ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 249 مشتركاً، محتلاً المرتبة 16 371 في فئة التعليم والمرتبة 33 276 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 249 مشتركاً.

بحسب آخر البيانات بتاريخ 07 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -234، وفي آخر 24 ساعة بمقدار -11، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 16.34‎%. وخلال أول 24 ساعة من النشر يحصد المحتوى عادةً 4.22‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 002 مشاهدة. وخلال اليوم الأول يجمع عادةً 517 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 4.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 08 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 249
المشتركون
-1124 ساعات
-607 أيام
-23430 أيام
أرشيف المشاركات
ପରୀକ୍ଷା ଦେବେ କେମିତି ? ପ୍ରଧାନମନ୍ତ୍ରୀଙ୍କ ଟିପ୍ସ :👇👇 – ପରୀକ୍ଷାକୁ ପର୍ବ ବୋଲି ଭାବିଲେ ପରୀକ୍ଷାର ମଜା ନେଇପାରିବା – ଜୀବନରେ ଆଗକୁ ବଢିବାକୁ ହେଲେ ଖେଳିବାର ଆବଶ୍ୟକତା – ନଖେଳିଲେ ନିଜର ଅନ୍ତର୍ନିହିତ ପ୍ରତିଭା ବାହାରକୁ ଆସିବ ନାହିଁ – ପରୀକ୍ଷା ପୂର୍ବରୁ ନିଜକୁ ଚାପମୁକ୍ତ ରଖିବା ନିହାତି ଜରୁରୀ – ଅଧିକ ଭାବିଲେ ମନରେ ଅଧିକ ଚାପ ବଢିବ – ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଜୀବନର ଏକ ଅଂଶ ବୋଲି ଭାବନ୍ତୁ – ଭଲ କରିବାର ବିଶ୍ୱାସ ରହିଲେ, ପରୀକ୍ଷା ଅଧିକ ସହଜ ହୋଇଯାଏ – ସୋସିଆଲ ମିଡିଆ ଓ ମୋବାଇଲ ଗେମ୍ ବ୍ୟବହାରର ବଦଭ୍ୟାଷ ଛାଡନ୍ତୁ – ‘ଅନ୍ଲାଇନ୍’ ଓ ‘ଅଫ୍ଲାଇନ୍’ ବଦଳରେ କିଛି ସମୟ ‘ଇନରଲାଇନ୍’ ହେବା ଜରୁରୀ ପରୀକ୍ଷା ଦେବେ କେମିତି ? ଶିକ୍ଷା ସଚିବଙ୍କ ଟିପ୍ସ : – ‘ପରୀକ୍ଷା ପେ ଚର୍ଚ୍ଚା’ ପୂର୍ବରୁ ପରୀକ୍ଷାର ଅସଲ ଉଦ୍ଦେଶ୍ୟ କହିଲେ କେନ୍ଦ୍ର ଶିକ୍ଷା ସଚିବ – ପରୀକ୍ଷାରେ ନମ୍ବର ଅପେକ୍ଷା ଜ୍ଞାନର ମୂଲ୍ୟାୟନ ଅଧିକ ଜରୁରୀ କହିଲେ ଅନିତା କରୱାଲ – ବର୍ଷ ଶେଷ କିମ୍ବା କୋର୍ସ ଶେଷ ହେବା ପରେ ପରୀକ୍ଷା କରାଯାଇଥାଏ – ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ, ଉଚ୍ଚ ଶିକ୍ଷା, ଚାକିରି ପାଇଁ ପରୀକ୍ଷାର ଆବଶ୍ୟକତା ରହିଛି – ହେଲେ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତା ଜାଣିବା ପାଇଁ ପରୀକ୍ଷା ଏକ ମାଧ୍ୟମ ହେବା ଉଚିତ – ପରୀକ୍ଷା ପାଇଁ ପାଠ ପଢା ସହିତ ଛାତ୍ରଛାତ୍ରୀଙ୍କୁ ବିରତିର ମଧ୍ୟ ଆବଶ୍ୟକତା ରହିଛି – ଯାହା ଦ୍ୱାରା ପିଲାମାନଙ୍କ ମାନସିକ ବିକାଶ ବୃଦ୍ଧିରେ ଅଧିକ ସହାୟକ ହୋଇଥାଏ – ଏସୀୟ ଦେଶ ଗୁଡ଼ିକ ଶିକ୍ଷା କ୍ଷେତ୍ରରେ ୟୁରୋପୀୟ ଢାଞ୍ଚାକୁ ଆପଣାଇଥିଲେ – ଜାତୀୟ ଶିକ୍ଷା ନୀତିରେ ପ୍ରଥମ ଥର ଛାତ୍ରଛାତ୍ରୀଙ୍କୁ ସୁହାଇବା ଭଳି ବ୍ୟବସ୍ଥା ହୋଇଛି – ପିଲାଙ୍କୁ ଚାପ ମୁକ୍ତ କରିବା ପାଇଁ ‘ଫେଲ୍’ ଶବ୍ଦକୁ ଉଠାଇ ଦେଇଛି ସିବିଏସ୍ଇ – ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ‘ସଫଲ’ ଆଧାରରେ ମୂଲ୍ୟାୟନ ହେଉଛି – ସଫଲ ଅର୍ଥାତ୍ ଷ୍ଟ୍ରକ୍ଚରର୍ଡ ଆସେସେମେଣ୍ଟ ଫର ଆନାଲାଇଜିଂ ଲର୍ଣ୍ଣିଂ – ଏହି ପଦ୍ଧତିରେ ଘୋଷାପାଠର ମୂଲ୍ୟାୟନ ନକରି ଜୀବନ ଅନୁଭୂତିରୁ ଆହରଣ କରିଥିବା ଜ୍ଞାନର ମୂଲ୍ୟାୟନ ହେଉଛି – ପିଲାଙ୍କ ଉପରୁ ପରୀକ୍ଷା ଚାପ କମାଇବା ପାଇଁ ଶିକ୍ଷକମାନେ ନୂଆ ଢାଞ୍ଚାରେ ପ୍ରଶ୍ନପତ୍ର ତିଆରି କରୁଛନ୍ତି – ପରୀକ୍ଷା ପଦ୍ଧତିରେ ଏଭଳି ପରିବର୍ତ୍ତନର ସୁଫଳ ମଧ୍ୟ ମିଳିବାରେ ଲାଗିଛି – ଏନଏଏସ୍ ୨୦୧୭ ଅନୁସାରେ ଅନ୍ୟ ବୋର୍ଡ ତୁଳନାରେ ସିବିଏସ୍ଇ ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି

