ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 295 مشتركاً، محتلاً المرتبة 16 359 في فئة التعليم والمرتبة 33 380 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 295 مشتركاً.

بحسب آخر البيانات بتاريخ 01 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -227، وفي آخر 24 ساعة بمقدار -8، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 20.76‎%. وخلال أول 24 ساعة من النشر يحصد المحتوى عادةً 4.01‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 554 مشاهدة. وخلال اليوم الأول يجمع عادةً 493 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 1.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 02 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 295
المشتركون
-824 ساعات
-657 أيام
-22730 أيام
أرشيف المشاركات
✅ବନ୍ୟା ପାଇଁ ASO ଲିଖିତ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ତାରିଖ ଘୋଷଣାକୁ ଅପେକ୍ଷା  ବନ୍ୟା ପରିସ୍ଥିତି ପାଇଁ ସ୍ଥଗିତ ରହିଲା ଏଏସଓ ପରୀକ୍ଷା । ଆସନ୍ତା ୨୧ରେ ଏଏସଓ ପରୀକ୍ଷା ହେବାକୁ ଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏଏସଓ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ୟାଦେଶ  ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରୀକ୍ଷା କେବେ ହେବ ଏନେଇ ଆସନ୍ତା ଦିନରେ ତାରିଖ ଘୋଷଣା ହେବ ବନ୍ୟା ପାଇଁ ପରୀକ୍ଷା ଘୁଞ୍ଚିବା ଦ୍ୱାରା ଏଏସଓ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି ପାଇଁ ଆହୁରି ସୁଯୋଗ ମିଳିବ । ବର୍ତ୍ତମାନ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି । ଏପରିକି ଘରେ ପାଣି ପସିଯିବା କାରଣରୁ ପିଲାମାନେ ପାଠ ପଢିପାରୁନାହାନ୍ତି କିମ୍ବା କୌଣସି ଆଶ୍ରୟସ୍ଥଳିରେ ଆଶ୍ରୟ ନେଇଛନ୍ତି । ତେଣୁ ଏଏସଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ହୋଇଛି @SukantTutorial

https://youtu.be/wOSQON0r36Y #BreakingNews ଆସିଗଲା ତାରିଖ କେବେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ ? Must Watch & Share👆👆

photo content

photo content

🔖 Check Your Group D Application Status Link Activated - http://recruitapp.in/rrb_gpd2019_level1/chk_status_login.php
🔖 Check Your Group D Application Status Link Activated - http://recruitapp.in/rrb_gpd2019_level1/chk_status_login.php

ଯୁକ୍ତ୨ କଟ ଅଫ୍ ମାର୍କ ପ୍ରକାଶିତ; ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଏକ ନମ୍ବର ପ୍ରକାଶ ପାଇଲା ଯୁକ୍ତ୨ କଟ ଅଫ ମାର୍କ । ଦୁଇଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ କଟ ଅଫ୍‌ ସହ ଆଗରେ ରହିଛି । ବିଜ୍ଞାନରେ ୯୪.୩୩ ପ୍ରତିଶତ, ବାଣିଜ୍ୟରେ ୮୪.୧୭ ପ୍ରତିଶତ ସହ ଆଗରେ ରହିଛି ରେଭେନ୍ସା । ସେହିଭଳି ବିଜ୍ଞାନରେ ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସଭିଏମ ଦ୍ୱିତୀୟ ଓ ୯୩% କଟଅଫ୍‌ ସହ ଭୁବନେଶ୍ୱର ବିଜେଡି କଲେଜ ତୃତୀୟରେ ରହିଛି । ଚଳିତ ବର୍ଷ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ୮୩.୫୦ ପ୍ରତିଶତ ସହ ଆଗରେ ରହିଛି । ରେଭେନ୍ସା ସମେତ ରାଜ୍ୟର ଟପ୍ ୧୦ଟି ସ୍କୁଲର କଟ ଅଫ୍ ମାର୍କ ପ୍ରକାଶ ପାଇଛି । ଆସନ୍ତା ୧୯ ତାରିଖରୁ ନାମଲେଖା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୪ ହଜାର ୪୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। @SukantTutorial❤️

