ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 731 مشتركاً، محتلاً المرتبة 15 993 في فئة التعليم والمرتبة 30 212 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 731 مشتركاً.

بحسب آخر البيانات بتاريخ 23 نوفمبر, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار 1 095، وفي آخر 24 ساعة بمقدار -10، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 20.69‎%. وخلال أول 24 ساعة من النشر يحصد المحتوى عادةً 4.82‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 634 مشاهدة. وخلال اليوم الأول يجمع عادةً 614 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 17.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

بفضل وتيرة التحديث المرتفعة (أحدث البيانات بتاريخ 24 نوفمبر, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 731
المشتركون
-1024 ساعات
-537 أيام
+1 09530 أيام
أرشيف المشاركات
https://youtu.be/d1HGy_kpHPI ଏହି ତାରିଖରେ ପ୍ରକାଶ ପାଇବ ଦଶମ SA-2 ରେଜଲ୍ଟ ! SA-2 ରେ ସମସ୍ତଙ୍କୁ ମିଳିଲା ଗ୍ରେସ୍ ମାର୍କ ! କେଉଁ ପିଲାଙ୍କୁ ଏବଂ କେତେ ମାର୍କ ଗ୍ରେସ୍ ମିଳିଛି ? MUST WATCH & SHARE👆👆
18 أبريل 2023, 01:53

18 أبريل 2023, 01:51

🔴 ମେ’ ଦ୍ୱିତୀୟାର୍ଦ୍ଧରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ବୋର୍ଡ ସଭାପତି କହିଛନ୍ତି । ଏଥି ସହିତ ଚଳିତ ବର୍ଷ ୫ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଥିଲେ । ଆସନ୍ତା ମାସ ଆର୍ଥାତ୍‌ ମେ’ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ମେ’ ମାସ ଦ୍ୱିତୀୟାର୍ଦ୍ଧରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ନେଇ ସୂଚନା ମିଳିଛି । ଏ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ବୋର୍ଡ ସଭାପତି କହିଛନ୍ତି । ଏଥି ସହିତ ଚଳିତ ବର୍ଷ ୫ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଥିଲେ । ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହୋଇଛି । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ । ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଖାତାଦେଖାରେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ରହିଥିବା ସୂଚନା ମିଳିଥିଲା ।
17 أبريل 2023, 06:03

୧ ରଖିଲେ ପାସ୍ , ୭୫ ରଖିଲେ ଫେଲ୍ 🤔
୧ ରଖିଲେ ପାସ୍ , ୭୫ ରଖିଲେ ଫେଲ୍ 🤔
16 أبريل 2023, 22:55

✅ ଆଜିର (୧୭.୦୪.୨୦୨୩) ମୂଖ୍ୟ ଖବର
+9
✅ ଆଜିର (୧୭.୦୪.୨୦୨୩) ମୂଖ୍ୟ ଖବର
16 أبريل 2023, 22:54

ଏପ୍ରିଲ ୧୭ ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢା ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ସମୟ ନିର
ଏପ୍ରିଲ ୧୭ ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢା ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ଏବଂ ଆବଶ୍ୟକ ପଡିଲେ ଛୁଟି ଘୋଷଣା କରିପାରିବେ। କେନ୍ଦ୍ର ଗୁଡିକରେ ପାନୀୟଜଳ ଓ ଅନ୍ଯାନ୍ଯ ବ୍ଯବସ୍ଥା ସୁନିଶ୍ଚିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
16 أبريل 2023, 14:16

https://youtu.be/IrVsQIlnyhs RE-APPLY FULL DETAILS INFORMATION MUST WATCH & SHARE👆👆
16 أبريل 2023, 09:44

16 أبريل 2023, 09:44

ସ୍କୁଲ ପାଠପଢା ସମ୍ବନ୍ଧୀତ ସୂଚନା: ଏପ୍ରିଲ ୧୭ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ
ସ୍କୁଲ ପାଠପଢା ସମ୍ବନ୍ଧୀତ ସୂଚନା: ଏପ୍ରିଲ ୧୭ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳ ୬.୩୦ରୁ ୧୧ଟା ପର୍ଯ୍ୟନ୍ତ ଚାଲିବ। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସମୟ ନିର୍ଘଣ୍ଟ ପରିବର୍ତ୍ତନ କିମ୍ବା ଛୁଟି ଘୋଷଣା କରିପାରିବେ।
15 أبريل 2023, 11:50

✅ 10TH SA-I RESULTS 2022-23 ✅ RESULTS AFTER CHECKING OF ADDITION OF MARKS ➡️ LINK - CLICK HERE
✅ 10TH SA-I RESULTS 2022-23 ✅ RESULTS AFTER CHECKING OF ADDITION OF MARKS ➡️ LINK - CLICK HERE
15 أبريل 2023, 09:55

✅ 10TH SA-I RESULTS 2022-23 ✅ CHECKING OF ADDITION OF MARKS FOR HSC EXAMINATION 2022-23 SA-1 ➡️ LINK - CLICK HERE
✅ 10TH SA-I RESULTS 2022-23 ✅ CHECKING OF ADDITION OF MARKS FOR HSC EXAMINATION 2022-23 SA-1 ➡️ LINK - CLICK HERE
15 أبريل 2023, 09:52

https://youtu.be/v66WB7zXmso ବଡ଼ ଖବର 😍.....+୩ ରେ ସାମିଲ ହେବ ୨୦ଟି ନୂଆ ପାଠ୍ୟକ୍ରମ ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ MUST WATCH & SHARE👆👆
14 أبريل 2023, 22:42

14 أبريل 2023, 22:40

Ambedkar Jayanti 2023 🙏
Ambedkar Jayanti 2023 🙏
14 أبريل 2023, 02:04

ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ😍 ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଆ ନବବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ ଭରିଦେଉ , ସୁଖ ଓ ସମୃଦ୍ଧି ଭରିଦେଉ ଓଡ଼ିଆ ନବବର୍ଷ ୨୦୨୩
13 أبريل 2023, 18:08

https://youtu.be/3WwUepThQlk ଆସିଲା ପିଲାଙ୍କ ପାଇଁ ବହୁତ ଖୁସି ଖବର ପିଲାଙ୍କୁ ସହଜରେ ମିଳିବ ସ୍କଲାରସିପ୍ ଟଙ୍କା MUST WATCH & SHARE👆👆
13 أبريل 2023, 10:52

13 أبريل 2023, 10:30

ଅଂଶୁଘାତ ପ୍ରତି ସାବଧାନ୍ ।
ଅଂଶୁଘାତ ପ୍ରତି ସାବଧାନ୍ ।
13 أبريل 2023, 02:25

ଆଜି ସକାଳ ୮.୩୦ ସୁଦ୍ଧା ତାପମାତ୍ରା 😢 ... କଣ ପାଇଁ GOVT. କଲେଜ୍ ଛୁଟି ଘୋଷଣା କରୁନି ଆପଣଙ୍କ ମତାମତ ଦିଅନ୍ତୁ - CLICK HERE
ଆଜି ସକାଳ ୮.୩୦ ସୁଦ୍ଧା ତାପମାତ୍ରା 😢 ... କଣ ପାଇଁ GOVT. କଲେଜ୍ ଛୁଟି ଘୋଷଣା କରୁନି ଆପଣଙ୍କ ମତାମତ ଦିଅନ୍ତୁ - CLICK HERE
13 أبريل 2023, 01:45
13 أبريل 2023, ~02:25

ରୋଜଗାର ମେଳା 😍
ରୋଜଗାର ମେଳା 😍
13 أبريل 2023, 00:25