ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 265 مشتركاً، محتلاً المرتبة 16 378 في فئة التعليم والمرتبة 33 263 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 265 مشتركاً.

بحسب آخر البيانات بتاريخ 08 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -220، وفي آخر 24 ساعة بمقدار -5، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 15.81‎%. وخلال أول 24 ساعة من النشر يحصد المحتوى عادةً 4.22‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 1 936 مشاهدة. وخلال اليوم الأول يجمع عادةً 517 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 3.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 09 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 265
المشتركون
-524 ساعات
-577 أيام
-22030 أيام
أرشيف المشاركات
https://youtu.be/0zh_BBjJXdU ଖୁବଶୀଘ୍ର ସମସ୍ତଙ୍କୁ State Scholarship ଟଙ୍କା ମିଳିବ .... ଦେଖନ୍ତୁ କେତେ ତାରିଖ ସୁଦ୍ଧା ମିଳିବ☝️☝️

https://youtu.be/eQcSytQK8FI Odisha Joint Entrance Examination (OJEE) -2022👇👇 ➡️କେଉଁ Course ପାଇଁ Admission ? ➡️ପରୀକ୍ଷା କେଉଁ Mode ହେବ ? ➡️Online Apply Date ? ➡️OJEE Exam Date ?

https://youtu.be/-5ePS_CMoSc 10th Board Exam Big Update 👇👇 Exam Pattern .... 🎯୮୦ ମାର୍କର ପରୀକ୍ଷା ହେବ ୫୦ ସଂକ୍ଷିପ୍ତ (MCQ) , ୩୦ ଦୀର୍ଘ ଉତ୍ତରମୂଳକ

☝️☝️Class 12th Chemistry Question Paper leak Maharashtra board
☝️☝️Class 12th Chemistry Question Paper leak Maharashtra board

⭕+୨ ପରୀକ୍ଷାରେ ମିଶିବ କ୍ବାଟରଲି ପରୀକ୍ଷା ମାର୍କ⭕ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ପରିଚାଳନା କରିବାପାଇଁ ଆସନ୍ତା ଏପ୍ରିଲ ମାସ ଶେଷ ସପ୍ତାହରେ ରାଜ୍ୟସରକାର ମନସ୍ଥ କରିଛନ୍ତି | ସେଥିପାଇଁ ଖୁବଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ଡେଟସିଟ | ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉଭୟ ଇଣ୍ଟେରନାଲ ଓ ଆସିଷମେଣ୍ଟ ଆଧାରରେ ମୂଲ୍ୟାୟନ କରାଯିବ | ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ କରିବାକୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ କ୍ବାଟର୍ଲି ପରୀକ୍ଷା ଆଧାରରେ ମୂଲ୍ୟାୟନ ପାଇବାକୁ ଚାହୁଁଥିଲେ | ସେଥ୍‌ପାଇଁ ସିଏଚଏସଇ ଲଗାତାର ବୈଠକ ବସାଇଆସୁଛନ୍ତି କେମିତି ମୂଲ୍ୟାୟନ କରାଯିବ ଏବଂ ସରକାରଙ୍କ ଉପରେ ଚାପ ପଡିଛି | ତତସହିତ ସରକାର ଦ୍ବାଦଶ ପିଲାମାନଙ୍କୁ ଦଶମ ଛାତ୍ରଛାତ୍ରୀଙ୍କ ପରି କିଛି ପ୍ରତିଶତ କ୍ବାଟର୍ଲି ମାର୍କ ଦେବାକୁ ଆଶାପ୍ରକାଶ କରିଛନ୍ତି ଏବଂ ପରୀକ୍ଷାରେ ସଂସ୍କାର ଆଣିବାକୁ ଚାହିଁଛନ୍ତି ।

https://youtu.be/yX-PkJJW0Wk +2 Board Exam Good News👇👇 ଯୁକ୍ତ ଦୁଇ ପିଲା ପାଇବେ କ୍ୱାଟରଲି ମାର୍କ Full Details ଜାଣିବା ପାଇଁ Video କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ☝️☝️