ବନ୍ୟା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ପ୍ରସ୍ତୁତି ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ । ଆସନ୍ନ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି । ବିଭାଗ ପକ୍ଷରୁ ସମସ୍ତ DEO, DPC ଓ BEO ମାନଙ୍କୁ ନିର୍ଦ୍ଦେଶ ଜାରି । ପ୍ରଭାବିତ ଜିଲ୍ଲାର ସ୍କୁଲ ଘରକୁ ପ୍ରଶାସନ ଲାଗି ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ । ସ୍କୁଲ ଗୃହ ଆଶ୍ରୟସ୍ଥଳ ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ବ୍ୟବହୃତ ପାଇଁ ନିର୍ଦ୍ଦେଶ । ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ । ବର୍ଷାରେ ଯେପରି କୌଣସି ଡକ୍ୟୁମେଣ୍ଟ ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଆସନ୍ନ ବର୍ଷା ହେତୁ ଯେଉଁ କ୍ଷୟକ୍ଷତି ହେବ ତାର ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । DEO, DPC ଓ BEOମାନଙ୍କୁ ରିପୋର୍ଟ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ । ବର୍ଷା ଛାଡ଼ିବା ପରେ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ଲାଗି କୁହାଯାଇଛି । ଜିଲ୍ଲାପାଳଙ୍କ ବିନାନୁମତିରେ ମୁଖ୍ୟାଳୟ ଛାଡ଼ିବେନି DEO, DPC ଓ BEO ।

ହେ କଳା ସାଆନ୍ତେ... 🙏 ତୁମେ ରକ୍ଷାକର୍ତ୍ତା, ତୁମେ ତ୍ରାଣକର୍ତ୍ତା ଏ ସଙ୍କଟ ସମୟରେ ସାରା ଓଡିଶାକୁ ସାହା ହୁଅ ପ୍ରଭୁ । ଏ ବିପତ୍ତିରୁ ଉଦ୍ଧାର କର..
ହେ କଳା ସାଆନ୍ତେ... 🙏 ତୁମେ ରକ୍ଷାକର୍ତ୍ତା, ତୁମେ ତ୍ରାଣକର୍ତ୍ତା ଏ ସଙ୍କଟ ସମୟରେ ସାରା ଓଡିଶାକୁ ସାହା ହୁଅ ପ୍ରଭୁ । ଏ ବିପତ୍ତିରୁ ଉଦ୍ଧାର କର... ଜୟ ଜଗନ୍ନାଥ, ଜୟ ଜଗନ୍ନାଥ..

photo content

🟪 STATE SCHOLARSHIP IMPORTANT UPDATE Dates of Pre-matric application/approval at SCHOOL, WEO & DISTRICT level are extended till 26.08.2022, 29.08.2022 & 31.08.2022 respectively. @SukantTutorial

✅ OTET EXAM IMPORTANT UPDATE
✅ OTET EXAM IMPORTANT UPDATE

✅ +2 ADMISSION 2022 ❎ ADMISSION OF THE APPLICANTS SELECTED IN FIRST SELECTION ⭐ 19-Aug-2022 to 25-Aug-2022 (06:00 PM)

✅ DIPLOMA ADMISSION 2022 ❎ LAST DATE FOR ONLINE REGISTRATION/APPLICATION ⭐ 17.08.2022 (LE) & 17.08.2022 (1st Semester/1st Year)

✅ ITI ADMISSION 2022 ⭐ Last date for applying online CAF through http://dtetodisha.gov.in or http://samsodisha.gov.in (Phase-II)

ପୁରୀ: ବନ୍ୟା ପାଇଁ ୨ ଦିନ ସ୍କୁଲ ଛୁଟି । ୧୭ ଓ ୧୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କଲେ ଜିଲ୍ଲାପାଳ I ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ ନି
ପୁରୀ: ବନ୍ୟା ପାଇଁ ୨ ଦିନ ସ୍କୁଲ ଛୁଟି । ୧୭ ଓ ୧୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କଲେ ଜିଲ୍ଲାପାଳ I ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ I Tomorrow is a Holiday day For All.

photo content

https://youtu.be/-72jOg008ds +2 e-Admission Odisha 2022 କିପରି Download କରିବେ Intimation Letter ନିଜ ମୋବାଇଲରେ Must Watch & Share👆👆

https://youtu.be/7UasWQkFrMw ➡️ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ସ୍କଲାରସିପ୍ ୨୦୨୨ ➡️ପ୍ରତ୍ୟେକ ବର୍ଷ ମିଳିବ ୨୦,୦୦୦/- ➡️+2 ପାସ୍ ପିଲାଙ୍କ ଠାରୁ PG ପର୍ଯ୍ୟନ୍ତ ପିଲାଙ୍କ ପାଇଁ Must Watch & Share👆👆

photo content

ସୂର୍ଯ୍ୟର ଆୟୁଷ ସରି ଆସୁଛି 🥺🥺🥺
ସୂର୍ଯ୍ୟର ଆୟୁଷ ସରି ଆସୁଛି 🥺🥺🥺