ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 274 مشتركاً، محتلاً المرتبة 16 321 في فئة التعليم والمرتبة 33 150 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 274 مشتركاً.

بحسب آخر البيانات بتاريخ 10 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -172، وفي آخر 24 ساعة بمقدار 10، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 17.06‎%. وخلال أول 24 ساعة من النشر يحصد المحتوى عادةً 4.29‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 094 مشاهدة. وخلال اليوم الأول يجمع عادةً 526 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 3.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 11 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 274
المشتركون
+1024 ساعات
-97 أيام
-17230 أيام
أرشيف المشاركات
⭕ହଜାରେ ଛାତ୍ରଛାତ୍ରୀଙ୍କୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି⭕ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଏକ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ୧୦ ହଜାର ଟଙ୍କା ଲେଖାଏ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏବାବଦରେ ଆଜି ଏକ କୋଟି ଟଙ୍କା ଦିଆଯାଇଛି। ମାଟ୍ରିକ୍‌ ପରୀକ୍ଷାରେ ସାମଗ୍ରିକ ଭାବେ ଓ ଗଣିତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବୃତ୍ତି ପ୍ରଦାନ କରାଯାଇଥାଏ। ଏଥିପାଇଁ ମାଟ୍ରିକ୍‌ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ଦୁଇ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚଳିତବର୍ଷ ୧୦୨୭ ଜଣ ଅନ୍‌ଲାଇନରେ ଆବେଦନ କରିଥିଲେ। କଲେଜ ଅଧକ୍ଷଙ୍କ ସୁପାରିଶ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ସେଥିମଧ୍ୟରୁ ମେରିଟ୍‌ ଆଧାରରେ ଏକ ହଜାର ଜଣଙ୍କୁ ବୃତ୍ତି ପ୍ରଦାନ କରାଯାଇଛି ଏଥିସହ ୨୦୨୧-୨୨ ଶିକ୍ଷାବର୍ଷରେ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ଏକ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା‌ ଲେଖାଏ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ ପାଇଁ ଷ୍ଟେଟ୍‌ ସ୍କଲାରସିପ୍‌ ପୋର୍ଟାଲରେ ଆବେଦନ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। ମେଧାବୀ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ। ସେହିପରି ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦ ହଜାର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୩ ହଜାର ଲେଖା‌ଏ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି। ଡିସେମ୍ବର ୫ ତଥା‌ ଗତକାଲି ଏହାର ଶେଷ ତାରିଖ ସୁଦ୍ଧା ମାତ୍ର ୧୯୨୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ତାହାକୁ ନଜରରେ ରଖି ଆବେଦନ ସମୟ ସୀମାକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବୃତ୍ତି ସିବିଏସ୍‌ଇ, ଆଇସିଏସ୍‌ଇ, ସିଏଚ୍‌ଏସ୍‌ଇ ବୋର୍ଡ ଅଧୀନରେ ପଢ଼ୁଥିବା ଏବଂ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଯେପରି ଏହି ବୃଦ୍ଧି ପାଇଁ ଆବେଦନ କରନ୍ତି ସେଥିପ୍ରତି ସେମାନଙ୍କୁ ଉତ୍ସାହିତ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଛାତ୍ରଛାତ୍ରୀ ଏହାର ସୁଯୋଗ ନେବା ସହ ଅଧ୍ୟୟନରେ ମନଯୋଗୀ ହେବାକୁ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆହ୍ୱାନ ଦେଇଛନ୍ତି

🙏ଜୟ ଜଗନ୍ନାଥ🙏ସମସ୍ତଙ୍କୁ ଶୁଭ ସକାଳ ........
🙏ଜୟ ଜଗନ୍ନାଥ🙏ସମସ୍ତଙ୍କୁ ଶୁଭ ସକାଳ ........

ମେଧାବୀ ଛାତ୍ରଛାତ୍ରୀଙ୍କୁ ପଠାଣି ସାମନ୍ତ ମେଧାବୃତ୍ତି ପ୍ରଦାନ ସମ୍ପର୍କିତ ପ୍ରେସ୍ ବିବୃତି
ମେଧାବୀ ଛାତ୍ରଛାତ୍ରୀଙ୍କୁ ପଠାଣି ସାମନ୍ତ ମେଧାବୃତ୍ତି ପ୍ରଦାନ ସମ୍ପର୍କିତ ପ୍ରେସ୍ ବିବୃତି

✅ ODISHA STATE SCHOLARSHIP IMPORTANT UPDATE ⭕ NOTICE FOR SCHEDULED CASTE(SC) BENEFICIARIES As per stipulations of Ministry of Social Justice and Empowerment, Govt. of India, the payment of Post-matric scholarship to SCHEDULED CASTE students will be made in two phases separately. In first phase, the 40% state share will be released by State Govt. and 60% share will be released directly by Ministry of Social Justice and Empowerment, Govt. of India in the student’s account

Sukant Tutorial ଚାନେଲ ର ଲିଙ୍କ ଟିକୁ ସମସ୍ତ ସାଙ୍ଗ ଓ ସାନ ଭାଇ ଭଉଣୀଙ୍କୁ ପଠାଅ ସମସ୍ତେ ପଢିବେ ଓ ବଢ଼ିବେ......🙏 ଜୟ ଜଗନ୍ନାଥ .......🙏 ଲିଙ୍କ👇👇 https://youtube.com/channel/UC9GfJHTsvj4KP6Rfh_Wt5bQ ନିବେଦନ From Sukant ....

✅ When it was founded _ ? ⭕ YouTube : 2005 ⭕ Facebook : 2004 ⭕ Snapchat : 2011 ⭕ Instagram : 2010 ⭕ Tumblr: 2007 ⭕ LinkedIn: 2002 ⭕ Wikipedia: 2001 ⭕ Pdf Market- 2020 ⭕ Baidu: 2000 ⭕ Tencent: 1999 ⭕ Paypal: 1998 ⭕ Netflix: 1997 ⭕ Yahoo: 1994 ⭕ Amazon: 1994 ⭕ Google: 1998.

ଆପଣମାନେ Support କରିବେ ତ ???
Anonymous voting

କାଲିଠାରୁ +2 1st Year Art's Class Start ହେବ । କାରଣ Quarter end ତିନିଟା & Year end (Annual exam) ହେବ ତ ସେଥିପାଇଁ Start କରିବି ..... ଆପଣଙ୍କର କେଉଁ Class Video ଆବଶ୍ୟକ ?
Anonymous voting

Please Join Live Class

✅ +3 PHASE-II IMPORTANT UPDATE ✅ ⭕ ଯଦି ଆପଣ ମାନେ PHASE II ର FIRST SELECTION ରେ ଯୋଗ୍ୟ ବିବେଚିତ ହେଉଛନ୍ତି,ତେବେ ଆପଣ INTIMATION LETTER , AUTO-GENERATED CLC ଏବଂ ଅନ୍ୟ ସମସ୍ତ ପ୍ରମାଣ ପତ୍ର ନେଇ କଲେଜ୍ ରେ ଆଡ଼ମିଶନ କରିବେ ⭕ ଯଦି ମନୋନୀତ ଆବେଦନକାରୀ ଆଡମିଶନ ନ ନିଅନ୍ତି, ତେବେ ତାଙ୍କ ନାମ ପରବର୍ତ୍ତୀ ଚୟନ ପାଇଁ ବିଚାର କରା ହେବ ନାହିଁ ⭕ ସରଳ ଭାଷା ରେ ଯଦି ଆପଣ SECOND SELECTION ରେ ଆଡ଼ମିଶନ କରିବାକୁ ଆଗ୍ରହୀ ଏବଂ FIRST SELECTION ରେ SELECTED ହେଇଛନ୍ତି, ତେବେ ଆପଣ ଆଡ଼ମିଶନ କରିବାକୁ ବାଧ୍ୟ ⭕ ଯଦି ଆପଣ PHASE I ରେ ଆଡ଼ମିଶନ କରିଛନ୍ତି ଏବଂ PHASE-II SELECTED ହୋଇ ମଧ୍ୟ ଆଡ଼ମିଶନ କରିବାକୁ ଆଗ୍ରହୀ ନୁହନ୍ତି,ତେବେ INTIMATION LETTER DOWNLOAD କରନ୍ତୁ ନାହିଁ କାରଣ CLC AUTO-GENERATED ଦ୍ଵାରା ଆପଣଙ୍କ ନାମ ପୂର୍ବ କଲେଜରୁ କଟି ଯିବ ⭕ ଯଦି FIRST SELECTION ରେ ଯୋଗ୍ୟ ବିବେଚିତ ହୋଇ ନାହାନ୍ତି, ତେବେ SECOND SELECTION ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ⭕ ଯଦି FIRST SELECTION ପରେ ସିଟ୍ ବଳକା ରହି ଥାଏ,ତେବେ SECOND SELECTION ଆସି ପାରେ ⭕ ତୃତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ସମ୍ପର୍କିତ କୌଣସି ଅଫିସିଆଲ୍ ନୋଟିସ୍ ଆସି ନାହିଁ ⭕ ଯଦି ପ୍ରଥମ ଆଉ ଦ୍ଵିତୀୟ ପର୍ଯ୍ୟାୟ ପ୍ରକ୍ରିୟା ପରେ ସିଟ୍ ବଳକା ଥାଏ,ତେବେ ତୃତୀୟ ଆସି ପାରେ!!!! ⭕ ଆଡ଼ମିଶନ କରିବା ପୂର୍ବରୁ ଅନ୍ୟ କୌଣସି ଅଭିଯୋଗ ଥିଲେ କଲେଜ୍ କତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ

⭕+3 ADMISSION 2021⭕ ✅ CHECK LIST FOR ADMISSION ➡️ ORIGINAL CHSE CERTIFICATES & MARKSHEET ➡️ INTIMATION LETTER ➡️ 3 PASSPORT SIZE PHOTO ➡️ CONDUCT CERTIFICATE ➡️ MIGRATION CERTIFICATE (IF ANY) ➡️ LEAVING CERTIFICATE (AUTO GENERATED CLC IN SLIDE UP CASES) ➡️ HSE CERTIFICATE (FOR DOB) ➡️ RESERVATION (CASTE/PWD) CERTIFICATE (IF ANY) ➡️ WEIGHTAGE CERTIFICATE (IF ANY) ➡️ A SET OF SELF-ATTESTED PHOTOCOPIES OF ALL THE ABOVE DOCUMENTS

✅ B.Ed/B.H.Ed ADMISSION 2021 ✅ INTIMATION LETTER AVAILABLE ➡️ https://cutt.ly/3Yp3eWb

⭕କେବଳ ବାତ୍ୟା ପାଇଁ...... ବାତ୍ୟା ଜୱାଦ ପାଇଁ କାଲି ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା, ୪ ତାରିଖରେ ସ୍କୁଲ୍ ଛୁଟି ନେଇ ଗଣଶିକ୍ଷା ବିଭାଗର ନିର୍ଦ୍
⭕କେବଳ ବାତ୍ୟା ପାଇଁ...... ବାତ୍ୟା ଜୱାଦ ପାଇଁ କାଲି ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା, ୪ ତାରିଖରେ ସ୍କୁଲ୍ ଛୁଟି ନେଇ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ମୟୂରଭଞ୍ଜ ପାଇଁ ସ୍କୁଲ୍ ଛୁଟି ଘୋଷଣା

ବାତ୍ୟା ‘ଜୱାଦ’ର ଟିକିନିଖି ଖବର ଗୋଟିଏ କ୍ଲିକରେ, ପାଆନ୍ତୁ ଆପଣଙ୍କ ମୋବାଇଲରେ... https://kanaknews.com/cyclone-jawad-live-update/…
ବାତ୍ୟା ‘ଜୱାଦ’ର ଟିକିନିଖି ଖବର ଗୋଟିଏ କ୍ଲିକରେ, ପାଆନ୍ତୁ ଆପଣଙ୍କ ମୋବାଇଲରେ... https://kanaknews.com/cyclone-jawad-live-update/