chemestry practical.pdf

Physics Practical Question.pdf

https://youtu.be/Aur2Fdct55Y +2 Board Exam Most Important Questions Art's👇👇 History (ଇତିହାସ) 13ଟି CHSE Most Important Long For Board Exam 2022 (ଥରେ ମାତ୍ର ଦେଖନ୍ତୁ ଜାଣିପାରିବେ) Most Watch & Share Every Students👆👆

https://youtu.be/hXDI11Bif_Y State Scholarship କୁ ନେଇ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଏହି ଭୁଲ୍ କରିଥିଲେ Scholarship ଟଙ୍କା ମିଳିବନି ...ଶୀଘ୍ର ଦେଖନ୍ତୁ ସମୟ କମ୍ ଅଛି Last Date- 5.04.2022 Most Watch & Share Every Students👆👆👆

🟡 LIVE LINK OF PARIKSHA PE CHARCHA 2022 ON APRIL 1ST 2022 ➡️ https://youtu.be/LO3jZcDe8VA ଆଜି Join Now 11.00Am
🟡 LIVE LINK OF PARIKSHA PE CHARCHA 2022 ON APRIL 1ST 2022 ➡️ https://youtu.be/LO3jZcDe8VA ଆଜି Join Now 11.00Am

+2 Admit Card Download ସମୟରେ Invalid Registration No. Or Date of Birth Show କରୁଛି କି କେହିବି ବ୍ୟସ୍ତ ହୁଅନ୍ତୁ ନାହିଁ ....... Webs
+2 Admit Card Download ସମୟରେ Invalid Registration No. Or Date of Birth Show କରୁଛି କି କେହିବି ବ୍ୟସ୍ତ ହୁଅନ୍ତୁ ନାହିଁ ....... Website Problem achhi ଯେତେ ବେଳେ ଠିକ୍ ହୋଇଯିବ ମୁଁ ଜଣାଇଦେବି

ମୋ ମାଟି ମୋ ପାଇଁ ସ୍ୱର୍ଗ... ମୋ ଭାଷା ମୋ ପାଇଁ ଗର୍ବ... ସେଥିପାଇଁ ତ ମୁଁ ଛାତି ଫୁଲେଇ ଗର୍ବରେ କୁହେ ମୁଁ ଓଡିଆ, ମୋ ଭାଷା ବଢିଆ... ପବିତ୍ର ଉତ୍କ
ମୋ ମାଟି ମୋ ପାଇଁ ସ୍ୱର୍ଗ... ମୋ ଭାଷା ମୋ ପାଇଁ ଗର୍ବ... ସେଥିପାଇଁ ତ ମୁଁ ଛାତି ଫୁଲେଇ ଗର୍ବରେ କୁହେ ମୁଁ ଓଡିଆ, ମୋ ଭାଷା ବଢିଆ... ପବିତ୍ର ଉତ୍କଳ ଦିବସରେ ସମସ୍ତଙ୍କୁ Sukant Tutorial ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ।

ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ । ଚାପ ମୁକ୍ତ ହୋଇ କେମିତି ପରୀକ୍ଷା ଦେବେ ପିଲା ଟିପ୍ସ ଦେବେ ମୋଦୀ
ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ । ଚାପ ମୁକ୍ତ ହୋଇ କେମିତି ପରୀକ୍ଷା ଦେବେ ପିଲା ଟିପ୍ସ ଦେବେ ମୋଦୀ

Admit card Download any doubts comments ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

https://youtu.be/NDM3GTW26S8 କିପରି ନିଜର +2 Admit Card ଚେକ୍ କରିବେ କିମ୍ବା Download କରିବେ ନିଜ Phone ରେ ଜାଣନ୍ତୁ ନିଜର Registration No. କେଉଁଠୁ ପାଇବେ ? Most Watch & Share Your Friends👆👆

ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସକାଳୁଆ ଖୋଲିବା ପାଇଁ ରାଜ୍ଯ ସରକାର ନିର୍ଦ୍ଦେଶ
ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସକାଳୁଆ ଖୋଲିବା ପାଇଁ ରାଜ୍ଯ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲରେ ପାନୀୟଜଳ ଉପଲବ୍ଧ ରହିବ ଏବଂ କୋଭିଡ ନିୟମ ପାଳନ କରାଯିବ। ସ୍କୁଲ ଖୋଲାଯିବା ସମୟ: ୧ମରୁ ୮ମ ଶ୍ରେଣୀ: ୬.୩୦ରୁ ୧୦.୩୦ ୯ମରୁ ୧୨ଶ ଶ୍ରେଣୀ: ୭.୩୦ ରୁ ୧୧.୩୦ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

⭕IMPORTANT UPDATE⭕ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତ୍ତନ । ଏପ୍ରିଲ ୨ରୁ ରାଜ୍ୟର ସମସ୍ତ ସ୍କୁଲରେ ହେବ ସକାଳୁଆ କ୍ଲାସ । ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ । ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ସକାଳ ୭ଟାରୁ ୧୧ଟା ୩୦ ଯାଏଁ ଚାଲିବ । ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

Join 10th Trigonometry Class Live On 9.00 p.m 🔥🔥🔥🔥🔥🔥 Topic-Trigonometry MCQ(Saurav Testpapers) 🔥🔥🔥🔥🔥🔥 Important Class For Summative Assessment 2 🔥🔥🔥🔥🔥🔥 MUST JOIN 👇👇👇👇 https://youtu.be/LdQtrhKci0c

https://youtu.be/BP4fJnsMMSQ ଆସିଗଲା +2 ପିଲାଙ୍କ Admit Card 👆👆👆

https://youtu.be/Zd7x6p-Z_e4 H & FW Dept Odisha ତରଫରୁ ବହୁତ ବଡ଼ ନିଯୁକ୍ତି ଶୀଘ୍ର ଦେଖନ୍ତୁ 👆👆👆

ଲୋକେ କହନ୍ତି ,ମଣିଷର ଅସୁବିଧା ସମୟରେ ଭଗବାନ ମଣିଷ ହୋଇ ସାହାଯ୍ୟ କରିବାକୁ ଆସନ୍ତି... ଆମେ ସେ ଭଳି ମଣିଷକୁ କେବେବି ଭୁଲିବା ନାହିଁ 🙏ଜୟ ଜଗନ୍ନାଥ🙏

ମଣିଷ ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । ଏତିକି ଫରକ ଯେ, ସୁଖ ବେଳେ ଖୁସି ହେଉଥାଉ ଏବଂ ଦୁଃଖ ବେଳେ ଦୁଃଖୀ ହେଉଥାଉ ....ଆମେ କେବେ ଦୁଃଖ ହେଲେ ଭାଙ୍ଗି ପଡିବାନି .... ଯଦି ଭାଙ୍ଗି ପଡିବା ଜୀବନରେ ଆମେ ହାରିଯିବା... ଯଦି ଜୀବନରେ କିଛି ବି ଦୁଃଖ ଆସୁଛି... ତ ଭାବିନେବା ଭଗବାନ ଆମକୁ ପରୀକ୍ଷା କରୁଛନ୍ତି .... ଆଉ ସେ ପରୀକ୍ଷାରେ ଆମେ ନିଶ୍ଚିତ ଜିତିବା । ତେଣୁ କେହିବି ଦୁଃଖ ସମୟରେ ଭାଙ୍ଗି ପଡିବାନି ଯଦି ଭାଙ୍ଗି ପଡିବା ଆଗକୁ ବଢ଼ି ପାରିବା ନାହିଁ ଶେଷରେ - ଏ ସମୟ ବଦଳି ଯିବ

ଆପଣ ମାନଙ୍କର କେଉଁ Class...?
Anonymous voting

ଆଗକୁ ଆମ Channel ସବୁ Update ପାଇବା ପାଇଁ Telegram Channel ରେ Members ବଢ଼ାନ୍ତୁ ...... Join - @SukantTutorial