ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 275 مشتركاً، محتلاً المرتبة 16 341 في فئة التعليم والمرتبة 33 207 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 275 مشتركاً.

بحسب آخر البيانات بتاريخ 09 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -192، وفي آخر 24 ساعة بمقدار 19، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 16.44‎%. وخلال أول 24 ساعة من النشر يحصد المحتوى عادةً 4.22‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 016 مشاهدة. وخلال اليوم الأول يجمع عادةً 517 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 3.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 10 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 275
المشتركون
+1924 ساعات
-307 أيام
-19230 أيام
أرشيف المشاركات
ଆଜି ବିଶ୍ଵ ବିଜୟୀ ସ୍ଵାମୀ ବିବେକାନନ୍ଦ ଙ୍କ 159 ତମ୍ ଜନ୍ମ୍ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଯୁବ ଦିବସ ରେ ଶୁଭେଛା
ଆଜି ବିଶ୍ଵ ବିଜୟୀ ସ୍ଵାମୀ ବିବେକାନନ୍ଦ ଙ୍କ 159 ତମ୍ ଜନ୍ମ୍ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଯୁବ ଦିବସ ରେ ଶୁଭେଛା

ଖୁବଶୀଘ୍ର Upload ହେବ Sukant Tutorial*.......🔥🔥
ଖୁବଶୀଘ୍ର Upload ହେବ Sukant Tutorial*.......🔥🔥

Join Your what's app group

Join What's app Group -:https://chat.whatsapp.com/CXTRoavjCaa9UVj7ga3s39 ଆମ What's app Group ରେ Join ହୁଅନ୍ତୁ ଯାହାର ଯାହା doubts ଅଛି ପଚାରି ପାରିବ

⚪ସୋମବାରଠୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ, ହଷ୍ଟେଲ ଛାଡିଲେଣି ଛାତ୍ରଛାତ୍ରୀ⚪ ସୋମବାରଠୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ । ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ କଲେଜ ବନ୍ଦ ରହିବ। କ୍ଲାସରୁମ୍ ପାଠପଢ଼ା ସହ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି। ଗତ ୭ ତାରିଖରେ ଏନେଇ ଘୋଷଣା କରାଯିବା ପରେ ଛାତ୍ରଛାତ୍ରୀ ରବିବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିଛନ୍ତି। ମାତ୍ର ସ୍କଲାର, ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗବେଷଣା, ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାକୁ କର୍ତୃପକ୍ଷ ଅନୁମତି ଦେଇପାରବେ । କର୍ମଚାରୀଙ୍କ ପାଇଁ ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଓ କଲେଜର ଶିକ୍ଷକ, କର୍ମଚାରୀମାନେ କାର୍ଯ୍ୟ କରିବେ। ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ। ତେବେ ଭର୍ଚୁଆଲ ତଥା ଅନ୍ ଲାଇନ୍ ପାଠପଢ଼ା ଜାରି ରଖିପାରିବେ।

କାଲି +3 Admission Refund money video upload heba .........

Join What's app Group -:https://chat.whatsapp.com/CXTRoavjCaa9UVj7ga3s39 ଆମ What's app Group ରେ Join ହୁଅନ୍ତୁ ଯାହାର ଯାହା doubts ଅଛି ପଚାରି ପାରିବ

Odisha State Scholarship portal Important massage for all students
Odisha State Scholarship portal Important massage for all students

First Video କୁ ଶେଷ ପର୍ଯ୍ୟନ୍ତ ଦେଖ ଯଦି ତଥାପି କୌଣସି Doubts ଅଛି massage କର .... What's app group ରେ Join ହେଇକି

ସବୁ ପିଲାଙ୍କ ପାଇଁ Important ଅଛି , ସମସ୍ତେ State Scholarship Apply କରିଥିବେ ଯଦି ଏହି Update କରି ନ ଥିବେ then State Scholarship ଟଙ୍କା ମିଳିବନି .... ସମସ୍ତେ Video କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଜାଣି ପାରିବେ ଆପଣଙ୍କର କଣ Problem ହେଇଛି ଆଉ କିପରି ସମାଧାନ କରିବେ ......👍

Higher Education Department Notice ....... Internal & semester exam big update

Most Watch Internal & Semester exam big update

ମୋ ସାଆନ୍ତ ଙ୍କ ଅଭଡ଼ା......🙏
ମୋ ସାଆନ୍ତ ଙ୍କ ଅଭଡ଼ା......🙏

ବହୁତ ପିଲା What's app group Join ହେଇଛନ୍ତି ସମସ୍ତଙ୍କୁ thanks... ଆଉ ଯେଉଁମାନେ Join ହେଇ ନାହାନ୍ତି ଏବେ Join ହେଇଯାଅନ୍ତୁ

Join What's app Group -:https://chat.whatsapp.com/CXTRoavjCaa9UVj7ga3s39 ଆମ What's app Group ରେ Join ହୁଅନ୍ତୁ ଯାହାର ଯାହା doubts ଅଛି ପଚାରି ପାରିବ