⚪ CHSE EXAM 2022 UPDATE ⚪ ଜାଣନ୍ତୁ କେବେ ବାହାରିବ SCHEDULE?
⚪ CHSE EXAM 2022 UPDATE ⚪ ଜାଣନ୍ତୁ କେବେ ବାହାରିବ SCHEDULE?

photo content

https://youtu.be/eHbyb7iX1DQ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ ☝️☝️☝️

Aadhar Link ଅଛି ତ State Scholarship ରେ Video Check କରନ୍ତୁ .... ନ ହେଲେ ପଇସା ମିଳିବନି ..... Video Link- https://youtu.be/4-VcvJPixfk

https://youtu.be/4-VcvJPixfk State Scholarship Money Latest Update👇 ➡️Scholarship ଟଙ୍କା କଣ ପାଇଁ କମ୍ ମିଳୁଛି ? ➡️ST ,OBC/SEBC, EBC କେବେ ଟଙ୍କା ମିଳିବ ? Aadhar link ଥିଲେ Scholarship ଟଙ୍କା ମିଳିବ.. ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ☝️☝️☝️

State Scholarship Important Update Coming Soon.....🥰

🟡 HSE EXAM 2022 UPDATE 🟡 FORM FILL-UP NOTICE OUT
🟡 HSE EXAM 2022 UPDATE 🟡 FORM FILL-UP NOTICE OUT

Please Share 10th Class Students Important achhi.... Summative Assessment -2 Exam ପାଇଁ Form fill up date ଆସିଛି ତେଣୁ Form Fill up ନ କରିପାରେ exam ଦେଇପାରିବେ ନାହିଁ ... Share କର ...🙏

https://youtu.be/Qjk3U1BgPYM 10th Class SA-2 Exam form up date.....& form up full details

Board Exam Best Tips 2022 ... By Pratap Sir ❤️ Coming Soon 17.03.2022 , At 7:00 PM
Board Exam Best Tips 2022 ... By Pratap Sir ❤️ Coming Soon 17.03.2022 , At 7:00 PM

https://youtu.be/OQ-JaJUuUCQ Adv.Anubha Shrivastava Sahai New Tweet ..👇👇 All The Govt. Consider 50% mark from internal Assessment & 50&% mark From Board Exam

State Scholarship କୁ ନେଇ Big Update ..... କାଲି Upload ହେବ .... ➡️ପିଲାଙ୍କର Problem👇 ➡️କଣ ପାଇଁ ଆମକୁ ପଇସା ମିଳିନି ? ➡️କେବେ ମିଳିବ ? ➡️ମୋର Status ଏମିତି Show କରୁଛି ତ ମତେ ପଇସା ମିଳିବ କି ନାହିଁ ? ➡️ମତେ Scholarship ପଇସା କମ୍ ମିଳିଛି ଆଉ ମିଳିବ କି ନାହିଁ ➡️ Scholarship କୁ ନେଇ ସବୁ Doubts Clear କରିବି ଏତେ ପିଲା Phone କଲେ, what's app massage କଲେ , Video ରେ Comments କଲେ Reply ଦେଇପାରୁନି ... ତେଣୁ Video ମାଧ୍ୟମରେ ସବୁ Douts Clear କରିବି (କେହିବି ବେସ୍ତ ହୁଅନ୍ତୁ ନାହିଁ) ସମସ୍ତେ Sukant Tutorial Channel କୁ Share କରନ୍ତୁ ମୁଁ ଆପଣ ମାନଙ୍କୁ Help କରୁଛି ତ ମତେ ବି Help କରନ୍ତୁ ...🙏 Pratap Sir...🙏 Sukant Tutorial ❤️❤️

ଯେଉଁମାନେ +2 Board Exam 2022 ଦେବେ ସେମାନଙ୍କ ପାଇଁ Best Tips For Board Exam 2022 ...... Date -17.03.2022 , Time -7:00 PM ରେ Upload ହେବ .... By.... Pratap Sir (ଜଗା Sir)🥰🥰 Sukant Tutorial

https://youtu.be/hGdPHmsE-XM ⭕ UG SEMESTER IMPORTANT UPDATE ⭕ଜାଣନ୍ତୁ ୨୩ ଏବଂ ୨୪ ବଦଳରେ କେବେ ହେବ ପରୀକ୍ଷା ?