ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 273 مشتركاً، محتلاً المرتبة 16 341 في فئة التعليم والمرتبة 33 207 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 273 مشتركاً.

بحسب آخر البيانات بتاريخ 09 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -192، وفي آخر 24 ساعة بمقدار 19، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 16.44‎%. وخلال أول 24 ساعة من النشر يحصد المحتوى عادةً 4.22‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 016 مشاهدة. وخلال اليوم الأول يجمع عادةً 517 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 3.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 10 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 273
المشتركون
+1924 ساعات
-307 أيام
-19230 أيام
أرشيف المشاركات
Big Update ⭕10th & +2 exams will be held after the end of the Course : School & Mass Education Minister Samir Ranjan Dash
Big Update ⭕10th & +2 exams will be held after the end of the Course : School & Mass Education Minister Samir Ranjan Dash

Important Update State scholarship ସମସ୍ତେ Video କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ

ଯେଉଁମାନେ State Scholarship Apply କରିଛନ୍ତି ନିଶ୍ଚୟ ଦେଖନ୍ତୁ , କଣ ପାଇଁ ଏ ପର୍ଯ୍ୟନ୍ତ Scholarship ଟଙ୍କା ମିଳିନି ଆଉ କଣ କଲେ Scholarship ଟଙ୍କା ମିଳିବ

Osepa Youtube Live Streaming Classes Links 🔥🔥🔥🔥🔥🔥 👇👇👇👇👇👇 https://youtu.be/d7SEgDCkCRA

🟡ଆଜିଠାରୁ ଖୋଲିଲା ସ୍କୁଲ ଓ କଲେଜ: ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ🟡 ସୋମବାରଠାରୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଓ କଲେଜ ଖୋଲିଛି। ଆଜିଠାରୁ ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଛି। ଏଥିସହ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିଛି। ସ୍କୁଲ ଓ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଅଫ୍‌ଲାଇନ୍‌ ପାଠପଢ଼ା ହେଲେ ସେମାନେ ଭଲ ଭାବେ ପାଠ ବୁଝିପାରିବେ ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଛନ୍ତି। କୋଭିଡ କଟକଣା ଭିତରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଗତକାଲି ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଖୋଲାଯାଇଥିଲା। କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଥିଲା। ସିଟ୍‌ଗୁଡ଼ିକ ମଧ୍ୟରେ ଯଥା ସମ୍ଭବ ଦୂରତା ରକ୍ଷା କରାଯାଇଛି।

✅ପ୍ରକାଶ ପାଇଲା ଆଇସିଏସ୍ଇ ଓ ଆଇଏସସିର ଟର୍ମ-୧ ରେଜଲ୍ଟ, କେମିତି ଜାଣିବେ✅ ବହୁ ପ୍ରତିକ୍ଷୀତ ଆଇସିଏସ୍‌ଇ ଓ ଆଇଏସ୍‌ସି ଟର୍ମ-୧ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିଆଇଏସସିଇ ପକ୍ଷରୁ ଆଜି ସକାଳେ ରେଜଲ୍ଟ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ cisce.org, results.cisce.org.କୁ ଯାଇ ନିଜର ରେଜଲ୍ଟ ଜାଣି ପାରିବେ ଚଳିତ ଶିକ୍ଷାବର୍ଷ ଠାରୁ ସିଆଇଏସସିଇ ପକ୍ଷରୁ ଆଇସିଏସ୍ଇ ଓ ଆଇଏସସି ବୋର୍ଡ ପରୀକ୍ଷାକୁ ଦୁଇଟି ଟର୍ମରେ ଭାଗ କରାଯାଇଛି। ଏହି ନିଷ୍ପତ୍ତି ଅନୁସାରେ ୨୦୨୧ ଡିସେମ୍ବର ମାସରେ ଟର୍ମ-୧ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରିଷଦ ପକ୍ଷରୁ ଟର୍ମ-୧ରୁ ଓଭରଅଲ ରେଜଲ୍ଟକୁ କେବଳ କମ୍ପ୍ୟୁଟର ଜେନେରେଟେଡ୍ ମାର୍କଶିଟ୍‌ ଆକାରରେ ରିଲିଜ୍ କରାଯାଇଛି। ତେଣୁ ପିଲାମାନେ କେବଳ କମ୍ପ୍ୟୁଟର ଦ୍ୱାରା ହିଁ ନିଜ ରେଜଲ୍ଟ ବିଷୟରେ ଜାଣିପାରିବେ।

A public notice regarding offline examinations in universities is circulating on social media & claims to be issued by @ugc_i
A public notice regarding offline examinations in universities is circulating on social media & claims to be issued by @ugc_india This public notice is #FAKE! University Grants Commission has NOT issued any such notice.

photo content
+1

Osepa youtube Live Streaming Classes Links 🔥🔥🔥🔥🔥🔥🔥 👇👇👇👇👇👇👇 https://youtu.be/Vkv3h1m_YSA

