ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 268 مشتركاً، محتلاً المرتبة 16 344 في فئة التعليم والمرتبة 33 229 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 268 مشتركاً.

بحسب آخر البيانات بتاريخ 05 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -222، وفي آخر 24 ساعة بمقدار -5، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 15.87‎%. وخلال أول 24 ساعة من النشر يحصد المحتوى عادةً 4.30‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 1 948 مشاهدة. وخلال اليوم الأول يجمع عادةً 528 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 4.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 06 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 268
المشتركون
-524 ساعات
-567 أيام
-22230 أيام
أرشيف المشاركات
➡️ ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ୧୬ ଏବଂ ୩୦ ତାରିଖ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
➡️ ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ୧୬ ଏବଂ ୩୦ ତାରିଖ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

Aaji Physics Exam Kemiti hela ????
Anonymous voting

We got 100% selection question in physics.. Congratulations Physics Exam ରେ ସବୁ Selection Questions ଭିତରୁ ହିଁ ଆସିଥିଲା ବହୁତ ପିଲାଙ୍କର Exam ଭଲ ହୋଇଛି ....👍 ଆଉ କିଛି ପିଲାଙ୍କର ଖରାପ ମଧ୍ୟ ହୋଇଛି .. କେହିବି ଖୁସି କିମ୍ବା ଦୁଃଖ ନ କରିକି ଆଗକୁ ଥିବା Exam ପାଇଁ ପାଠ ପଢ଼ା ଜୋରଦାର କରନ୍ତୁ 👍 @Sukant Tutorial

ସମସ୍ତେ Videoକୁ Share କରନ୍ତୁ .... ଯଦି ନ କରିବେ Important Class & Important Question PDF Share କର ଯିବ ନାହିଁ (ଆପଣ ମାନେ କେହି Share କରୁନାହାନ୍ତି ତେଣୁ କୁହାଗଲା) Must Share....

https://youtu.be/alSCiXGwf5E CHSE Physics Questions with Answer Key .......2022 Most Watch & Share👆👆

ପିଲାମାନେ Net Exam ପାଇଁ Class Start କରିବା ତା ପୂର୍ବରୁ Physics Answer ଆଲୋଚନା କରିବା

We got 100% selection question in physics.. Congratulations Physics Exam କେମିତି ହେଲା ପିଲାମାନେ Answer Video କୁ ଅପେକ୍ଷାକରନ୍ତୁ ବହୁତ ଶୀଘ୍ର ଆସିଯିବ

Physics Questions ଆସିଲେ Share କରିବ Answer ଆଲୋଚନା କରିବା ଅପେକ୍ଷା ରେ ରହିଲି❤️❤️

ଯୁକ୍ତ ୨ ପରୀକ୍ଷା Chemistry ପ୍ରଶ୍ନପତ୍ରରେ ତ୍ରୁଟି ପ୍ରସଙ୍ଗ ପରିଷଦକୁ ଚିଠି ଲେଖିଲା ଅଭିଭାବକ ମହାସଂଘ
ଯୁକ୍ତ ୨ ପରୀକ୍ଷା Chemistry ପ୍ରଶ୍ନପତ୍ରରେ ତ୍ରୁଟି ପ୍ରସଙ୍ଗ ପରିଷଦକୁ ଚିଠି ଲେଖିଲା ଅଭିଭାବକ ମହାସଂଘ

Logic gate ଯେମିତି ହେଲେ Questions ଆସିବ ..... ସମସ୍ତେ ଦେଖିକି ଯାଆନ୍ତୁ

May God make the exam easier for you! Don’t be nervous because I am sure you will be able to answer every question! My prayers are with you. Again I wish you the best for your exam. 🙏ଜୟ ଜଗନ୍ନାଥ🙏

ପିଲାମାନେ କେହିବି ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣଙ୍କର Physics & Vocational ପିଲାଙ୍କର Chemistry ପରୀକ୍ଷା ବହୁତ ଭଲ ହେବ ବହୁତ ସହଜ Questions ମଧ୍ୟ ଆସିବ

Physics all formula ଶେଷ ସମୟରେ ଟିକେ ଦେଖି ନିଅନ୍ତୁ ସମସ୍ତେ

ଚଳିତ ବର୍ଷ ୨୭ ମଇ ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବା ନେଇ ଆକଳନ ଜାରି କରାଯାଇଛି , ଯାହାକି ସ୍ୱାଭାବିକ ତାରିକ ଠାରୁ ପୂର୍ବରୁ ଛୁଇଁଇବା ନେଇ
ଚଳିତ ବର୍ଷ ୨୭ ମଇ ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବା ନେଇ ଆକଳନ ଜାରି କରାଯାଇଛି , ଯାହାକି ସ୍ୱାଭାବିକ ତାରିକ ଠାରୁ ପୂର୍ବରୁ ଛୁଇଁଇବା ନେଇ ଆକଳନ ଜାରି କରାଯାଇଛି | ଏହି ଆକଳନ ରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗ/ପଛ ହେବାର ସମ୍ଭାବନା ରହିଛି

https://youtu.be/ZRYXqRS4Pec CHSE Physics Most Important Numericals Questions With Solution 2022👆👆

https://youtu.be/qwjHT7KnvWA CHSE Physics Most Selection 5 marks Questions with Answer 2022 Important Questions For Board Exam 2022👆👆

https://youtu.be/ljChsTlxlJM CHSE Physics Most Selection 2marks Questions with Answer 2022👆👆

Vocational Science ପିଲା କି ଅଛନ୍ତି କି ???? Important Question Share କରିବା Reply

⭐ HSE EXAM 2022 IMPORTANT ⭐ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ରାଜ୍ୟରେ ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ୨୦ ତାରିଖ ସକାଳ ୧୦ ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବେ ପରୀକ୍ଷକ । ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହେବେ ।

🛑ଘୁଞ୍ଚିବନି ନିଟ୍ ପିଜି ପ୍ରବେଶିକା ପରୀକ୍ଷା, ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ🛑 ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ନିଟ୍ ପିଜି ପରୀକ୍ଷା । ଘୁଞ୍ଚିବନି NEET PG 2022 ପ୍ରବେଶିକା ପରୀକ୍ଷା । ପୂର୍ବ ନିର୍ଦ୍ଧାରିତ ସମୟ ମେ ୨୧ ତାରିଖରେ ହେବ ପରୀକ୍ଷା । ପରୀକ୍ଷା ଘୁଞ୍ଚାଇବା ପାଇଁ ଗତକାଲି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।