ସବୁ ମନ୍ତ୍ରାଳୟ ଓ ବିଭାଗର ମାନବସମ୍ବଳ ସ୍ଥିତି ସମୀକ୍ଷା ପରେ ନିର୍ଦ୍ଦେଶ

photo content

photo content

photo content

photo content