🌻Lata Mangeshkar (audio speaker iconlisten)) (born as Hema Mangeshkar; 28 September 1929 – 6 February 2022) was an Indian si
🌻Lata Mangeshkar (audio speaker iconlisten)) (born as Hema Mangeshkar; 28 September 1929 – 6 February 2022) was an Indian singer and music composer. She was widely considered as one of the greatest and most influential singers in India 🏆Awards 🥇National Film Awards 🥇BFJA Awards 🥇Filmfare Award for Best Female Playback Singer 🥇Filmfare Special Awards 🥇Filmfare Lifetime Achievement Award 🏆Honours 🌼Padma Bhushan (1969) 🌼Dadasaheb Phalke Award (1989) 🌼Maharashtra Bhushan (1997) 🌼Padma Vibhushan (1999) 🌼Bharat Ratna (2001) 🌼Legion of Honour (2006) Join us -https://t.me/SukantTutorial

ଦେଖନ୍ତୁ ଖବର କାଗଜ ଆମେ ପ୍ରିଣ୍ଟ କରୁନୁ । ଯାହା ବି ଦେଇଛି ଆମେ କହୁଚୁ । ଆଉ papar re ଦେଇଛି ମାନେ କିଛି ତ ସତ୍ୟତା ଥିବ ନା । ମୁଁ ଜାଣିଛି ଯେଉଁ
ଦେଖନ୍ତୁ ଖବର କାଗଜ ଆମେ ପ୍ରିଣ୍ଟ କରୁନୁ । ଯାହା ବି ଦେଇଛି ଆମେ କହୁଚୁ । ଆଉ papar re ଦେଇଛି ମାନେ କିଛି ତ ସତ୍ୟତା ଥିବ ନା । ମୁଁ ଜାଣିଛି ଯେଉଁ ମାନେ ତାଙ୍କ ପାଠ ପଢା ନେଇ serious ସେ ତାଙ୍କର ଆଗ ୩୫ ଦିନ ପାଇଁ ପ୍ଲାନ୍ କରି ସାରିଥିବା👍👍 ଆଉ ଯେଉଁ ମାନଙ୍କୁ fake ଲାଗୁଚି ସେମାନେ wt କର official ନୋଟିସ ଆସିବା ପଯ୍ୟନ୍ତ ।ତା ପରେ ଯାଇ prepara ହବ ପରୀକ୍ଷା ପାଇଁ 😏।

⭕ମାର୍ଚ୍ଚ ତୃତୀୟ ସପ୍ତାହରେ + ୨ ପରୀକ୍ଷା !⭕ ଫେବୃଆରୀ ୨୨ରୁ ପ୍ରାକ୍ଟିକାଲ , ମାର୍ଚ୍ଚ ୧୫ରୁ ଥିଓରୀ ପାଇଁ ଯୋଜନା ଚଳିତ ବର୍ଷର ଯୁକ୍ତଦୁଇ କଳା , ବିଜ୍ଞାନ , ବାଣିଜ୍ୟ ଏବଂ ଧନ୍ଦାମୂଳକ ପିଲାଙ୍କ ପରୀକ୍ଷା ମାର୍ଚ୍ଚରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଚାରବିମର୍ଶ ଚାଲିଛି । + ୨ ପିଲାଙ୍କ ଥିଓରୀ ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ କରିବାକୁ ବିଭାଗ ଯୋଜନା ରଖୁଥିବା ବେଳେ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୨୨ ତଥା ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନାଥାଉକି + ୨ ପରୀକ୍ଷା ପାଇଁ ଚଳିତ ବର୍ଷ କଳା , ବାଣିଜ୍ୟ ଓ ବିଜ୍ଞାନରେ ପାଖାପାଖ୍ ୩ ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଅପରପକ୍ଷେ ପରୀକ୍ଷା କାର୍ଯ୍ୟସୂଚୀ ସମ୍ପର୍କରେ + ୨ ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ବେଳେ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା ଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ୱେତପଦ୍ମାସନା ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭିଦେବ
ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା ଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ୱେତପଦ୍ମାସନା ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭିଦେବୈଃ ସଦା ବନ୍ଦିତା ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷ ଜାଡ଼୍ୟାପହା। ବିଦ୍ୟାଦାତ୍ରୀ ମା' ସରସ୍ୱତୀ ପୂଜା ତଥା ବସନ୍ତ ପଞ୍ଚମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ । ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ ? ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ
ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ । ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ ? ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର 'ଉତ୍କଳ ଗୌରବ' ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ଆସନ୍ତା ୭ ତାରିଖରୁ ରାଜ୍ୟର ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ପାଠପଢ଼ା, କ୍ଲାସ୍ ରୁମ୍ ପାଠପଢା ଆରମ୍ଭ ଯୋଗୁଁ ୬ ତାରିଖରୁ ଖୋଲିବ ଛାତ୍ରାବାସ, ୬ରୁ ଛାତ
ଆସନ୍ତା ୭ ତାରିଖରୁ ରାଜ୍ୟର ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ପାଠପଢ଼ା, କ୍ଲାସ୍ ରୁମ୍ ପାଠପଢା ଆରମ୍ଭ ଯୋଗୁଁ ୬ ତାରିଖରୁ ଖୋଲିବ ଛାତ୍ରାବାସ, ୬ରୁ ଛାତ୍ରାବାସ ଖୋଲିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି