Hindu God wallpaper
الذهاب إلى القناة على Telegram
1 445
المشتركون
+124 ساعات
لا توجد بيانات7 أيام
-1630 أيام
أرشيف المشاركات
1 445
*ଜୟ ଜଗନ୍ନାଥ* ହେ ଅନନ୍ତକୋଟି ବ୍ରହ୍ମାଣ୍ଡର ନାୟକ, ତେତ୍ରିଶକୋଟି ଦେବତାଙ୍କ ମଉଡ଼ମଣି ଓ ସର୍ବଧର୍ମ – ଦର୍ଶନ – ସମନ୍ୱୟର ପ୍ରତିଭୂ ଏକମାତ୍ର ଉପାସ୍ୟ ଶ୍ରୀଜଗନ୍ନାଥ💐। ହେ ସକଳ ସୃଷ୍ଟି – ସ୍ଥିତି – ଲୟର ତ୍ରାଣକର୍ତ୍ତା .....ଦେବ, ଦାନବ ଓ ମାନବଙ୍କ ଭାବନାର ଊର୍ଦ୍ଧ୍ଵ ରେ ଥିବା ସହସ୍ରାଶୀର୍ଷା ପୁରୁଷ ପୁଣି ସହସ୍ରଶୀର୍ଷା ପୁରୁଷ ସହସ୍ରାକ୍ଷ ଓ ସହସ୍ରପାତ🙏🏻। ହେ ସର୍ବବ୍ୟାପୀ ଅପ୍ରକାଶ୍ୟ ଶକ୍ତି ତୁମେ ଯୁଗେ ଯୁଗେ ଭିନ୍ନ ରୂପରେ ନିତ୍ୟଲୀଳାରେ ନିମଗ୍ନ 🙏🏻🙏🏻🙏🏻। ହେ ଅନାଦି, ଅନନ୍ତ, ଅବ୍ୟକ୍ତ, ଅଚିନ୍ତ୍ଯ, ଅପ୍ରକାଶ୍ୟ, ଅକ୍ଷୟ, ଅବ୍ୟୟ, ଅବିନଶ୍ୱର, ଅବତାରୀ ଓ ଅବତାର💐💐💐 । ସକଳ ଅବତାରର ପ୍ରତିଭୂ ପୁରୁଷୋତ୍ତମ ପ୍ରଭୁ ଶ୍ରୀଜଗନ୍ନାଥ ହେ ଅଖିଳ ଜଗତର ସ୍ରଷ୍ଟା । ଯୁଗେ ଯୁଗେ ଧର୍ମ ସଂସ୍ଥାପନାର୍ଥେ ଭିନ୍ନ ରୂପେ କରିଥାଅ ଅବତାର। ତୁମ୍ଭର ଏ ପୁଣ୍ୟ ଘୋଷ ଯାତ୍ରା ରେ ଜଗତ ର କଲ୍ୟାଣ କରିବା ହୁଅନ୍ତୁ ମହାବାହୁ । ହେ କାଳିଆ ସାଆନ୍ତ......ହେ ନିଳାଦ୍ରୀ ସିଂହ..... ହେ ଚକାନୟନ ତୁମ୍ଭର ସଦା ଜୟ ହେଉ... ସଦା ସର୍ବଦା ଏ ଅଧମ କୁ ଅପଲକ କୃପା ଦୃଷ୍ଟି ରେ ଚାହିଁ ଥାଅ 😔 *ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻 ହରିବୋଲ*
متاح الآن! بحث تيليغرام 2025 — أهم رؤى العام 
