ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 303 مشتركاً، محتلاً المرتبة 16 359 في فئة التعليم والمرتبة 33 385 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 303 مشتركاً.

بحسب آخر البيانات بتاريخ 30 يونيو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -233، وفي آخر 24 ساعة بمقدار -8، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 20.23‎%. وخلال أول 24 ساعة من النشر يحصد المحتوى عادةً 4.00‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 490 مشاهدة. وخلال اليوم الأول يجمع عادةً 493 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 1.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 01 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 303
المشتركون
-824 ساعات
-607 أيام
-23330 أيام
أرشيف المشاركات

https://youtu.be/3TF2Eya3gXI ଆଜି +3 Spot Admission ପାଇଁ CAF Online Apply Last Date ... +3 ପିଲାଙ୍କ ପାଇଁ Admission ର ଶେଷ ସୁଯୋଗ +3 Spot Admission ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ Spot Admission Dateline 2022 Must Watch & Share👆👆

🔴 କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପାଇଁ ୧୦ ଯାଏଁ ଆବେଦନ
🔴 କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପାଇଁ ୧୦ ଯାଏଁ ଆବେଦନ

✅ PG ADMISSION UPDATE ✅ ଆଜି ପ୍ରକାଶ ପାଇବ PG 2ND SELECTION MERIT LIST
PG ADMISSION UPDATE ✅ ଆଜି ପ୍ରକାଶ ପାଇବ PG 2ND SELECTION MERIT LIST

✅ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେବେ ନୂଆ କୁଳପତି
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେବେ ନୂଆ କୁଳପତି

🟣 ODISHA GDS MERIT LIST 2022 🟣 5TH PHASE OUT

✅ JOB UPDATE AIIMS , BHUBANESWAR ✅ VACANCY NOTICE ON DEPUTATION
JOB UPDATE AIIMS , BHUBANESWAR ✅ VACANCY NOTICE ON DEPUTATION

🔴ADMISSION UPDATE 2022-23
🔴ADMISSION UPDATE 2022-23

ଓଡ଼ିଶାରେ ଦ୍ୱିତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବାଧା କେଉଁଠି ?
ଓଡ଼ିଶାରେ ଦ୍ୱିତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବାଧା କେଉଁଠି ?

✅ B.ED ADMISSION UPDATE 2022-23 ✅ ଏନ୍ ସିଟିଇର ବିଏଡ଼୍ ଝଟକା , ୮ କଲେଜକୁ ମିଳିଲାନି ଅନୁମତି
✅ B.ED ADMISSION UPDATE 2022-23 ✅ ଏନ୍ ସିଟିଇର ବିଏଡ଼୍ ଝଟକା , ୮ କଲେଜକୁ ମିଳିଲାନି ଅନୁମତି

💫💫💫💫💫💫💫💫💫💫 ୧୬ଟି ବିଭାଗର ୩୩ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ
💫💫💫💫💫💫💫💫💫💫 ୧୬ଟି ବିଭାଗର ୩୩ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

https://youtu.be/1Q1vnv-GytQ ➡️+3 Spot Admission ପାଇଁ ବହୁତ ସିଟ୍ ବଳକା ଅଛି କି ନାହିଁ ? ➡️ପିଲାମାନେ ନିଜ ମନ ପସନ୍ଦର College/Honours ପାଇବେ କି ? ➡️Cut-Off ମାର୍କ ବହୁତ କମ୍ ଯିବ କି ? Must Watch & Share👆👆

🔥ROY TUTORIAL🔥 🎯🎯🎯🎯🎯🎯 Join 10th Geometry Class Live On 9.00 p.m 🎯🎯🎯🎯🎯🎯 Topic-ବୃତ୍ତ(TBW) 🎯🎯🎯🎯🎯🎯 👇👇Must Join👇👇 https://youtu.be/RTAsY6_ihUs

🔥ROY TUTORIAL🔥 🎯🎯🎯🎯🎯🎯 Join 8th Math Class Live On 7.00 p.m 🎯🎯🎯🎯🎯🎯 Topic-ଉତ୍ପାଦକ ବିଶ୍ଳେଷଣ 🎯🎯🎯🎯🎯🎯 👇👇Must Watch 👇👇 https://youtu.be/uDRfMocu7RM

🔥ROY TUTORIAL🔥 🎯🎯🎯🎯🎯🎯 Join 9th Geometry Class Live On 5.00 p.m 🎯🎯🎯🎯🎯🎯 Topic-ପରିମିତି 🎯🎯🎯🎯🎯🎯 👇👇Must Join👇👇 https://youtu.be/XLxNNfDnQiM

ଦେଖନ୍ତୁ ଏବେ ହିଁ ଗୋଟେ ପିଲାର +3 Spot Admission ପାଇଁ Online Apply କରିଲି .....5 College / Honours Option ଦେବା ପରେ Review ଉପରେ Cli
ଦେଖନ୍ତୁ ଏବେ ହିଁ ଗୋଟେ ପିଲାର +3 Spot Admission ପାଇଁ Online Apply କରିଲି .....5 College / Honours Option ଦେବା ପରେ Review ଉପରେ Click କଲେ Edit  Or Save & Process Show କରୁଛି Save & Process ଉପରେ Click କଲେ କିଛି Process ପରେ CAF Apply Successful ହୋଇଯିବି କିନ୍ତୁ ଆପଣ ମାନେ କୈଣସି Jan Seva Kendra  or Common Service Center ଯାଇକି Apply କରିଦିଅନ୍ତୁ ନହେଲେ  Laptop ରେ Apply କରନ୍ତୁ ହୋଇଯିବ Mobile ରେ କିଛି Problem ପାଇଁ ହେଉନି 😔 ଧନ୍ୟବାଦ❤️

⚪ ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍‌ ପ୍ରଦାନ ⚪ କଂପ୍ୟୁଟର ଇଂଜିନିୟରିଂ ଛାତ୍ର ଅମ୍ଳାନ ନନ୍ଦ ପାଇଲେ ସ୍କଲାରସିପ୍ ⚪ SUIIT ସମ୍ବଲପୁରର କଂପ
⚪ ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍‌ ପ୍ରଦାନ ⚪ କଂପ୍ୟୁଟର ଇଂଜିନିୟରିଂ ଛାତ୍ର ଅମ୍ଳାନ ନନ୍ଦ ପାଇଲେ ସ୍କଲାରସିପ୍ ⚪ SUIIT ସମ୍ବଲପୁରର କଂପ୍ୟୁଟର ସାଇନ୍ସ ଇଂଜିନିୟରିଂ ଛାତ୍ର ଅମ୍ଳାନ ⚪ OTV କାର୍ଯ୍ୟାଳୟରେ ସ୍କଲାରସିପ୍ ଗ୍ରହଣ କଲେ ଅମ୍ଳାନଙ୍କ ବାପା ⚪ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଦିଆଯାଉଛି ସ୍କଲାରସିପ୍ ⚪ ଆର୍ଥିକ ଅନଗ୍ରସର ବର୍ଗର ଜଣେ କୃତୀ ଛାତ୍ରଙ୍କୁ ଦିଆଯାଉଛି ସ୍କଲାରସିପ୍ ପାଠ ପଢ଼ା ସୁବିଧା ପାଇଁ OTV ପକ୍ଷରୁ ସ୍କଲାରସିପ୍ ଦିଆଯାଉଛି

କଳିଙ୍ଗ ଷ୍ଟାଡିୟମରେ ଟେରୋରିଷ୍ଟ-କମାଣ୍ଡୋ ମୁହାଁମୁହିଁ... ଯଦିଓ, ଏହା ସତ ନୁହେଁ କିନ୍ତୁ ଆଗାମୀ ୨୦୨୩ ହକି ମହାକୁମ୍ଭ ଆରମ୍ଭ ହେବାକୁ ଥିବାବେଳେ ଏହା
କଳିଙ୍ଗ ଷ୍ଟାଡିୟମରେ ଟେରୋରିଷ୍ଟ-କମାଣ୍ଡୋ ମୁହାଁମୁହିଁ... ଯଦିଓ, ଏହା ସତ ନୁହେଁ କିନ୍ତୁ ଆଗାମୀ ୨୦୨୩ ହକି ମହାକୁମ୍ଭ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଏହି ଅପରେସନ୍‌ ଜାରି ରହିଛି...